ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍ ଜିଲ୍ଲା ଭାବେ ଚୟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର ସମେତ ଅନୁଗୋଳ ଓ ଦେବଗଡରେ ବିକାଶମୂଳକ କାର୍ଯ୍ୟ ହେବ ତ୍ୱରାନ୍ୱିତ ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୨୬ - କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ନିଜ ସାଂସଦ ସ୍ଥାନୀୟ କ୍ଷେତ୍ର ବିକାଶ ଯୋଜନା ତଥା ଏମପିଲାଡ୍ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁରକୁ ନୋଡାଲ୍…

ଜାତୀୟ ତୃଣକ ଦମନ ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକଙ୍କ ସୋଆ କୃଷି ମହାବିଦ୍ୟାଳୟ ପରିଦର୍ଶନ

ଭୁବନେଶ୍ୱର, ଜୁନ୍ ୨୫: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ସ୍ଥାନୀୟ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଏଗ୍ରିକଲ୍ଚରାଲ୍ ସାଇନସେସ୍ (ଆଇଏଏସ୍)କୁ ଜାତୀୟ ତୃଣକ ଦମନ ନିଦେ୍ର୍ଧଶାଳୟର ନିଦେ୍ର୍ଧଶକ ଡ. ଜେ ଏସ ମିଶ୍ର ଓ ତୃଣକ ବିଭାଗର ସମ୍ପାଦକ ଡ. ଆର୍.ପି. ଦୁବେ ଶନିବାର ପରିଦର୍ଶନ…

କଳାହାଣ୍ଡି ରୁ ପ୍ରଥମ କରି ଆମ୍ବ ଗଲା ଦୁବାଇ l

https://youtu.be/S1pIVMHAqKI ଭବାନୀପାଟଣା/ରୋହିତ ନାୟକ(ଶାସକ ପ୍ରଶାସକ ):  କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକ୍ ଅନ୍ତର୍ଗତ ତୁଲାପଡ଼ା ପଞ୍ଚାୟତର ଏକ ଅଖ୍ୟାତ ପଲ୍ଲୀ ସାଡ଼ିଂତରା। ସେହି ମାଟିର ସନ୍ତାନ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ମାଝୀ । ତାଙ୍କର ଧର୍ମପତ୍ନୀ ଶ୍ରଦ୍ଧାଞ୍ଜଳୀ ମାଝୀ ।…

ନାରୀ ସଂଘର୍ଷର କଥା “ତେଜସ୍ୱୀ କନ୍ୟାର ଜନ୍ମକଳଙ୍କ” ନାଟକ ମଞ୍ଚସ୍ଥ

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ସମ୍ପ୍ରତି ସଫଳତାର ଶୀର୍ଷରେ ପହଞ୍ଚି ମହିଳା ମାନେ ସମ ସହାଭାଗିତା ପ୍ରଦାନ କରିଥିଲେ ଶୁଦ୍ଧା ଅନେକ ଯାଗାରେ ଲିଙ୍ଗଗତ ମତଭେଦ ନଜରକୁ ଆସେ, ଅମାବାସ୍ୟା ରାତ୍ରିରେ ଜନ୍ମ ଝିଅ ତେଜସ୍ୱିନୀ ଜନ୍ମହେଲା ପରଠାରୁ ହିଁ ତିରସ୍କାର ପାଇଲା କିନ୍ତୁ ତେଜସ୍ୱିନୀର ବାପା…

ଗଜପତିରୁ କନ୍ୟାରତ୍ନ କୁ କୋଳେଇ ନେଲେ ଝାଡ଼ଖଣ୍ଡ ଦମ୍ପତ୍ତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲାର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର ୫୫ ତମ ଶିଶୁ କନ୍ୟାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ପୋଷ୍ୟ ସନ୍ତାନ ଭାବେ ଝାଡ଼ଖଣ୍ଡ ରାଜ୍ୟର ଏକ ଦମ୍ପତ୍ତିଙ୍କୁ ହସ୍ତାନ୍ତର କରିଛନ୍ତି। ସୂଚନା ପ୍ରକାରେ ମାତାପିତାଙ୍କୁ…

