Sign in
Sign in
Recover your password.
A password will be e-mailed to you.
ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ ଅନଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ଜିଲ୍ଳାପାଳଙ୍କ ସମ୍ମିଳନୀ ଓସ୍ଵାନ ହଲ ଠାରେ ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରୀ ରହିଥିବାରୁ ଜରୁୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଳାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ…
ବିଜୁ ଜନତା ଦଳରୁ ବହିଷ୍କୃତ
ଭୁବନେଶ୍ୱର : ବିଜୁ ଜନତା ଦଳରୁ ବହିଷ୍କୃତ ହୋଇଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳ ଅନ୍ତର୍ଗତ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସରୋଜିନୀ ରାଜ | ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ଦଳର ସଭାପତି ନବୀନ ପଟ୍ଟନାୟକ ବହିଷ୍କାର କରିଛନ୍ତି ବୋଲି ଦଳର ସାଙ୍ଗଠନିକ…
ଟିପିଏସ୍ଓଡିଏଲକୁ ମିଳିଲା ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ ମାନ୍ୟତା
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଚ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ) ‘ଗ୍ରେଟ୍ ପ୍ଲେସ୍ ଟୁ ଓ୍ୱାର୍କ’ର ମାନ୍ୟତା ହାସଲ କରିଛି । ଏହି ସମ୍ମାନସ୍ପଦ ପ୍ରମାଣପତ୍ର ଚଳିତ ବର୍ଷ ମଇରୁ ଆସନ୍ତା ବର୍ଷ ମଇ ମାସ ପର୍ଯ୍ୟନ୍ତ ବୈଧ ହେବ । ଏହି ପ୍ରମାଣପତ୍ର କମ୍ପାନୀର ଅସାଧାରଣ…
ଟିପିସିଓଡିଏଲ୍ ପକ୍ଷରୁ ସଫଳ ରକ୍ତଦାନ ଶିବିର ଆୟୋଜିତ
• ମିସନ ଜୀବନ ଅଭିଯାନରେ ବିପୁଳ ଅଂଶଗ୍ରହଣ ଦେଖିବାକୁ ମିଳିଛି
• ବିଶ୍ୱ ଥାଲାସେମିଆ ଦିବସ ଅବସରରେ ଆୟାଜିତ ସ୍ୱତନ୍ତ୍ର ଶିବିରରେ ସମାଜ କଲ୍ୟାଣ ପ୍ରତି ପ୍ରତିବଦ୍ଧତା ଉପରେ ଆଲୋକପାତ
• ଭାରତୀୟ ରେଡକ୍ରସ ସୋସାଇଟି ସହ ସହଯୋଗିତା
• ଏକାଧିକ ସ୍ଥାନରେ ୩୦୭ ୟୁନିଟ୍…
ବିଦୁସ୍ମିତା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ଟପ୍ପର୍
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଚଳିତ ବର୍ଷ ବେଲଗୁଣ୍ଠା ବ୍ଳକ୍ ଗୋବରା ସ୍ଥିତ ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁ୍କ୍ତ ଦୁଇ ପରୀକ୍ଷା ଫଳ ଉତ୍ସାହ ଜନକ ରହିଛି I ଅନୁଷ୍ଠାନର କଳା ବିଭାଗରେ ବିଦୁସ୍ମିତା ସ୍ୱାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି I ବିଦୁସ୍ମିତା ମୋଟ…
