ଭାରତ ରେ ନୂତନ ଆଇନ ଆଜିଠୁ ଲାଗୁ ହେଲା

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲା ଥାନା ରେ ନୂତନ ଭାରତ ର ନୂତନ ଆଇନ ଉପରେ ଏକ ଜନସଚେତନା କାର୍ଯ୍ୟକ୍ରମ ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀମତୀ ମମତା ପାଣିଗ୍ରାହୀ ଙ୍କ ଅଧ୍ୟକତାରେ ଅନୁଷ୍ଠିତ ହୋଇଯାଇଛି .ଜ୍ଜୁଲାଇ ୧…

ଧାନ ବିହନରୁ ବାହାରିଲାନି ଗଜା; ଦୋକାନୀକୁ ବିହନ ଫେରାଇଲେ ଚାଷୀ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଗୋବରା ଅଞ୍ଚଳରେ ଏକ ନିର୍ଦ୍ଦିଷ୍ଟ ଧାନ ବିହନରୁ ଦୀର୍ଘ ପନ୍ଦର ଦିନ ପରେ ମଧ୍ୟ ଗଜା ନବାହାରିବା ପରେ ବିହନ ଦୋକାନୀକୁ ଚାଷୀ ବଳକା ଧାନ ବିହନ ଫେରାଇ ଦେଇଥିବା ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ଗୋବରା ବାସୁଦେବପୁରର କାର୍ତ୍ତିକେଶ୍ୱର…

ଗାଙ୍ଗପୁର ଥାନାରେ ନୂତନ ଅପରାଧିକ ଆଇନ୍ ର କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ଚକ୍ର

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ଆଜି ଭାରତରେ ବର୍ଷ ବର୍ଷା ଧରି ଚାଲିଥିବା ବ୍ରିଟିଶ୍ ଆଇନ୍ ର ଅନ୍ତ ଘଟିବା ସହିତ ଲାଗୁ ହୋଇଛି ନୂତନ ଫୌଜଦାରୀ ଆଇନ୍ I ସୂଚନା ପ୍ରକାରେ ବ୍ରିଟିଶ୍ ଆଇନ୍ ଭାରତୀୟ ପିଙ୍ଗଳ କୋଡ଼୍ (ଆଇପିସି),ଫୌଜଦାରୀ ଦଣ୍ଡ ବିଧି ଆଇନ୍…

ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ସଚେତନ ସଭା

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୧/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଶ୍ରୀନିବାସ କଲ୍ୟାଣ ମଣ୍ଡପ ପରିସରରେ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ନେଇ ଏକ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି। ଡାବୁଗାଁ ଥାନା ଅଧିକାରୀ ସୁନିଲ ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ…

ମା କନକଦୂର୍ଗା ମନ୍ଦିରରେ ଲକ୍ଷାଧିକ ଟଙ୍କାର ସୁନା ଚାନ୍ଦି ଚୋରି

ଜଗତସିଂହପୁର,ତା-୦୧.୦୭.୨୦୨୪/ସୁମନ୍ତ କୁମାର ଦାସ: ମା କନକଦୂର୍ଗା ମନ୍ଦିରରେ ଲକ୍ଷାଧିକ ଟଙ୍କାର ସୁନା ଚାନ୍ଦି ଚୋରି ପୋଲିସର ତଦନ୍ତ ଜାରି ଜଗତସିଂହପୁରେ ବର୍ତମାନ ଚୋରଙ୍କ ଆତଙ୍କ ଦିନକୁ ଦିନ ବଢିବାରେ ଲାଗିଛି ଜାହାକି ଚୋରମାନେ ଏବେ ମନ୍ଦିରରୁ ଆରମ୍ଭ କରିଦେଲେଣି ଚୋରି । ଅର୍ଥ ଆଉ ଗହଣା…

ଜିଲ୍ଲାସ୍ତରୀୟ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ

ଜଗତସିଂହପୁର,ତା-୦୧.୦୭.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲା ସ୍ବାସ୍ଥ୍ୟ ସମିତି, ଜଗତସିଂହପୁର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ ଶୁଭାରମ୍ଭ ହୋଇଛି।ତା ୦୧.୦୭.୨୪ ଠାରୁ ୩୧.୦୮.୨୪ ଦୁଇ ମାସ ଧରି ଏହି ସର୍ବେକ୍ଷଣେ କାର୍ଯ୍ୟକ୍ରମ ବିଶେଷ କରି ଆଶା ମାନଙ୍କ…

ବାଲିକୁଦା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର

ଜଗତସିଂହପୁର,ତା-୦୧.୦୭.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ବାଲିକୁଦା ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା, ଭା. ପ୍ର .ସେ. ଜନସାଧାରଣଙ୍କ…

ଆଦର୍ଶ ଶିକ୍ଷକ ପ୍ରଶାନ୍ତ ସାସମଲ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ବେଲଗୁଣ୍ଠା : (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ଗୋବରା ସରକାରୀ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ସାସମଲ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଧାନଶିକ୍ଷୟତ୍ରୀ ମିନତୀ ରାଣୀ ହୋତା ଙ୍କ ଅଧକ୍ଷତା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ରୂପେ ସ୍ଥାନୀୟ…

ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା

କଲ୍ୟାଣସିଂହପୁର-  ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ଥାନାରେ ନୂତନ ଅପରାଧିକ ଆଇନର ଲାଗୁ ନିମନ୍ତେ ପୁଲିସ ପକ୍ଷରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଛି ।ଜିଲା ଆରକ୍ଷୀକ ହରିସ ବିଶି ଙ୍କ ନିର୍ଦ୍ଦେଶ କ୍ରମେ କଲ୍ୟାଣସିଂହପୁର ଥାନା ଅଧିକାରୀ ନୀଳକଣ୍ଠ ବେହେରା ନେତୃତ୍ୱରେ ବୈଠକରେ ଅନୁଷ୍ଠିତ…

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ।

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ) : ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏଵଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜୀ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉପ ଜିଲ୍ଲାପାଳ ଧର୍ମଗଡ ଧିମନ୍…