Sign in
Sign in
Recover your password.
A password will be e-mailed to you.
ସମାଜର ସ୍ବର୍ଗତ କୋଷାଧ୍ୟକ୍ଷଙ୍କୁ ଶ୍ରଦ୍ଧାଞ୍ଜଳି;ବିଦ୍ୟାଧର ବିଶ୍ୱାଳଙ୍କ ସ୍ମୃତିଚାରଣ
ବେଲଗୁଣ୍ଠା,୨୧/୦୯, -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସମାଜ, ନେଟଙ୍ଗା ମଣ୍ଡଳର ବିରିପୁର ପଲ୍ଲୀ ପରିଷଦର ସ୍ବର୍ଗତ କୋଷାଧ୍ୟକ୍ଷ ବିଦ୍ୟାଧର ବିଶ୍ୱାଳଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପଲ୍ଲୀ ପରିଷଦ ସଭାପତି ସନ୍ତୋଷ!-->!-->!-->…
ଝାରସୁଗୁଡ଼ାରେ ପ୍ରଥମଥର ‘ଗଣେଶ ପୂଜା ଆୱାର୍ଡ୍ସ’
ପଣ୍ଡାଲ, ମୂର୍ତ୍ତି, ଶୃଙ୍ଖଳା ଓ ବିସର୍ଜନ ପାଇଁ ମିଳିବ ନଗଦ ପୁରସ୍କାର
ଝାରସୁଗୁଡ଼ା: ଝାରସୁଗୁଡ଼ା ସହରରେ ପ୍ରଥମଥର ପାଇଁ ‘ଝାରସୁଗୁଡ଼ା ଗଣେଶ ପୂଜା ଆୱାର୍ଡ୍ସ-୨୦୨୬’ ଆୟୋଜନ କରାଯାଉଛି। ଝାରସୁଗୁଡ଼ା ପୂଜା ଆୱାର୍ଡ୍ସ କମିଟି (JPAC) ଓ ସ୍ଥାନୀୟ ଡିଜିଟାଲ୍ ପ୍ଲାଟଫର୍ମ JSGLIVE.INର!-->!-->!-->…
ପାଇକମାଳ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମାନସିକ ଚାପ ପରିଚାଳନା ଅଧିବେଶନ।
ପଦ୍ମପୁର /ଶିବାଶିଷ ପଟ୍ଟନାୟକ:- ଜାତୀୟ ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ବରଗଡ଼ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ପକ୍ଷରୁ ସରକାରୀ ଉଚ୍ଚ ବିଦ୍ୟାଳୟ, ପାଇକମାଳ ଠାରେ ଛାତ୍ରଛାତ୍ରୀଙ୍କ ପାଇଁ ମାନସିକ ଚାପ ପରିଚାଳନା ଅଧିବେଶନ ଅନୁଷ୍ଠିତ ହୋଇଥିଲା।
ବିଦ୍ୟାଳୟର!-->!-->!-->!-->!-->…
ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର, ତା ୨୧.୦୯.୨୦୨୬- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଜନସାଧାରଣଙ୍କ!-->!-->!-->!-->!-->…
ବ୍ୟାଙ୍କ କଲୋନୀ ଉନ୍ନୟନ କମିଟି ବୈଠକ
ବ୍ରହ୍ମପୁର: ବ୍ରହ୍ମପୁର ବ୍ୟାଙ୍କ କଲୋନୀ ଉନ୍ନୟନ କମିଟିର ଏକ ବୈଠକ ଗତ ୨୦ ସେପ୍ଟେମ୍ବର ୨୦୨୬ ତାରିଖରେ କମିଟିର ସଭାପତି ଶ୍ରୀ ରାମ ମୋହନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ୟାଙ୍କ କଲୋନୀର ବିଭିନ୍ନ ସ୍ଥାନୀୟ ସମସ୍ୟା ଓ ଏହାର ସ୍ଥାୟୀ ସମାଧାନ ସମ୍ପର୍କରେ!-->!-->!-->…
ବିଚାରାଧୀନ ମାମଲାର ଆଇନଗତ ସମାଧାନ ପାଇଁ ଦେଶବ୍ୟାପୀ ଅଭିଯାନ ‘ଦେଶ ନିମନ୍ତେ ମଧ୍ୟସ୍ଥତା ୩.୦’ ।
