ଲଡ଼ୁବାବାଙ୍କ ପୀଠରେ ପାଳିତ ହେଲା ସୋମନାଥ ଉତ୍ସବ

ଶରଣକୁଳ, ୧୧।୫(ଶ୍ରୀକାନ୍ତ କୁମାର ମିଶ୍ର): ଭାରତର ଅଜୟ ସଭ୍ୟତାର ପ୍ରତୀକ ଐତିହ୍ୟର ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲିଥିବା ସାଂସ୍କୃତିକ ପୁନରୁତ୍ଥାନ ଅଭିଯାନ ପରିପ୍ରେକ୍ଷୀରେ ସୋମବାର ନୟାଗଡ଼ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ଶରଣକୁଳ…

ବଲାଙ୍ଗିରରେ “ସୋମନାଥ ସ୍ୱାଭିମାନ ପର୍ବ”

ବଲାଙ୍ଗିର (୧୧/୦୫):  ଭାରତୀୟ ସଂସ୍କୃତିର ଅମର ପ୍ରତୀକ ଶ୍ରୀ ସୋମନାଥ ଜ୍ୟୋତିର୍ଲିଙ୍ଗଙ୍କ ୧୦୦୦ ବର୍ଷର ଗୌରବମୟ ଇତିହାସ ଏବଂ ମନ୍ଦିର ପୁନରୁଦ୍ଧାରର ୭୫ତମ ବର୍ଷ ପୂର୍ତ୍ତି ଅବସରରେ ସମଗ୍ର ଦେଶରେ “ସୋମନାଥ ସ୍ୱାଭିମାନ ପର୍ବ” ଭକ୍ତି, ଗର୍ବ ଓ ଆନନ୍ଦର ସହ ପାଳିତ ହେଲା। ଏହି ଅବସରରେ,…

ବିପୁଳ ପରିମାଣର ଗଞ୍ଜେଇ ଜବତ ଓ ୪ ଗିରଫ।

ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ସଦଳବଳେ ଚଢ଼ାଉ କରି ହିଞ୍ଜିଳି ଥାନା ଅନ୍ତର୍ଗତ ସୋମପୁର ଛକରେ ଦୁଇଟି ଦାମୀ ଗାଡ଼ି କୁ ଅଟକାଇ ଯାଞ୍ଚ କରିବା ବେଳେ ସୁଦୁର ପଶ୍ଚିମବଙ୍ଗ ରାଜ୍ୟ ମୁର୍ଶିଦାବାଦ ଜିଲ୍ଲାର ୪ ଯୁବକ ଉକ୍ତ ଦୁଇଟି ଗାଡ଼ିରେ ୧୩୫ କିଲୋ ଗଞ୍ଜେଇ ଚାଲାଣ କରୁଥିଲେ। ବିଭାଗୀୟ ଅଧିକାରୀ ଓ…

ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ପରଲୋକ।

ବେଲଗୁଣ୍ଠା,୧୦/୫, -(ଶିବରାମ ଚୌଧୁରୀ )-ଅବସରପ୍ରାପ୍ତ ପୋଲିସ ଅଧିକାରୀ ରାଜେନ୍ଦ୍ର ପଣ୍ଡାଙ୍କର ଗତ ରାତ୍ରରେ ହୃଦଘାତରେ ତାଙ୍କର ଭଞ୍ଜନଗର କଳିଙ୍ଗନଗର ସ୍ଥିତ ଦ୍ଵିତୀୟ ଲାଇନ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ପ୍ରାୟ ୬୪ ବର୍ଷ ବୟସ ହୋଇଥିଲା। ଅବସର ବେଳକୁ ସେ ଭଞ୍ଜନଗର…

ସ୍ନେହ-ସେତୁ’ ମାଧ୍ୟମରେ ୨ ବର୍ଷର ନିଖୋଜ ପରେ ପରିବାରକୁ ଫେରିଲେ ରାଜକିଶୋର

 ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ମାନବୀୟ ଅଭିଯାନ 'ସ୍ନେହ-ସେତୁ' ଆଜି ଏକ ବିଚ୍ଛିନ୍ନ ହୋଇଯାଇଥିବା ପରିବାର ପାଇଁ ଆଶାର ଆଲୋକ ସାଜିଛି। ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ନିଖୋଜ ଥିବା ସୁନ୍ଦରଗଡ଼ ଜିଲ୍ଲାର ରାଜକିଶୋର ଷଣ୍ଢ (୩୬) ଆଜି ନିଜ ପତ୍ନୀ ଓ ସନ୍ତାନମାନଙ୍କୁ…

ଗ୍ୟାସ ସିଲିଣ୍ଡର ପାଇବାକୁ କେନ୍ଦୁଝର ସହରବାସୀ ହୀନସ୍ତା ହେଉଛନ୍ତି, ନେତା ପ୍ରଶାସନର ଦେଖା ନାହିଁ।

