ବିଜେପି ପ୍ରାର୍ଥୀ ଙ୍କ ରୋଡ ସୋ ଯୋଗ ଦେଲେ ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ବାସୁଦେବପୁର ରୁ ପ୍ରତାପ କୁମାର ପାଢ଼ୀ : ବାସୁଦେବପୁର ନିର୍ବାଚନ ମଣ୍ଡଳୀ ରେ ବିଭିନ୍ନ ସ୍ଥାନରେ ବିଜେପି ଦଳର ବିଧାୟକ ପ୍ରାର୍ଥୀ ବାଣୀ କଲ୍ୟାଣ ମହାନ୍ତି ଙ୍କ ରୋଡ ସୋ ଅନୁଷ୍ଟିତ ହୋଇ ଯାଇଛି। ଏହି ରୋଡ ସୋ ରେ ଯୋଗ ଦେଇଥିଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ।ସ୍ଥାନୀୟ ବିଦେଇପୁର ରୁ…

ବିଜେଡ଼ି ପ୍ରାର୍ଥୀ ଙ୍କ ପାଇଁ ଭୋଟ ନିବେଦନ କଲେ ପାଣ୍ଡିୟାନ

 ବାସୁଦେବପୁର - ନିର୍ବାଚନ ପ୍ରଚାର ଜୋର୍ ଦାର୍ ଆରମ୍ଭ ହୋଇ ଯାଇଛି ବାସୁଦେବପୁର ରେ। ଚଳିତ ନିର୍ବାଚନ ରଣାଙ୍ଗନରେ ବାସୁଦେବପୁର ରେ ବିଜେଡ଼ି ପ୍ରାର୍ଥୀ ବିଷ୍ଣୁ ବ୍ରତ ରାଉତ ରାୟ ଓ ସାଂସଦ ପ୍ରାର୍ଥୀ ମଞ୍ଜୁଲତା ମଣ୍ଡଳ ଙ୍କ ପାଇଁ ପ୍ରଚାର ଜୋରଦାର କରିବାକୁ ବାସୁଦେବପୁର ରେ ପହଞ୍ଚି ଥିଲେ ୫ ଟି…

ଉଚ୍ଚ ମାଧ୍ୟମିକ ପରୀକ୍ଷାରେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଶତପ୍ରତିଶତ ସଫଳତା

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ରବିବାର ଅପରାହ୍ଣରେ ପ୍ରକାଶ ପାଇଛି ଯୁକ୍ତଦୁଇ ପରୀକ୍ଷା ଫଳ I ଏଥିରେ ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବିଜ୍ଞାନ ସ୍ରୋତରେ ଛାତ୍ରଛାତ୍ରୀଙ୍କୁ ଶତପ୍ରତିଶତ ସଫଳତା ମିଳିଛି। ଅନୁଷ୍ଠାନର ପରୀକ୍ଷା…

ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ହେଲେ ସୁବ୍ରତ ବେହେରା।

ବାସୁଦେବପୁର - ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷ ରୁ କାର୍ଯ୍ୟ କାରୀ ସଭାପତି ଭାବରେ ବାସୁଦେବପୁର ର ଯୁବ କଂଗ୍ରେସ ନେତା ସୁବ୍ରତ କୁମାର ବେହେରା ଙ୍କ ନାମ ଘୋଷଣା କରାଯାଇଛି। ଘୋଷଣା ହୋଇ ଥିବା ଦୁଇ ଜଣ ଯୁବ କଂଗ୍ରେସ ନେତା ଙ୍କ ନାମ ହେଲା ସୁବ୍ରତ କୁମାର ବେହେରା ଓ ବଳରାମ ରାଉତ। ନାମ…

ପୂଜାରୀଗୁଡାରେ ଉତ୍କଷ୍ଟ ହେଲାଣି ଜଳକଷ୍ଟ : ସ୍କୁଲ ସାହିରେ ନଳକୂପ ଖୋଲିବା ପାଇଁ ସାହିବାସୀନ୍ଦାଙ୍କ ଦାବୀ |

 ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୭/୦୫-ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଫୁଫୁଗାଁ ପଂଚାୟତ ଅଧୀନରେ ଥିବା ପୂଜାରୀଗୁଡା ଗ୍ରାମରେ ଦେଖାଦେଇଛି ଜଳକଷ୍ଟ |ଗ୍ରାମରେ ଚାରିଗୋଟି ନଳକୂପ ଥିବା ସ୍ୱତେ ଗ୍ରାମର ସ୍କୁଲ ସାହିର ଲୋକଙ୍କୁ ଘାରିଛି ପାଣି ଚିନ୍ତା |ସାହିରେ ଘର ସଂଖ୍ୟା…

କାହା ସ୍ୱାର୍ଥରେ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା?

