ଟେକ୍ ମହିନ୍ଦ୍ରା ସହ ସୋଆର ବୁଝାମଣାପତ୍ର ସ୍ୱାକ୍ଷର : ଆଇଟିଇଆର୍ ପରିସରରେ ସେଂଟର ଅଫ୍ ଏକ୍ସିଲେନ୍ସ ପ୍ରତିଷ୍ଠା

ଭୁବନେଶ୍ୱର, ଜୁଲାଇ ୧୩: ଶିଳ୍ପ ଓ ଶିକ୍ଷାନୁଷ୍ଠାନ ମଧ୍ୟରେ ସହଯୋଗକୁ ଆହୁରି ସୁଦୃଢ କରିବା ସହ ଛାତ୍ରଛାତ୍ରୀଙ୍କୁ ଶିଳ୍ପାନୁକୂଳ ଦକ୍ଷତା ପ୍ରଦାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ବିଶ୍ୱସ୍ତରୀୟ ଆଇଟି…

“ଆପୋଷ ଆଲୋଚନା ପାଇଁ ଆଗଭର ବୋଲି କହୁଥିବା ଛତିଶଗଡ ବାସ୍ତବରେ ଓଡିଶାକୁ ପଛରୁ ଛୁରୀ ମାରୁଛି l”

ମହାନଦୀ ଟ୍ରିବୁନାଲ ଉପରେ ଭରଷା ନାହିଁ l ଶୁଣାଣି ସମୟରେ ଲାଇଭ ସ୍କ୍ରିନିଙ୍ଗ ହେଇ ଓ ସାଂବାଦିକ ମାନଙ୍କୁ କୋର୍ଟ ରୁମରେ ରହି ବିବରଣୀ ସଂଗ୍ରହ କରିବାର ସୁଯୋଗ ଦିଆ ଯାଉ l ସେଥିପାଇଁ ନ୍ୟାୟାଳୟର ଆଶ୍ରୟ ନେବ ସଙ୍ଗଠନ l ଭୁବନେଶ୍ୱର ତା ୧୩ l ୭ l ମହାନଦୀ ଟ୍ରିବ୍ୟୁନାଲ…

ପାଇକମାଲରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।

ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ପାଇକମାଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ରବୀନ୍ଦ୍ର ନାଥ ଶତପଥୀଙ୍କ ମିଳିତ ଅଧ୍ୟକ୍ଷତାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ ଗୋୟଲ ଏବଂ ଆରକ୍ଷୀ…

ପଞ୍ଚାୟତ ଉଦ୍ୟାନ ଜରାଜୀର୍ଣ୍ଣ, ପୁନରୁଦ୍ଧାର ଦାବି

ମାଲକାନଗିରି 13/୭/୨୬ (ସୁରେନ୍ଦ୍ର କୁମାର ବେମାଳ): ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦରସ୍ଥ କୋରୁକୋଣ୍ଡା ଗ୍ରାମପଞ୍ଚାୟତ ପକ୍ଷରୁ ପ୍ରାୟ ତିନି ବର୍ଷ ପୂର୍ବେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ ଉଦ୍ୟାନ ବର୍ତ୍ତମାନ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି…

ଭଉଣୀ ଘରୁ ଚୋରି ଅଭିଯୋଗରେ ଭାଇ ସମେତ ସୁନା ବ୍ୟବସାୟୀ ଗଲେ ଜେଲ ହାଜତକୁ,

ଓଡ଼ଗାଁ, ୧୩।୭ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୋମଣ୍ଡ ପଞ୍ଚାୟତର ବାଦଭୁଇଁ ଗ୍ରାମରେ ଘଟିଥିବା ଚୋରି ଘଟଣାରେ ପୁଲିସ ସୋମବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।…

ବାଲେଶ୍ବର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲିଆପାଳ, ତା: ୧୩/୦୭/୨୦୨୬:     ଆଜି ପୂର୍ବାହ୍ନ ଘ: ୧୦.୦୦ ଟିକା ସମୟରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ବାଲେଶ୍ୱର ଜିଲ୍ଲାପାଳ  ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବାଲିଆପାଳ ପଞ୍ଚାୟତ ସମିତି ଅଧୀନସ୍ଥ…

ଆସନ୍ତାକାଲିଠାରୁ ସାମୂହିକ ଛୁଟିରେ ଯିବେ ଯୋଗାଣ ସହାୟକ, ବାଧାପ୍ରାପ୍ତ ହୋଇପାରେ ରାସନ ବଣ୍ଟନ

ବେଲଗୁଣ୍ଠା-୧୩/୭-(ଶିବରାମ ଚୌଧୁରୀ )-ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକର ଯୋଗାଣ ସହାୟକମାନେ ନିଜର ଦୀର୍ଘ ଦିନର ନ୍ୟାଯ୍ୟ ଦାବି ପୂରଣ ନେଇ ଆସନ୍ତା ୧୪ ଜୁଲାଇ ୨୦୨୬ ଠାରୁ ସାମୂହିକ ଛୁଟିରେ ଯିବା ସହ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି। ଏ ନେଇ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ…

ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର ଓ ଦକ୍ଷତା ବିକାଶ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାର ଅଡିଟ୍…

କେନ୍ଦ୍ରାପଡ଼ା:୧୩/୦୭(ପ୍ରଫୁଲ୍ଲ କୁମାର ମଲ୍ଲ) ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ମହାବିଦ୍ୟାଳୟ, କୋଚିଂ ସେଣ୍ଟର ଏବଂ ଦକ୍ଷତା ବିକାଶ ଅନୁଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଆଜି ଜିଲ୍ଲାପାଳ ଶ୍ରୀ ରଘୁରାମ…

ସିବିଆଇ ତଦନ୍ତକୁ ନେଇ ଝାରସୁଗୁଡ଼ାରେ ରାଜନୈତିକ ତାତି, ମୁହାଁମୁହିଁ ବିଜେଡି-ଭାଜପା

ଝାରସୁଗୁଡ଼ା, ୧୩: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ କିଶୋର ଦାସଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ପ୍ରସଙ୍ଗକୁ ନେଇ ଝାରସୁଗୁଡ଼ାର ରାଜନୀତି ପୁଣି ଥରେ ସରଗରମ ହୋଇଉଠିଛି। ଏହି ପ୍ରସଙ୍ଗରେ ବିଜେଡି ଓ ଭାଜପା ପରସ୍ପର ବିରୋଧରେ ଆକ୍ରମଣାତ୍ମକ ମନୋଭାବ ଗ୍ରହଣ କରିଥିବା ବେଳେ ଉଭୟ ଦଳ…

ବଲାଙ୍ଗୀର ପିଏମ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ଛାତ୍ରୀଙ୍କ ହାତରେ ନେତୃତ୍ୱ ର ଡୋରି:ବିଭାଗ ବଣ୍ଟନ ସହ ଶପଥ ପାଠ

ବଲାଙ୍ଗୀର,ତା.୧୩/୦୭/୨୦୨୬:ସ୍ଥାନୀୟ ଗାନ୍ଧୀନଗର ପଡ଼ା ସ୍ଥିତ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ବର୍ଷ ୨୦୨୬-୨୭ ପାଇଁ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ର ମୀନା ମଞ୍ଚ ଏବଂ ନବମ ଓ ଦଶମ ଶ୍ରେଣୀ ର ଛାତ୍ର କ୍ୟାବିନେଟ ଗଠନ ପରେ ମନୋନୀତ ଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର…