Sign in
Sign in
Recover your password.
A password will be e-mailed to you.
ଟାଇମ୍ସ ହେଲ୍ଥ ଆଇକନ୍ ଓଡ଼ିଶା ୨୦୨୪ ଆୱାର୍ଡ : ଉତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ସୋଆ ପରିଚାଳିତ…
ଭୁବନେଶ୍ୱର, ୨୭/୦୬: ସାରା ଦେଶରେ ଉତମ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଚ୍ଚକୋଟୀର କାର୍ଯ୍ୟ କରିବା ସହ ଉତ୍କର୍ଷତା ହାସଲ କରିଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବିଭିନ୍ନ ହସ୍ପିଟାଲ୍ ଏବଂ ସେଠାରେ କାର୍ଯ୍ୟରତ ଡାକ୍ତର ମାନଙ୍କୁ ‘ଟାଇମ୍ସ ହେଲଥ ଆଇକନ୍ ଓଡ଼ିଶା ୨୦୨୪’ ସମ୍ମାନରେ…
ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍ସିଲ ଏବଂ ଇଣ୍ଡିଆନ ଚାମ୍ବର ଅଫ କମର୍ସ, ୟୁଏଇ ଏବଂ ଓଡ଼ିଶା ମଧ୍ୟରେ ସମ୍ପର୍କରେ…
ଭୁବନେଶ୍ୱର : ୟୁଏଇ-ଇଣ୍ଡିଆ ସିଇପିଏ କାଉନ୍ସିଲ (ୟୁଆଇସିସି) ଇଣ୍ଡିଆନ ଚାମ୍ବର ଅଫ କମର୍ସ (ଆଇସିସି) ସହଯୋଗୀତାରେ ୟୁଏଇ-ଇଣ୍ଡିଆ କମ୍ପ୍ରିହେନ୍ସିଭ ଇକୋନୋମିକ ପାର୍ଟନରସିପ ଏଗ୍ରିମେଣ୍ଟ (ସିଇପିଏ)ର ଫାଇଦା ଉଠାଇବାକୁ ସୁଯୋଗଗୁଡିକ ସମ୍ପର୍କରେ ଆଲୋଚନା କରିବାକୁ ଓଡ଼ିଶାସ୍ଥିତ ପ୍ରାୟ ୩୦…
ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ ଅନୁଷ୍ଠିତ
ମହାପ୍ରଭୁଙ୍କ ମହିମା ଓ ମହତ୍ତ୍ବ ପ୍ରସାର ପ୍ରଚାର ଉପରେ ଗୁରୁତ୍ବ; ରଥଯାତ୍ରା ରେ ଓଡ଼ିଆ ଅସ୍ମିତାର ହେବ ପ୍ରତଫଳନ
ପୁରୀ (ଅନିମେଶ ପଟ୍ଟନାୟକ): ବିଶ୍ୱ ନିୟନ୍ତାଙ୍କ ମହିମା ଓ ମହତ୍ତ୍ବକୁ ପ୍ରଚାର ଓ ପ୍ରସାର କରିବା ସରକାରଙ୍କ ମୂଳ ଲକ୍ଷ । ଏଥି ସହ ଚଳିତ ରଥଯାତ୍ରା ସମୟରେ ଓଡ଼ିଆ ଅସ୍ମିତାର…
ଜିଲ୍ଲା ବିଜେପି ପକ୍ଷରୁ କଳା ଦିବସ ପାଳିତ
ମୟୂରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ ): ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ କଳା ଦିବସ ପାଳିତ ହୋଇଯାଇଛି। ଆଜିର ଦିନକୁ ମନେ ପକାଇ ବର୍ଷି ଥିଲେ ବିଜେପି ନେତା ମାନେ ।୧୯୭୫ ମସିହା ଜୁନ ୨୫ ତାରିଖରେ ଆଜିର ଦିନରେ ତତ୍କାଳୀନ…
ଫାଇଲେରିଆ ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪
ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମନ୍ଵୟ ବୈଠକ
