ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , ଶାଖା ପାରଳାଖେମୁଣ୍ଡିର ସ୍ଵତନ୍ତ୍ର ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭାଗୃହ ଠାରେ ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ , ଶାଖା ପାରଳାଖେମୁଣ୍ଡିର ସ୍ଵତନ୍ତ୍ର ବୈଠକ ଅନୁଷ୍ଠାନର ଉପଦେଷ୍ଟା ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ…

ପୁରୀ ଜିଲ୍ଲାର ମାଟ୍ରିକ ଏ୧ ଗ୍ରେଡ ପାଇଥିବା ସମସ୍ତ ୧୧୬ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବ

ପୁରୀ, (ଅନିମେଶ ପଟ୍ଟନାୟକ) : ଜିଲ୍ଲାର ସମସ୍ତ ମାଟ୍ରିକ ଏ୧ ଗ୍ରେଡ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନୀତ କରାଯିବ । ଏ ନେଇ ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକ୍ ରୁ ଅଭିଜ୍ଞ ଶିକ୍ଷକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ,ମଣ୍ଡଳ ଶିକ୍ଷାଧିକାରୀ ଓ ଜିଲ୍ଲାର ଅତିରିକ୍ତ ଶିକ୍ଷାଧିକାରୀ ମାନଙ୍କ…

ତାଲପଦର ଗାଁରେ ବିଧାୟକଙ୍କୁ ଭବ୍ୟ ସ୍ୱାଗତ।

ପଦ୍ମପୁର :- ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ତାଲପଦର ଠାରେ ସୋମବାର ସନ୍ଧ୍ୟା ୫ଟା ସମୟରେ ନବନିର୍ବାଚିତ ବିଧାୟକ ସନତ କୁମାର ଗର୍ତିଆଙ୍କୁ ଭବ୍ୟ ସ୍ଵାଗତ କରିଛନ୍ତି ଗାଁ ଲୋକେ । ବିଜେପୁର ନିର୍ବାଚନ ମଣ୍ଡଳୀରେ ଚଳିତ ଥର ବିଜେପି ଦଲ ପକ୍ଷରୁ ନବନିର୍ବାଚିତ ଭାବେ ସନତ କୁମାର…

ପୃଥକ ପୃଥକ ଘଟଣାରେ ଝାରପୋଖରିଆ ଥାନାରେ ମାମଲା ରୁଜୁ।

ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ମୟୁରଭଂଜ ଜିଲ୍ଲା ସାରସକଣା ବ୍ଳକ ଅନ୍ତର୍ଗତ ଝାର ପୋଖରିଆ ଥାନା ଅଧୀନରେ ଥିବା ଜାମଶୋଳା ଠାରେ ବାଲିଚୋର ଙ୍କ ଆଡ୍ଡା ସ୍ଥଳୀ , ବଟି ଆଦାୟ ପାଲୋଟି ଥିବା ବେଳେ ଏବେ ଦେଖା ଦେଇଛି ବାଇକ୍ ଲୁଟେରା । ସୂଚନା ଅନୁସାରେ ଦୁଇଜଣ ଅଭିଯୁକ୍ତ ଗୋଟେ ପୁଲସର୍…

ଗୁଣପୁର ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ର ମେଧାବୀ ବିଦ୍ୟାର୍ଥୀ ଅଭିନନ୍ଦନ

ଗୁଣପୁର:  ଚଳିତ ଶିକ୍ଷା ବର୍ଷ ରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ଉଚ୍ଚ ନମ୍ବର ରଖି ପରୀକ୍ଷା ରେ ଉତ୍ତୀର୍ଣ୍ଣ ହୋଇଥିବା 75 ଜଣ ଵିଦ୍ୟାର୍ଥୀନୀ ବିଦ୍ୟାର୍ଥୀ ମାନଙ୍କୁ ABVP ଗୁଣପୁର ଦ୍ୱାରା ପୁରସ୍କାର ବିତରଣ କରଯାଇଥିଲା । ମହର୍ଷି ଗୁରୁକୂଳ ପ୍ରଯୋଜନା ଆୟୋଜିତ ଏହି କାର୍ଯ୍ୟକ୍ରମ…

ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରବନ୍ଧ ବ୍ଲକ ରେ ଯୁଗ୍ମ ଜନ ଶୁଣାଣି l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଯୁଗ୍ମ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ବରଗଡ଼ ଜିଲ୍ଲାପାଳଶ୍ରୀ ଆଦିତ୍ୟ ଗୋୟଲ, ଡେପ୍ୟୁଟି କଲେକଟର ଶ୍ରୀମତୀ ଇପ୍ସିତା ମିଶ୍ର ଏଥିରେ ଯୋଗ ଦେଇ ସାଧାରଣ ଲୋକଙ୍କ ଆପତ୍ତି ଅଭିଯୋଗ ଆଦି ଶୁଣାଣି…

ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ସୋଆ ଏବଂ ଆଇଆଇଟିଏମ୍ ପୁନେ ମଧ୍ୟରେ ବୁଝାମଣାର ନବୀକରଣ

ଭୁବନେଶ୍ୱର, ୨୪/୦୬: ଓଡ଼ିଶାରେ ବଜ୍ରପାତ ଓ ଝଡ଼ ପୂର୍ବାନୁମାନ ଅଧ୍ୟୟନ ନିମନ୍ତେ ମିଳିତ ଭାବରେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏବଂ ପୁନେସ୍ଥିତ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ୍ ମେଟିଓରୋଲୋଜି (ଆଇଆଇଟିଏମ୍‌) ମଧ୍ୟରେ ୫ ବର୍ଷ ପୂର୍ବରୁ ହୋଇଥିବା…

“କେନ୍ଦୁଝର ହେବ ସୁନାର କେନ୍ଦୁଝର”

ଜନ୍ମ ମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସାଧାରଣ ଜନତା କଲେ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ପିଲାଦିନର ସ୍ମତି ମନେପକାଇଲେ ମୁଖ୍ୟମନ୍ତ୍ରୀ, ଭାବବିହ୍ୱଳ ହେଲେ ମା’ଙ୍କ ସହିତ ହାଟକୁ ଯିବା, ସାଙ୍ଗସାଥୀମାନଙ୍କ ସହିତ ଖେଳିବା, ବୁଲିବା,…

ଜାପାନୀ ଏସ୍ସେଫାଲାଇଟସ୍, ଡିପଥେରିଆ ଓ ଜଣ୍ଡିସ ସ୍ଥିତି ସଂପର୍କରେ ସମୀକ୍ଷା କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଅନୁଗୋଳ, ରାୟଗଡ଼ା ଓ ସମ୍ବଲପୁର ଜିଲ୍ଲାପାଳମାନଙ୍କ ସହ ସ୍ଥିତି ସମ୍ପର୍କରେ ଅବଗତ ହେଲେ ଜାପାନୀ ଏସ୍ସେଫାଲାଇଟସ୍ ନାଁରେ ଗୁଜବ ସୃଷ୍ଟିକାରୀ ଓ ଆତଙ୍କ ଖେଳାଉଥିବା ଅସାମାଜିକ ତତ୍ତ୍ୱଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଭୁବନେଶ୍ୱର: ସ୍ୱାସ୍ଥ୍ୟ ଓ ପରିବାର…

ବିଧାନସଭାଠାରେ ନବକୃଷ୍ଣ ଚୌଧୁରୀଙ୍କ ଶ୍ରାଦ୍ଧବାର୍ଷିକ ପାଳିତ

ଭୁବନେଶ୍ୱର:ମହାନ ବିପ୍ଳବୀ, ସର୍ବୋଦୟ ନେତା, ବିଶିଷ୍ଟ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ନବକୃଷ୍ଣ ଚୌଧୁରୀ ଥିଲେ ଜଣେ ଆଦର୍ଶବାଦୀ ଓ ସଫଳ ବ୍ୟକ୍ତିତ୍ୱର ଅଧିକାରୀ । ସେ ଦରିଦ୍ର, ଅବହେଳିତ, ଦଳିତଙ୍କ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିନେଇଥିଲେ । ଜଣେ ନିଷ୍ଠାପର ଜନନାୟକ…