ଭିଜିଲାନ୍ସ୍ ଜାଲରେ ଗାଙ୍ଗପୁର ରାଜସ୍ୱ ନୀରିକ୍ଷକ ପ୍ରଦୀପ ଗୌଡ଼ , 7000 ଲାଞ୍ଚ ନେଉଥିଲେ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )- ଜନୈକ ବ୍ୟକ୍ତିଙ୍କ ଠାରୁ ଲାଞ୍ଚ ଗ୍ରହଣ କରୁ୍ଥିବା ବେଳେ ଭିଜିଲାନ୍ସ୍ ଟିମ୍ ହାତରେ ଧରାପଡ଼ି ଗିରଫ ହୋଇଛନ୍ତି ବେଲଗୁଣ୍ଠା ତହସିଲ୍ ଅନ୍ତର୍ଗତ ଗାଙ୍ଗପୁର ରଜସ୍ଵ ନୀରିକ୍ଷକ ପ୍ରଦୀପ କୁମାର ଗୌଡ଼ I ସୁଚନା ପ୍ରକାରେ ଗାଙ୍ଗପୁର ଆର୍.ଆଇ ପ୍ରଦୀପ କୁମାର ଗୌଡ଼ ଜଣେ…

ଟ୍ରାକ୍ଟର ଧକ୍କାରେ ନାବାଳକର ଜୀବନ ଚାଲିଗଲା

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମରେ ଏକ ଟ୍ରାକ୍ଟର୍ ଧକ୍କାରେ ଜଣେ ନାବାଳକର ମୃତ୍ୟୁ ଘଟଣା ଗ୍ରାମରେ ଶୋକର ଛାୟା ଖେଳାଇଦେଇଛି I ମୃତ ନାବାଳକ ଜଣକ ହେଲେ ପାଲକଷଣ୍ଢା ଗ୍ରାମର ରବି ନରାୟଣ ବିଷୋୟୀଙ୍କ ସାନ…

ଆଦିତ୍ୟ ଆଲୁମିନା ତରଫରୁ ସଚେତନ ରଥ ଆରମ୍ଭ।

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲା କାଶିପୁର ବ୍ଲକ ରେ ବିଭିନ୍ନ ରୋଗ ପାଇଁ ଚର୍ଚାରେ ରହି ଆସିଛି।କେବେ ମେଲେରିଆ, କେବ ଡାଇରିଆ ତ କେବେ ଡିପଥେରିଆ ରୋଗରେ ନାନା ଧନ ଜୀବନ ନଷ୍ଟ ହୋଇଯାଇଛି ।ଆଗକୁ ବର୍ଷା ଦିନ ଆସୁଥିବାରୁ ଅଞ୍ଚଳକୁ ସଚେତନତା କରାଇବା ପାଇଁ ହିଣ୍ଡଲ ଇଣ୍ଡେଷ୍ଟ୍ରିଆଦିତ୍ୟ…

ନିଜ ଘର ପାଖ ଜିଲ୍ଲାରେ କାର୍ଯ୍ୟ କରିବାର ମନୋବୃତ୍ତି ପରିତ୍ୟାଗ କରି ସାରା ଓଡ଼ିଶାରେ କାର୍ଯ୍ୟ କରିବା କଥା ଚିନ୍ତା…

ପ୍ରଶିକ୍ଷଣ ମାଧ୍ୟମରେ ଦକ୍ଷତା ବୃଦ୍ଧି ହିଁ ସମ୍ଭବ ହୋଇପାରିବ ବ୍ୟବହାରିକ ଜ୍ଞାନକୌଶଳର ପ୍ରୟୋଗ କରି ରାଜସ୍ୱ ପ୍ରଶାସନକୁ ଲୋକମାନଙ୍କ ନିକଟତର କରାନ୍ତୁ ଭୁବନେଶ୍ୱର: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ରାଜସ୍ୱ ଅଧିକାରୀଙ୍କ ପ୍ରଶିକ୍ଷଣ…

ହିଣ୍ଡାଲକୋ ପକ୍ଷରୁ ‘ଡାଉନଷ୍ଟ୍ରିମ୍‍ ଆଲୁମିନିୟମ ଶିଳ୍ପରେ ଏମଏସ୍‍ଏମଇ ପାଇଁ ବିନିର୍ମାଣ ସୁଯୋଗ’ ଶୀର୍ଷକ କର୍ମଶାଳା…

ଭୁବନେଶ୍ୱର : ଆଦିତ୍ୟ ବିର୍ଲା ଗ୍ରୁପର ଏକ ଫ୍ଲାଗ୍‍ସିପ କମ୍ପାନୀ ହିଣ୍ଡାଲକୋ ପକ୍ଷରୁ ମଙ୍ଗଳବାର ସ୍ଥାନୀୟ ଉତ୍କଳ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ (ୟୁସିସିଆଇଏଲ୍‍) ସମ୍ମିଳନୀ କକ୍ଷରେ କନଫେଡେରେସନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରି (ସିଆଇଆଇ) ଏବଂ ୟୁସିସିଆଇଏଲ୍‍ ସହଯୋଗୀତାରେ ଏକ…