ବରଗଡ଼:- ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଆନୁକୁଲ୍ୟରେ ଫାଇଲେରିଆ ବା ବାତ ଜ୍ଵର ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ୨୦୨୪ର ସଫଳ ରୂପାଯନ ନିମନ୍ତେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ…
ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ନିରୋଧ ଦିବସ…
https://youtu.be/Um6hA9obVNQ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ଅନୁଷ୍ଠାନ ଠାରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅନୁଷ୍ଠିତ ହୋଇଯାଇଛି। ଉକ୍ତ…
ବେଲଗୁଣ୍ଠାରେ କ୍ରୀଡ଼ାଙ୍ଗନ ତାଲିମ୍ ଉଦଯାପିତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ବିଦ୍ୟାଳୟରେ କାର୍ଯ୍ୟରତ କ୍ରୀଡ଼ା ଶିକ୍ଷକ ମାନଙ୍କୁ ନେଇ ବେଲଗୁଣ୍ଠା ଘୁମୁସର ବୈଷୟିକ ଉଚ୍ଚ ବିଦ୍ୟାଳୟରେ ଗତ ସୋମବାର ଠାରୁ ଆରମ୍ଭ ହୋଇଥିବା ତିନି ଦିନିଆ କ୍ରୀଡ଼ାଙ୍ଗନ ତାଲିମ୍ ଶିବିର ଉଦଯାପିତ ହୋଇଯାଇଛି I ବ୍ଳକ୍ ର 24 ଜଣ…
ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲ ରେ ସ୍ମାର୍ଟ ଡିଜିଟାଲ କ୍ଳାସ କକ୍ଷ ଉଦଘାଟିତ
ରାୟଗଡା: ବୁଧବାର ତା ୨୬.୦୬.୨୪ ରିଖ ଲକ୍ଷ୍ମୀପତ ସିଙ୍ଘାଣିଆ ହାଇସ୍କୁଲରେ ଏକ ସ୍ମାର୍ଟ ଡିଜିଟାଲ କ୍ଲାସ କକ୍ଷ ଉଦଘାଟିତ ହୋଇଯାଇ ଅଛି। ମୁଖ୍ୟ ଅତିଥି ଭାବେ ଜେକେ କାଗଜ କଳର କାର୍ଯ୍ୟନିର୍ବାହୀ ଉପାଧ୍ୟକ୍ଷ ଶ୍ରୀ ବିନୟ କୁମାର ଦ୍ବିବେଦୀ ଙ୍କ ଦ୍ଵାରା ଏହି କାର୍ଯ୍ୟକ୍ରମ କୁ ଉଦଘାଟନ…
ଜିଲ୍ଲା ପ୍ରଶାସନ ର ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟ କ୍ରମ
ନବରଙ୍ଗପୁର ତା ୨୬ / ୦୬ ଅଶୋକ ସାହୁ, ଶାସକ ପ୍ରଶାସକ,ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଆଜି ନବରଙ୍ଗପୁର ଜିଲ୍ଲା ପ୍ରଶାସନ ତରଫରୁ ଶିଶୁଙ୍କ ପାଇଁ ଦିନଟିଏ କାର୍ଯ୍ୟକ୍ରମ ମିଶନଶକ୍ତି ସଭାଗୃହ ଠାରେ ଅନୁଷ୍ଟିତ ହୋଇ ଯାଇଛି । ଏହି ଉଦ୍ଦେଶ୍ୟରେ ଜିଲ୍ଲାରେ…
ନବରଙ୍ଗପୁର ଜିଲ୍ଲା ମଛ୍ୟ ବିଭାଗ ତରଫରୁ କୃଷକ ସଚେତନତା ସହ ତାଲିମ କାର୍ଯ୍ୟକ୍ରମ
ନବରଙ୍ଗପୁର 26/06/2024, ଅଶୋକ ସାହୁ, ଶାସକ ପ୍ରଶାସକ, ନବରଙ୍ଗପୁର ଜିଲ୍ଲା ମଛ୍ୟ ବିଭାଗ ତରଫରୁ ସ୍ଥାନୀୟ ଦଶହରପଦା ଜିଲ୍ଲା କାର୍ଯ୍ୟାଳୟରେ କୃଷକ ସଚେତନତା କୃଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ସଦର ବିଧାୟକ ଶ୍ରୀ ଗୌରିଶଙ୍କର ମାଝୀ ମୁଖ୍ୟ…