ଟାଇମ୍ସ ସର୍ଭେ: ଆଇଟିଇଆର୍ ଦେଶର ତୃତୀୟ ଶ୍ରେଷ୍ଠ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ
ଭୁବନେଶ୍ୱର, ୩୦/୦୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଗୁରୁବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ଇଞ୍ଜିନିୟରିଂ ଇନଷ୍ଟିଟ୍ୟୁଟ ରାଙ୍କିଙ୍ଗ୍ ସର୍ଭେ ୨୦୨୪ର ଓଭରଅଲ୍ କ୍ୟାଟେଗୋରୀରେ ଦେଶର ତୃତୀୟ ଶ୍ରେଷ୍ଠ…
ମୌସୁମୀର ଆଗମନ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ: ସିଇସି
ଭୁବନେଶ୍ୱର, ୩୦/୦୫: ଜୁନ୍ ୧୦ ପର୍ଯ୍ୟନ୍ତ ଓଡ଼ିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀର ଆଗମନ ନେଇ କୌଣସି ସମ୍ଭାବନା ନଥିବା ବେଳେ ରାଜ୍ୟର ଆଭ୍ୟନ୍ତରୀଣ ଓ ପଶ୍ଚିମ ଅଂଚଳର ଜିଲ୍ଲାଗୁଡ଼ିକରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର…
ମଧ୍ୟପ୍ରାଚ୍ୟରେ ହୋଟେଲ ଶିଳ୍ପ କ୍ଷେତ୍ରରେ ସୋଆ ପୁରାତନ ଛାତ୍ରୀ ଉତ୍କର୍ଷ ନେତୃତ୍ୱ ନିମନ୍ତେ ମନୋନୀତ
ଭୁବନେଶ୍ୱର, ୩୦/୦୫: ମଧ୍ୟପ୍ରାଚ୍ୟର ହୋଟେଲ୍ ଶିଳ୍ପ କ୍ଷେତ୍ରରେ ୨୦୨୪ ପାଇଁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍)ର ପୁରାତନ ଛାତ୍ରୀ ସୋନମ୍ ଦାସ ନିଜର ନେତୃତ୍ୱର ଉତ୍କର୍ଷତା ନିମନ୍ତେ ସମ୍ମାନିତ ହୋଇଛନ୍ତି । ସୋନମ୍ ବର୍ତମାନ ଦୁବାଇ…
ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗ ପାଇଁ ଆଇଆଇଟି ଭୁବନେଶ୍ୱର ଏବଂ ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ ମଧ୍ୟରେ…
ଯକ୍ଷ୍ମା ପ୍ରତିରୋଧ ନିମନ୍ତେ ପ୍ରତିଷେଧକର ବିକାଶ ପାଇଁ ଗବେଷଣା ଉପରେ ବିଶେଷ ଗୁରୁତ୍ୱ
ଭୁବନେଶ୍ୱର, ୩୦ ମଇ ୨୦୨୪: ବୈଷୟିକ ଶିକ୍ଷା ଏବଂ ଅନୁସନ୍ଧାନରେ ସହଯୋଗର ସୁଯୋଗ ଅନୁସନ୍ଧାନ କରିବା ଉଦ୍ଦେଶ୍ୟରେ ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଆଇଆଇଟି) ଭୁବନେଶ୍ୱର, ଇନଷ୍ଟିଚ୍ୟୁଟ୍ ଅଫ୍…
ମୋଦିରାଜରେ ବି ଗାନ୍ଧୀଙ୍କ ପ୍ରସିଦ୍ଧି ବଢି ଚାଲିଥିବାରୁ ଇର୍ଷାନ୍ଵିତ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପିତାଙ୍କ ବିଶ୍ଵ ପ୍ରସିଦ୍ଧିକୁ ନେଇ ଭୁଲ ବୟାନ ବିରୋଧରେ ପ୍ରଧାନମନ୍ତ୍ରୀଙ୍କୁ ଗାନ୍ଧୀବାଦୀଙ୍କ ପତ୍ର
ଭୁବନେଶ୍ଵର,ତା୩୦/୦୫: ରିଚାର୍ଡ ଆଟେନବରୋଙ୍କ ଗାନ୍ଧୀ ସିନେମା ପରେ ପୃଥିବୀ ମହାତ୍ମା ଗାନ୍ଧୀଙ୍କୁ ଜାଣିଲା । ଏହାପୂର୍ବରୁ ୭୫ ବର୍ଷ ଧରି ତାଙ୍କୁ କେହି ଜାଣି ପାରିନଥିଲେ କହି…