Sign in
Sign in
Recover your password.
A password will be e-mailed to you.
ଦଳବିରୋଧୀ କାର୍ଯ୍ୟ କାରଣରୁ କର୍ପୋରେଟର ବହିଷ୍କୃତ
ଭୁବନେଶ୍ୱର: ଦଳବିରୋଧୀ କାର୍ଯ୍ୟ ଏବଂ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ଉତର-ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ତଥା ଭୁବନେଶ୍ୱର ମହାନଗର ନିଗମ ୱାର୍ଡ ନଂ-୪ କର୍ପୋରେଟର ଶ୍ରୀ ସୁକୁମାର ସାହୁଙ୍କୁ ଦଳରୁ ବହିଷ୍କାର କରାଗଲା ବୋଲି…
ପାଇକମାଳ ବ୍ଳକ୍ ବିଜେଡ଼ି ତରଫରୁ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ।
ପଦ୍ମପୁର :- ପଦ୍ମପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କେର୍ମେଲାବାହାଲ ଠାରେ ପାଇକମାଲ ବ୍ଲକ ବିଜେଡି ତରଫରୁ ଏକ ସମ୍ଵର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି l ବ୍ଳକ୍ ସଭାପତି ରାଜେନ୍ଦ୍ର ରାଉତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରେ ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ପାଇକମାଲ ବ୍ଳକ୍ ଅଧ୍ୟକ୍ଷା…
ତ୍ରିଦିବସୀୟ ଜିଜ୍ଞାସା ପ୍ରଶିକ୍ଷଣ ଉଦଯାପିତ
ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ଜମଲା ସ୍ଥିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ଚାଲିଥିବା ଆକାଂକ୍ଷୀ ପାଠ୍ୟକ୍ରମ ଅନ୍ତର୍ଭୁକ୍ତ ଜିଜ୍ଞାସା ପ୍ରଶିକ୍ଷଣ ଉଦଯାପିତ ହୋଇଯାଇଛି। ଉଦଯାପନୀ ସଭା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଜିତେନ୍ଦ୍ର କୁମାର ପଣ୍ଡାଙ୍କ…
ଜେନିଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ର ୨୦ ତମ ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର: ୩୫ ୟୁନିଟ୍ ସଂଗୃହୀତ
ପଦ୍ମପୁର :- ସ୍ଥାନୀୟ ଜେନିଥ ସ୍କୁଲ ଠାରେ "ଜେନିଥ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ ଓ ସମ୍ବାଦ ଆମ ଓଡିଶା" ର ମିଳିତ ଆନୁକୁଲ୍ୟରେ ଅନୁଷ୍ଠାନ ର ୨୦ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ଡଃ ଯଦୁମଣି ସାହୁ, ସମ୍ମାନିତ ଅତିଥି ଭାବେ…
ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ପଦ୍ମପୁର :- ଚଳିତ ବର୍ଷ ୨୦୨୪ ରଥଯାତ୍ରା ପାଇଁ ଶାନ୍ତିନଗର ସ୍ଥିତ ମାଉସି ମାଁ ମନ୍ଦିର ଠାରେ କମିଟି ର ସଭାପତି ଡା. ଦେବାଶିଷ ରଥ ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଆସନ୍ତା ୦୭ ଜୁଲାଇ ରବିବାର ଦିନ ଅପରାହ୍ନ ୬ଘଣ୍ଟା ସମୟରେ ଚତୁର୍ଦ୍ଧା ମୂର୍ତ୍ତି ମାଁ ମାଉସୀ…
ଜନପ୍ରତିନିଧିଙ୍କ ଅଭିମୁଖ୍ୟ ବଦଳିଲେ ବିକାଶ ତ୍ୱରାନ୍ୱିତ ହେବ
.ମିଡ଼ିଆ କ୍ଲବ ପକ୍ଷରୁ ନବ ନିର୍ବାଚିତ ବିଧାୟକ ଙ୍କୁ ସମ୍ବର୍ଦ୍ଧନା ଓ ଆଲୋଚନା ଚକ୍ର ଅନୁଷ୍ଠିତ
ରାଉରକେଲା(ବସନ୍ତ କୁମାର ଜେନା): ଜନପ୍ରତିନିଧିଙ୍କ ଅଭିମୁଖ୍ୟର ପରିବର୍ତନ ହେଲେ ବିକାଶ ଜନାଭିମୁଖୀ ହେବ l ନିଜ ସ୍ୱାର୍ଥ ଛାଡି ଜନସାଧାରଣଙ୍କ ବାସ୍ତବ ସମସ୍ୟା ପ୍ରତି ଜନପ୍ରତିନିଧି ମାନେ…
“ଆଇଏଏସ ଅଧିକାରୀମାନେ ପ୍ରଶାସନିକ ବ୍ୟବସ୍ଥାର ଆତ୍ମା ସଦୃଶ l”
ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା l
ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି l ଆଜି ରବିବାର ଥିବାରୁ ତାଙ୍କର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଗତକାଲି ଶନିବାର ଅପରାହ୍ଣରେ…
ଓଡ଼ିଆ ଅସ୍ମିତାକୁ ପୂରଣ କରିବା ସହ ଲୋକସେବାରେ ସମର୍ପିତ ହେବା – ଧର୍ମେନ୍ଦ୍ର ପ୍ରଧାନ
ଓଡ଼ିଶାରେ ବିଜେପି ସରକାର ଗଠନ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥ, ସ୍ୱାଧୀନତା ସଂଗ୍ରାମୀ, ସାଢେ ୪ କୋଟି ଓଡ଼ିଆ ଏବଂ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ଦେଲେ ଶ୍ରେୟ
ବିଜେପି ପରି ଜାତୀୟ ଦଳ ‘ଓଡ଼ିଆ ଅସ୍ମିତା’ ପରି ଆଞ୍ଚଳିକ ଆବେଗକୁ ପ୍ରସଙ୍ଗ କରି ଓଡ଼ିଶାବାସୀଙ୍କ ଆସ୍ଥାଭାଜନ…
ବିଜେପି ସରକାର ଓଡିଶା ଲୋକଙ୍କ ସହ ଜୀବନ୍ତ ସମ୍ପର୍କ ରଖିବ : ମନମୋହନ ସାମଲ
ରାଜ୍ୟ ବିଜେପିର ‘ସମ୍ବର୍ଦ୍ଧନା ସଭା’
ରାଜ୍ୟବାସୀଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସଭାପତି
ବିଜୟ ପଛରେ ଅନେକ ପିଢୀର ବଳିଦାନ ଓ ବର୍ତମାନ କାର୍ଯ୍ୟକର୍ତାଙ୍କ କଠିନ ପରିଶ୍ରମ ରହିଛି : ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
…
ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେଲେ
ଭୁବନେଶ୍ୱର: ବରିଷ୍ଠ ପ୍ରଶାସକ ଶ୍ରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି।