“ପ୍ରଗତି” ମହିଳା ସଙ୍ଗଠନର ସପ୍ତମ ବାର୍ଷିକ ଉତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ

https://youtu.be/MOMdKmoPNbg  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ୟୁ ଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେଣ୍ଟର ଠାରେ "ପ୍ରଗତି" ମହିଳା ସଙ୍ଗଠନ ତାର ସପ୍ତମ ବାର୍ଷିକ ମହୋତ୍ସବ ଓ ବିଶ୍ବ ମାତୃ ଦିବସ ପାଳନ ହୋଇଯାଇଛି। ଅନୁଷ୍ଠାନର ସଭାପତି ତଥା ୟୁ.ଟେକ୍.କମ୍ପ୍ୟୁଟର…

ଗୌଡୀୟ ମଠର ନବ ନିର୍ମିତ ମନ୍ଦିର ଉଦଘାଟିତ : ହରିନାମ ସଙ୍କୀର୍ତ୍ତନରେ କମ୍ପିଲା ଛୋଟୀ ଗ୍ରାମ ।

କେନ୍ଦ୍ରାପଡା:୧୦/୦୫(ପ୍ରଫୁଲ୍ଲ କୁମାର ମଲ୍ଲ) ଗୌଡୀୟ ଜଗତର ସପ୍ତମ ଗୋସ୍ୱାମୀ ଠାକୁର ଶ୍ରୀଲ ଭକ୍ତି ବିନୋଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ପୈତୃକ ବାସସ୍ଥଳୀ ଡେରାବିଶ ବ୍ଲକ ଅଧୀନସ୍ଥ ଛୋଟୀ ଗ୍ରାମରେ ଶ୍ରୀ ଶ୍ରୀ ରାଧା ମାଧବ ଗୌଡୀୟ ମଠର ନବ ନିର୍ମିତ ମନ୍ଦିରର ଶୁଭ ଉଦଘାଟନ ଅବସରରେ ଦୁଇ…

“ଆମ ସରପଞ୍ଚ ନିଦରେ”

ପାଣି ପାଇଁ ପଞ୍ଚାୟତ ଅଫିସରେ ମହିଳାଙ୍କ ଗର୍ଜନ । ବାଲେଶ୍ବର : ପଞ୍ଚାୟତ ଅଫିସ ସମ୍ମୁଖରେ ଗରା ବାଲ୍ଟି ଧରି ଡହ ଡହ ଖରାରେ ବସିଲେ ଶତାଧିକ ମହିଳା । ସୁଚନା ଅନୁଯାୟୀ ବସ୍ତା ବ୍ଲକ ବରୁଣ ଗଡ଼ିଆ ଗ୍ରାମରେ ୭ ସପ୍ତାହେରୁ ଅଧିକ ଦିନ ଧରି ପାନୀୟ ଜଳ ସମସ୍ୟା ଲାଗି ରହିଛି । ଟୋପାଏ ପାଣି ପାଇଁ…

ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା

ବାଲେଶ୍ୱର: ଆଜି ହେଉଛି ପବିତ୍ର ବିଶ୍ୱ ମାତୃ ଦିବସ ଏହି ମାତୃ ଦିବସକୁ ଏକ ଅଭିନବ ଢଙ୍ଗ ରେ ପାଳିଛନ୍ତି କଂଗ୍ରେସ ଯୁବନେତା ସରୋଜ କୁମାର ଲେଙ୍କା | ବାଲେଶ୍ୱର ସହର ରେ ୯ନମ୍ବର ଏଵଂ ୧୦ନମ୍ବର ୱାର୍ଡ ରେ ଥିବା ବସ୍ତି କୁ ଯାଇ ବସ୍ତି ର ମା ମାନଂକୁ ଏକତ୍ରିତ କରି ଦୁନିଆ ଆଗକୁ ଯିବାରେ ମା…

ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ସାଧାରଣ ବୈଠକ ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ମାଲକାନଗିରି ଶାଖାର ସାଧାରଣ ସଭା ଜିଲ୍ଲା ସଂଘ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘ ମାଲକାନଗିରି ଶାଖାର ସଭାପତି ଇଂ. ପ୍ରଶାନ୍ତ କୁମାର ବେହେରା ସଭାପତିତ୍ବ…

ମହିଳା ବିରୋଧୀ ଆଭିମୁଖ୍ୟ ପାଣ୍ଡ୍ରିପାଣି ଠାରେ ମହିଳା ଆରକ୍ଷଣ ବିଲକୁ ବିରୋଧ କରି ବିଶାଳ ଜନ ଆକ୍ରୋଶ ପଦଯାତ୍ରା ।

ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି ସଂସଦରେ ଆଗତ ନାରୀ ବନ୍ଦନ ଅଧିନିୟମକୁ ବିରୋଧ କରି ଥିବା ସାରା ଦେଶରେ ମହିଳାମାନଙ୍କ ଜନ ଆକ୍ରୋଶ ସମାବେଶ ଅନୁଷ୍ଠିତ ହୋଇଛି । ଏହି କ୍ରମରେ ଆଜି ମାଲକାନଗିରି ଜିଲ୍ଲା ପାଣ୍ଡ୍ରିପାଣି ମଣ୍ଡଳ ଠାରେ ଜନ ଆକ୍ରୋଶ ପଦଯାତ୍ରା ଆୟୋଜିତ ହୋଇଛି…

ମା’ଙ୍କ ପାଇଁ ସେବାର ହାତ: ବଲାଙ୍ଗୀର ସ୍ଵଧାର ଗୃହରେ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ

ବଲାଙ୍ଗୀର: ମା' ହେଉଛି ସୃଷ୍ଟିର ସର୍ବଶ୍ରେଷ୍ଠ କୃତି। ସେହି ମା'ମାନଙ୍କ ତ୍ୟାଗ ଓ ସେବାକୁ ସମ୍ମାନ ଜଣାଇବା ପାଇଁ ଆଜି ସାରା ବିଶ୍ୱରେ 'ବିଶ୍ୱ ମାତୃ ଦିବସ' ପାଳିତ ହେଉଥିବା ବେଳେ, ବଲାଙ୍ଗୀର ସହରରେ ଏକ ନିଆରା ଓ ମହତ କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ସହରର ଅଗ୍ରଣୀ ସାମାଜିକ ସଂଗଠନ…

ଆଗୁଆ ପରୀକ୍ଷଣ ଦ୍ୱାରା ଲୁପସ ବ୍ୟାଧିକୁ ପରାସ୍ତ କରି ହେବ: ବିଶେଷଜ୍ଞ

ଭୁବନେଶ୍ୱର, ୧୦ ମେ: ଅନେକ ଜାଣନ୍ତି ନାହିଁ ଯେ ଲୁପସ୍ ହେଉଛି ଏକ ଅଟୋଇମ୍ୟୁନ ବ୍ୟାଧି ଯେଉଁଥିରେ ଶରୀରର ପ୍ରତିରକ୍ଷା ପ୍ରଣାଳୀ ନିଜର ସୁସ୍ଥ କୋଷକୁ ଆକ୍ରମଣ କରେ । ଏହି ସମସ୍ୟା ୨୦ ବର୍ଷରୁ ଆରମ୍ଭ କରି ୫୦ ବର୍ଷ ପର୍ଯ୍ୟନ୍ତ ମହିଳାମାନଙ୍କ ଠାରେ ପ୍ରାୟତଃ ଦେଖାଯାଇଥାଏ । ତେବେ ଏହାର…

ମୁକୁଳା ଟ୍ରାନ୍ସଫର୍ମର ପାଲଟିଛି ବିପଦ, ଅଘଟଣା ଆଶଙ୍କାରେ ଲୋକେ

ବିଜେପୁର :-ବରଗଡ଼ ଜ଼ିଲ୍ଲା ବିଜେପୁର ବ୍ଲକ ଏମ୍‌. ଶ୍ରୀଗୀଡା ତ୍ରିବେଣୀ ଛକ ଠାରେ ଥିବା ଇଲେକ୍ଟ୍ରିକ୍ ଟ୍ରାନ୍ସଫର୍ମର ଏବେ ବିପଦଜନକ ଅବସ୍ଥାରେ ରହିଛି। ଟ୍ରାନ୍ସଫର୍ମର ଚାରିପାଖରେ କୌଣସି ସୁରକ୍ଷା ବାଡ଼ ନଥିବାରୁ ଏହା ଲୋକଙ୍କ ପାଇଁ ବଡ଼ ବିପଦ ସୃଷ୍ଟି କରୁଛି। ବିଶେଷ କରି ଏହା ଜନବସତି…

“ଲୁପସ କେବଳ ଚର୍ମରୋଗ ନୁହେଁ — ଏହା ଶରୀରର ଅନେକ ଅଙ୍ଗକୁ କ୍ଷତିଗ୍ରସ୍ତ କରିପାରେ”

ଭୁବନେଶ୍ୱର: ବିଶ୍ୱ ଲୁପସ ଦିବସ ଅବସରରେ ଓଡ଼ିଶା ଆର୍ଥ୍ରାଇଟିସ୍ ଆଣ୍ଡ୍ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ୍ (OARFT) ପକ୍ଷରୁ ଲୁପସ ସମ୍ପର୍କିତ ସଚେତନତା ବୃଦ୍ଧି ପାଇଁ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସିଷ୍ଟେମିକ ଲୁପସ ଏରିଥେମାଟୋସସ୍ (LUPUS) ଏକ ଦୀର୍ଘସ୍ଥାୟୀ ଅଟୋଇମ୍ୟୁନ…