କେନ୍ଦ୍ରାପଡ଼ା:୨୧/୦୯ (ପ୍ରଫୁଲ୍ଲ କୁମାର ମଲ୍ଲ) ବିଚାରାଧୀନ ମାମଲା ଗୁଡ଼ିକର ଶୀଘ୍ର, ସହଜ ଓ ସମ୍ମତିଭିତ୍ତିକ ଆଇନଗତ ସମାଧାନ ପାଇଁ ସମଗ୍ର ଦେଶରେ ‘ଦେଶ ନିମନ୍ତେ ମଧ୍ୟସ୍ଥତା ୩.୦’ ନାମକ ଏକ ଦେଶବ୍ୟାପୀ ମଧ୍ୟସ୍ଥତା ଅଭିଯାନ ଆରମ୍ଭ ହେବାକୁ ଯାଉଛି। ଏହି ଅଭିଯାନ ୦୧ ଅକ୍ଟୋବର ୨୦୨୬!-->!-->!-->…
ୟୁଵା ସଂସ୍କାର ଫାଉଣ୍ଡେସନ ର ଉଦ୍ଘାଟନୀ ଉତ୍ସବ l
ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବାରିପଦା ବେଲଗଡ଼ିଆ ସ୍ଥିତ ଆଧାର ପବ୍ଲିକ ସ୍କୁଲ ସଭାଗୃହରେ ଆନୁଷ୍ଠାନିକ ଭାବେ ୱାଇ.ଏସ.ଏଫ ବା ୟୁବା ସଂସ୍କାର ଫାଉଣ୍ଡେସନର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଟ୍ରଷ୍ଟର ସଭାପତି ମାନସ କୁମାର ପୃଷ୍ଟି ଅଧ୍ୟକ୍ଷତା କରିଥିବା!-->!-->!-->…
କେନ୍ଦ୍ରାପଡ଼ାରେ SIR-୨୦୨୬ର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର…
କେନ୍ଦ୍ରାପଡ଼ା:୨୧/୯(ପ୍ରଫୁଲ୍ଲ କୁମାର ମଲ୍ଲ) ୧ ଜୁଲାଇ ୨୦୨୬କୁ ଯୋଗ୍ୟତା ତାରିଖ ଭାବେ ଧରି କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR)-୨୦୨୬ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସୋମବାର ଜିଲ୍ଲାର ସମସ୍ତ ୫ଟି ବିଧାନସଭା ନିର୍ବାଚନମଣ୍ଡଳୀର ଚୂଡ଼ାନ୍ତ!-->!-->!-->…
ଓଡ଼ଗାଁ ବ୍ଲକ୍ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର: ୨୨ଟି ଅଭିଯୋଗ ପଞ୍ଜିକୃତ
ଓଡ଼ଗାଁ, ୨୧।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ମିଶନ ଶକ୍ତି ଗୃହରେ ସୋମବାର ବ୍ଲକ୍ସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ପ୍ରୀତିବାଳା ରଣା, ତହସିଲଦାର ଡ. ମାନସ ରଞ୍ଜନ ଭୋଇ ଏବଂ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ!-->…
ପ୍ରାକ୍ତନ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ କୁମାରୀ ପଟ୍ଟନାୟକଙ୍କ ପରଲୋକ
ଓଡ଼ଗାଁ,୨୧।୯(ଶ୍ରୀକାନ୍ତ କୁମାର ମିଶ୍ର) ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ସ୍ଥିତ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ସହକାରୀ ଶିକ୍ଷୟିତ୍ରୀ ଜୟନ୍ତୀ କୁମାରୀ ପଟ୍ଟନାୟକଙ୍କର ୧୯ ସେପ୍ଟେମ୍ବର ୨୦୨୬ ତାରିଖରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ!-->!-->!-->…