Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l
ରାୟଗଡ : ତା ୦୧/୦୭- ଆଜି ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ସ୍ଥିତ ଜିଲ୍ଲା ପରିଷଦ ସଭାଗୃହ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । ନିର୍ବାଚନ ଆଚରଣ ବିଦ୍ଧି ଯୋଗୁଁ ମାର୍ଚ୍ଚ ଠାରୁ ବନ୍ଦ ଥିବା ଅଭିଯୋଗ ଶୁଣାଣି ଶିବିର ପୁନଃ ଚାଲୁ କରିବା ନିମନ୍ତେ ସରକାରଙ୍କ…
ପାଇକମାଳ ହାଇସ୍କୁଲ ରେ କୌଶଲି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ପଦ୍ମପୁର :- ପାଇକମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ତ୍ରିଦିବସୀୟ କୌଶଲି ପ୍ରଶିକ୍ଷଣ ଶିବିର ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ପାଇକମାଳ ଏବଂ ଝାରବନ୍ଧ ବ୍ଲକ ର ୪୩ ଜଣ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ସାଧନା କର୍ମୀ ଲଳିତ କୁମାର…
ଏଲଏନ ପେଟ୍ରୋଲ ପମ୍ପ ସାମ୍ନାରେ ସଡକ ଦୁର୍ଘଟଣା, ଅଳ୍ପକେ ବର୍ତିଲେ ସାଇକେଲ ଆରୋହି
ଆଜି ଅପରାହ୍ନ ୪.୩୦ ଟା ସମୟରେ ପଦ୍ମପୁର ନେହେରୁ ଗଲି ସ୍ଥିତ ଏଲଏନ ପେଟ୍ରୋଲ ପମ୍ପ ସାମ୍ନାରେ ଏକ ସଡକ ଦୁର୍ଘଟଣା ଘଟିଛି।ସୂଚନା ଯୋଗ୍ୟ ଯେ ପାଇକମାଲ ରାସ୍ତା ପଟୁ ଏକ ବାଇକ ଆରୋହି ବରଗଡ଼ ପଟକୁ ଯାଉଥିଲା, ବରଗଡ ରୋଡ ପଟୁ ସାଇକେଲ ଆରୋହି କୋଣସି କାମ ପାଇଁ ସହରକୁ ଯାଉଥିଲେ,ହଠାତ୍ ବାଇକ ଆରୋହି…
ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବରଗଡ଼:- ଅମ୍ବାଭୋନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ଜିଲ୍ଲାପାଳ ଶ୍ର ଆଦିତ୍ୟ ଗୋଏଲ ଏବଂ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରହଲ୍ଲାଦ ସହାୟ ମୀନାଙ୍କ ସମେତ ଜିଲ୍ଲା ପରିଷଦ…
ତ୍ରିଦିବସୀୟ ବ୍ଲକସ୍ତରୀୟ କୌଶଳ ପ୍ରଶିକ୍ଷଣ ଉଦଘାଟିତ।
ପଦ୍ମପୁର :- ବର୍ତ୍ତମାନର କମ୍ପ୍ୟୁଟର ଓ ଇଣ୍ଟରନେଟ ଯୁଗ ସହ ତାଳ ମିଳାଇ ଭବିଷ୍ୟତର ଆହ୍ବାନକୁ ସମ୍ମୁଖୀନ ହେବା ଲକ୍ଷ୍ୟ ନେଇ ନୂତନ ଭାବରେ ହାଇସ୍କୁଲ ସ୍ତରୀୟ ଆକାଂକ୍ଷୀ ପାଠ୍ୟକ୍ରମ ରେ ଅନ୍ତର୍ଭୁକ୍ତ କୌଶଳୀ ପାଠ୍ୟକ୍ରମ ସମ୍ପର୍କିତ ପ୍ରଶିକ୍ଷଣ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ ପରିସର…
ସେପ୍ଟେମ୍ବର ୨୯ ରୁ କଳିଙ୍ଗ କପ୍, ଅଂଶଗ୍ରହଣ କରିବେ ୩୨ଟି ଦଳ
ଭୁବନେଶ୍ବର : ଦୁଇ ବର୍ଷର ସଫଳତା ପରେ ତୃତୀୟ ଥର ପାଇଁ ଗୋପବନ୍ଧୁ କ୍ଲବ ତରଫରୁ ଭୁବନେଶ୍ୱରର ଗୋପବନ୍ଧୁ ପଡିଆରେ ଅନୁଷ୍ଠିତ ହେବାକୁ ଯାଉଛି କଳିଙ୍ଗ ପ୍ରିମିୟର ଲିଗ- ୨୦୨୪ । ଏ ନେଇ କ୍ଲବ ପକ୍ଷରୁ ସାମ୍ବାଦିକ ସମିଳନୀରେ ସୂଚନା ଦିଆଯାଇଛି । ଚଳିତ ବର୍ଷ ଏହି ଟୁର୍ନାମେଣ୍ଟ ଟିକେ ବଡ଼ ଧରଣର…
କାର ଧକ୍କାରେ ବାପା ପୁଅଙ୍କ ମୃତ୍ୟୁ, ଝିଅ ଗୁରୁତର
ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ (ଶାସକ ପ୍ରଶାସକ): ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ସଦର କାପସି ରୁ ବରଗାଁ ଯିବା ରାସ୍ତା ଅନ୍ଧାରି ବରି ପାଖରେ ଏକ ସଡକ ଦୁର୍ଘଟଣା ଘଟିଛି।ଏହି ଦୁର୍ଘଟଣାରେ ବାପା ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଝିଅ ଗୁରୁତର ଥିବା ଜଣାପଡିଛି। ମୃତ ବ୍ଯକ୍ତି ଚଚରାଭଟା…
“ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଏଥି ପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ – ସ୍ୱାସ୍ଥ୍ୟମନ୍ତ୍ରୀ
ରାଜ୍ୟସ୍ତରୀୟ ସମନ୍ୱିତ ସର୍ବେକ୍ଷଣ ଅଭିଯାନ-୨୦୨୪ ଆରମ୍ଭ
ଭୁବନେଶ୍ୱର,: ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସର୍ବେକ୍ଷଣ ଅଭିଯାନା ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗା ବ୍ରହ୍ମପୁରସ୍ଥିତ…
ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ମୁଖ୍ୟ ଶାସନ ସଚିବଙ୍କ ପ୍ରାରମ୍ଭିକ ବୈଠକ
https://youtu.be/arNc-xfvKOg
ଭୁବନେଶ୍ୱର : ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ…
ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ , ଜାଜପୁର , ଗୋଷାଣୀ ବ୍ଲକ ଠାରେ ପୂର୍ବତନ ବିଜ୍ଞାନ ନୀରିକ୍ଷକ ତଥା ସରକାରୀ ଉଚ୍ଚ ବିଦ୍ୟାଳୟ ଜାଜପୁର ର ପ୍ରଧାନ ଶିକ୍ଷକ ସାତ୍ମିକ କୁମାର ପଟ୍ଟନାୟକଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ପାଳିତ…