Sign in
Sign in
Recover your password.
A password will be e-mailed to you.
ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ
ଡ଼ି. ଏମ. ଏଫ୍. ପାଣ୍ଠି ବିନିଯୋଗରେ ଖଣି ଜିଲ୍ଲା ଗୁଡ଼ିକରେ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ପାଇଁ ନିର୍ଦ୍ଦେଶ
ସଂକଳ୍ପ ପତ୍ରର ମୁଖ୍ୟ ପ୍ରତିଶ୍ରୁତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବାକୁ ପରାମର୍ଶ
ଉତ୍ତର ଓଡ଼ିଶା ଓ…
ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲlଲଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଭୁବନେଶ୍ଵର ଜୟଦେବ ବିହାର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ,ଓଡିଶା ଗବେଷଣା କେନ୍ଦ୍ର ଉତ୍କଳ ରଙ୍ଗମଞ୍ଚରେ ଅନୁଷ୍ଠିତ ଆଳାପ-2024 ଉତ୍ସବରେ ବେଲଗୁଣ୍ଠା ସାହିତ୍ୟ ଘର ସଭାପତି ମୋତିଲାଲ ପତିଙ୍କ ଶ୍ରୀ ସୀତେଶ ବିଳାପ ଚମ୍ପୁ ପୁସ୍ତକ ଉନ୍ମୋଚିତ ହୋଇଯାଇଛି I…
କୃଷି ଯୋଜନାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହ ଦେଓ
ପ୍ରଶାସନିକ ଜ୍ଞାନ ଆଦାନପ୍ରଦାନ ସମ୍ବନ୍ଧିତ ଇ-ପୁସ୍ତିକାର ଉନ୍ମୋଚନ
ପିଏମ କିଷାନ ଯୋଜନାର କାର୍ଯ୍ୟକାରିତା ଉପରେ ଆଲୋଚନା
କୃଷକ ହେଲପଲାଇନ ନମ୍ବରରେ ପ୍ରତିନିଧିଙ୍କ ସହ କଥାହେଲେ ମନ୍ତ୍ରୀ
ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ମାନ୍ୟବର ଉପମୁଖ୍ୟମନ୍ତ୍ରୀ…
ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ଏକ ବଡ଼ ଦାୟିତ୍ୱ : ମନ୍ତ୍ରୀ ଶ୍ରୀ ମହାଲିଙ୍ଗ
ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା ବୈଠକ ନେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ
ଭୁବନେଶ୍ୱର: ଆଜି ଅପରାହ୍ନରେ ଭୁବନେଶ୍ୱରସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ ମୁଖ୍ୟ କାର୍ଯ୍ୟାଳୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଭାଗୀୟ ସମୀକ୍ଷା ବୈଠକ…
ସହରାଞ୍ଚଳ ଲୋକଙ୍କୁ ଉତ୍ତମ ସେବା ଯୋଗାଣ ପାଇଁ ଟିମ୍ ୱାର୍କ ଉପରେ ବିଭାଗୀୟ ମନ୍ତ୍ରୀଙ୍କ ଗୁରୁତ୍ୱ
ଜାରି ରହିବ ମେଟ୍ରୋ ଯୋଜନା : ସହରାଞ୍ଚଳରେ ଅଧିକ ଗଛ ଲଗାଇବାକୁ ପରାମର୍ଶ
ଅଫିସ କାର୍ଯ୍ୟ ସହିତ କ୍ଷେତ୍ର ପରିଦର୍ଶନ ଉପରେ ମନ୍ତ୍ରୀଙ୍କ ଗୁରୁତ୍ୱ
ଭୁବନେଶ୍ୱର, ୨୫ । ୦୬ : ସହରାଞ୍ଚଳର ଲୋକଙ୍କୁ ଉନ୍ନତମାନର ସେବା ଯୋଗାଇ ଦେବାପାଇଁ ଅଧିକାରୀମାନେ ‘ଟିମ୍ ୱାର୍କ’ କରିବାକୁ…
କୁଲିଆରି ଠାରେ ନାବାର୍ଡ ସହାୟତାରେ ୱାଡି ପ୍ରକଳ୍ପର ଶୁଭଉଦ୍ଘାଟନ
ଗାଇସିଲାଟ/ମନ ଡନସନା- ବରଗଡ଼ ଜିଲ୍ଲା ଗାଇସିଲାଟ ବ୍ଲକ କଟାବାହାଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ କୁଲିଆରି ଗ୍ରାମରେ ୱାଡି ପ୍ରକଳ୍ପର ଶୁଭଉଦ୍ଘାଟନ ହୋଇଯାଇଛି। ନାର୍ବାଡର ଆଦିବାସୀ ଉନ୍ନୟନ ପାଣ୍ଠି ସହାୟତା ରେ ଦେବଦତ୍ତ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ କୁ ମୁଖ୍ୟ ଅତିଥି ଭାବରେ…
ସଂସଦରେ ବିଜେଡି ହେବ ଓଡ଼ିଶାର ସ୍ୱର:ରାଜ୍ୟସଭା ସାଂସଦଙ୍କୁ ନବୀନଙ୍କ ଗୁରୁମନ୍ତ୍ର
ସ୍ୱତନ୍ତ୍ର ପାହ୍ୟା ହାସଲ ପାଇଁ ଅବ୍ୟାହତ ରହିବ ଦାବି
ରାଜ୍ୟ ସ୍ୱାର୍ଥ ପାଇଁ ଦିଲ୍ଲୀରେ ଦୁର୍ବାର ଲଢେ଼ଇ ଜାରି ରହିବ
ସବୁ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ କରାଯିବ ଉତ୍ତରଦାୟୀ
ସଶକ୍ତ ବିରୋଧୀ ଭାବେ ଦାୟିତ୍ୱ ନିର୍ବାହ କରିବ ବିଜେଡି
ଭୁବନେଶ୍ୱର,…
ଗୁଣୁପୁର ଶ୍ରୀ ଭେଙ୍କେଟେଶ୍ୱର ସ୍ୱାମୀ ମନ୍ଦିରର ୪୩ତମ ବାର୍ଷିକ ଓ କଲ୍ୟାଣ ମହୋସବ ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଆଜି ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର ପରିସରରେ ସ୍ୱାମୀଙ୍କ କଲ୍ୟାଣ ମହୋସବ ସହ ମନ୍ଦିରର ୪୩ତମ ବାର୍ଷିକ ଉତ୍ସବ ମହାଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି / ଏହି ଅବସରରେ ରୀତି ନୀତି ଅନୁସାରେ ସ୍ୱାମୀଙ୍କ କଲ୍ୟାଣ ଓ ହୋମ ଯଜ୍ଞ କରାଯାଇଥିଲା / ବହୁ…
ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ରେ ଥିବା ବିଭିନ୍ନ ବିଦ୍ୟାଳୟର ଥିବା ସମସ୍ୟାକୁ ନେଇ ଆଜି ବେଲଗୁଣ୍ଠା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ ତରଫରୁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି I ବିଶେଷ କରି ବ୍ଳକ୍ ରେ ଏକକ ଶିକ୍ଷକ…
ବେଲଗୁଣ୍ଠା ବ୍ଳକ୍ ରେ ବିଧାୟକଙ୍କ ସମୀକ୍ଷା ବୈଠକ ; ଦୁର୍ନୀତିକୁ କୌଣସି ପ୍ରକାର ପ୍ରଶ୍ରୟ ଦିଆଯିବ ନାହିଁ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-ନବ ନିର୍ବାଚିତ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ବେଲଗୁଣ୍ଠା ପଂଚାୟତ ସମିତିରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ବିଧାୟକ ଶ୍ରୀ ବିଷୋୟୀ ବ୍ଳକ୍ ରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆ ନଯିବା ସହିତ ବେଲଗୁଣ୍ଠା ବ୍ଳକ୍ କୁ ରାଜ୍ୟରେ ଏକ ନମ୍ବର୍…