କେନ୍ଦୁଝର: କେନ୍ଦୁଝରରେ ଯେତେ କହିଲେ ବି ସବୁ ଠିକ ନାହିଁ, ଗ୍ୟାସ ସିଲିଣ୍ଡର ଯୋଗାଣ ଲାଗି ଗାଡ଼ି ଠିକ ସମୟରେ ଯାଉନଥିବାରୁ ଗ୍ୟାସ ଗୋଦାମ ସାମନାରେ ଲୋକେ କାମ ଧନ୍ଦା ଛାଡ଼ି ବାଧ୍ୟ ହୋଇ ଭିଡ଼ କରୁଛନ୍ତି। ଏପରିକି କିଛି ଗୃହିଣୀ ମାଆ ଗ୍ୟାସ ସିଲିଣ୍ଡର ସ୍କୁଟରରେ ଲଦି ସେଠାରେ ଗରମରେ ଧାଡି…

ଉତ୍କଳ ସମ୍ମିଳନୀ ଗଜପତି ଶାଖା ସଦସ୍ଯ ଦ୍ୱନ୍ଦ ଗଙ୍ଗାବାଡ ବୁଲି ସମୀକ୍ଷା କଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଉତ୍କଳ ସମ୍ମିଳନୀ ଶାଖାର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କର ନେତୃତ୍ବରେ କିଛି ସଦସ୍ଯ ରାୟଗଡ ବ୍ଲକର ଗଙ୍ଗାବାଡ ପଞ୍ଚାୟତ ଯାଇଥିଲେ। ସେଠାରେ ଆନ୍ଧ୍ରପ୍ରଦେଶର ମନମୁଖୀ ଜନଗଣନା ସର୍ଭେ ଚାଲିଥିବାରୁ ସ୍ଥାନୀୟ ପଞ୍ଚାୟତ ପ୍ରତିନିଧି ଓ…

ଜୁନ ୧ ରୁ ୯ ଯାଏଁ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆସନ୍ତା ଜୁନ ୧ ରୁ ୯ ତାରିଖ ପର୍ଯ୍ୟନ୍ତ ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରମେଳା ୯ ଦିନ ବ୍ୟାପି ଗଜପତି ଜିଲ୍ଲା ରାୟଗଡ ବ୍ଲକର ପୁରାଣ ପ୍ରସିଦ୍ଧ ତଥା ଭଗବାନଙ୍କ ତପଭୂମୀ ମହେନ୍ଦ୍ରଗିରି ଶିଖର ରେ ମହେନ୍ଦ୍ର ମେଳା ପୂଜ୍ୟ ସାଧୁସନ୍ଥ , ଆଚାର୍ଯ୍ୟ…

ଧଳା ଜହର ଜବତ ଓ ଯୁବକ କୋର୍ଟ ଚାଲାଣ।

ଗତକାଲି ସନ୍ଧ୍ୟାରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗୋଷାଣୀ ନୂଆଗାଁ ଥାନା ପୋଲିସ ଏସ ଆଇ ଗୌରବ ରଞ୍ଜନ ଦାସ ଙ୍କ ନେତୃତ୍ୱରେ ଅନ୍ୟ କିଛି କର୍ମଚାରୀ ଜାତୀୟ ରାଜପଥ ହଳଦିଆ ପଦର ନିକଟରେ ସନ୍ଦେହ ଜନକ ଭାବେ ଜଣେ ଯୁବକକୁ ଜେରା କରିବା ବେଳେ ତା ନିକଟରୁ ଏକ ପଲିଥିନ ମୁଣାରେ କିଛି ଧଳା ଜହର ରହିଛି।…

ଲୋକପ୍ରିୟ ଫୁଟବଲ ରେଫରୀ, ଶିକ୍ଷାବିତ୍‌ କାଶୀମ ଖାନ୍‌ଙ୍କ ବିୟୋଗ।

 କେନ୍ଦୁଝର,ତା୧୧/୫- ସେ ଥିଲେ ଏକାଧାରରେ ସମାଜସେବୀ, ଶିକ୍ଷାବିତ୍ ପୁଣି ଜଣେ ପ୍ରସିଦ୍ଧ ଫୁଟବଲ ରେଫରୀ। ଏହି ବ୍ୟକ୍ତିତ୍ୱ ହାଜି ଅବୁଲ କାଶୀମ ଖାନ୍‌ଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସୂଚନା ମିଳିଛି ଧରଣୀଧର କଲେଜରେ ଦୀର୍ଘଦିନ ଧରି ସାଇନ୍ସ ଲାବରୋଟୋରିଆନ ଭାବେ କାର୍ଯ୍ୟ କରି…