ପ୍ରକୃତ ହିତାଧିକାରୀଙ୍କ ତ ଦିନ ବିତୁଛି ଭଙ୍ଗା ଦଦରା ଘରେ ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୭/୦୫-କେନ୍ଦ୍ର ସରକାର ଦେଶର ସମସ୍ତ ଗରିବ ଶ୍ରେଣୀର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କାଘର ଯୋଗେଇ ଦେଉଛି କହି ବାହାସ୍ପୁଟ ମାରୁଛନ୍ତି |ହେଲେ ଦେଖିଲା ବେଲକୁ ଏହି ଯୋଜନାର…

ରାୟଗଡ ଜିଲ୍ଲା ବିକାଶ ମଞ୍ଚ ତରଫରୁ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବ ଜନିତ ସମସ୍ୟାର ଦୂରୀକରଣ ନିମନ୍ତେ ପାଞ୍ଚ…

ରାୟଗଡ : ରାୟଗଡ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ l ଜିଲ୍ଲାର ସମୁଦାୟ ୧୧ଗୋଟି ବ୍ଲକରେ ବସବାସ କରୁଥିବା ଜନସାଧାରଣ ରାୟଗଡ ମୂଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିଥାଆନ୍ତି l ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ରୋଗୀ ସଂଖ୍ୟା ଅଧିକା ରହୁଥିବା ବେଳେ ସେହି ଅନୁପାତରେ ରକ୍ତ…

ପ୍ରଭାତ ରଞ୍ଜନ ବିଶ୍ୱାଳ ବିଜେଡିର କେନ୍ଦ୍ରାପଡ଼ା କୋଅର୍ଡିନେଟର

କଟକ :୨୭/୫(ଶାସକ ପ୍ରଶାସକ )ରଞ୍ଜିତ ମହାପାତ୍ର: ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ କେନ୍ଦ୍ରାପଡ଼ା ବିଧାନସଭାର କୋଅର୍ଡିନେଟର ଭାବେ ନିଯୁକ୍ତି କରାଯାଇଛି. ଚୌଦ୍ୱାର କଟକ ଅଞ୍ଚଳରେ ନିର୍ବାଚନ ଶେଷ ହୋଇଥିବା ବେଳେ ଡ଼ଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଙ୍କ ଦେହ…

ବିଜେଡି ର ଜନ ସମାବେଶ ।

ସାରସକଣାରୁ ଦିପୁ ମହାପାତ୍ରଙ୍କ ରିପୋର୍ଟ : ମୟୁରଭଂଜ ଜିଲ୍ଲା ସାରସକଣା ନିର୍ବାଚନ ମଣ୍ଡଳୀର ୫୫ନମ୍ବର ଜୋନ ଖେରୁଣା ଠାରେ ଆୟୋଜନ ହୋଇଯାଇଛି ଏକ ବିରାଟ ଜନ ସମାବେଶ । ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ (କିମ୍ସ ପ୍ରତିଷ୍ଠାତା) ମାନ୍ୟବର ରାଜ୍ୟ ସଭା ସାଂସଦ ମମତା…

ଏସ୍‌ଏଚ୍‌ଏମ୍‌ରେ ମହିଳାଙ୍କ ନିମନ୍ତେ ବେକେରୀ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ

ଭୁବନେଶ୍ୱର ୨୭/୦୫: ମହିଳାମାନଙ୍କୁ ବେକେରୀ ଓ କନ୍‌ଫେକ୍ସନାରୀ ଖାଦ୍ୟ ପ୍ରସ୍ତୁତି ପ୍ରଣାଳୀ ବିଷୟରେ ପ୍ରଶିକ୍ଷଣ ଦେବା ନିମନ୍ତେ ସୋମବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ପକ୍ଷରୁ ସୋମବାର ‘ୱି କ୍ୟାନ୍ ବେକ୍‌୍‌’ ଶୀର୍ଷକ ଏକ ୬-ଦିନିଆ ପ୍ରଶିକ୍ଷଣ…