Sign in
Sign in
Recover your password.
A password will be e-mailed to you.
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବରଗଡ଼ ଗସ୍ତ
ତାଲପାଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଏକ ସ୍ଥାୟୀ ଚକ୍ଷୁ ପରୀକ୍ଷା କେନ୍ଦ୍ରକୁ କଲେ ଲୋକର୍ପଣ
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଶୁଣାଣି କରି ତୁରନ୍ତ ସମାଧାନ ପାଇଁ ଦେଲେ ନିର୍ଦେଶ
ବରଗଡ଼:-ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗ ବରଗଡ଼ ଗସ୍ତ କରି ତାଲପାଲି ଗୋଷ୍ଠୀ…
ରଥ ଉପରେ ତିନି ଠାକୁରଙ୍କ ସୁନାବେଶ : ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
https://youtu.be/QfAxZ1la_z0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଠାରେ ଶ୍ରୀଜୀଉଙ୍କ ସୁନାବେଶ। ଶ୍ରୀଜୀଉ ମାନେ ବଡଦାଣ୍ଡରେ ମାଉସୀ ମାଙ୍କ ଘର ନିକଟରେ ରଥ ଉପରେ ଶ୍ରଦ୍ଧାଳୁ ଭକ୍ତ ମାନଙ୍କୁ ପବିତ୍ର ହରି ଶୟନ ଏକାଦଶୀ ତିଥିରେ ସୁନାବେଶରେ…
୯୬ ତମ ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ସ୍ଥାପନା ଦିବସ ପାଳନ ।
ଗୁଣପୁର : ଭାରତୀୟ କୃଷି ଏବଂ ଅନୁସନ୍ଧାନ ପରିଷଦର ୯୬ ତମ ସ୍ଥାପନା ଦିବସ କୃଷି ବିଜ୍ଞାନ କେନ୍ଦ୍ର ରାୟଗଡ଼ା , ଗୁଣପୁର ଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ଚାଷୀ ଭାଇ ଭଉଣୀ , ଏନ୍ ଜି ଓ କର୍ମକର୍ତ୍ତା ମାନଙ୍କୁ ନେଇ ଏକ ପ୍ରଦର୍ଶନୀ ଓ ସଭାର ଆୟୋଜନ କରାଯାଇଥିଲା ।…
କାର୍ଗିଲ ବିଜୟ ଦିବସ ପାଇଁ କଳିଙ୍ଗ ମୋଟର ସ୍ପୋର୍ଟ୍ସ କ୍ଳବ ଅଭିଯାତ୍ରୀ ଦଳଙ୍କ ଦ୍ରାସ ଗସ୍ତ
ଭୁବନେଶ୍ୱର : ୨୫ ତମ କାର୍ଗିଲ ବିଜୟ ଦିବସ ପାଇଁ କଳିଙ୍ଗ ମୋଟର ସ୍ପୋର୍ଟ୍ସ କ୍ଳବ, ଭୁବନେଶ୍ୱର ଦ୍ୱାରା ଏକ ମୋଟର ରା଼ଲ୍ଲୀ ର ଆୟୋଜିତ କରା ଯାଉଛି | ଏହା ଆସନ୍ତା ୨୧ ତାରିଖ ଦିନ ନୂଆ ଦିଲ୍ହୀ ଠାରୁ ଅଟାରି ୱାଘା, ଭାରତ ପାକିସ୍ତାନ ସୀମା, ଶ୍ରୀନଗର ଦେଇ ଦ୍ରାସ ଠାରେ କାର୍ଗିଲ ବିଜୟ ମେମୋରିଆଲ…
ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭିନ୍ନ ତୈଳ ଓ ଗ୍ୟାସ ବିତରକଙ୍କ ସହ ଆଲୋଚନା
ଖାଉଟିମାନଙ୍କୁ ସଠିକ୍ ପରିମାଣ ଓ ଗୁଣାତ୍ମକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱାରୋପ
ଭୁବନେଶ୍ୱର,୧୬/୦୭/୨୦୨୪:ରାଜ୍ୟ ଖାଦ୍ୟଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରାଜ୍ୟର ବିଭିନ୍ନ ପେଟ୍ରୋଲ, ଡିଜେଲ୍ ଏବଂ ଏଲ୍ପିଜି ବିତରକ ଏବଂ ସଂପୃକ୍ତ ଅନ୍ୟାନ୍ୟ ସଂସ୍ଥାର…
“ସହଯୋଗ” ର ବାର୍ଷିକ ଉତ୍ସବ ପାଳିତ : ରକ୍ତଦାନ ଶିବିର ରୁ ୪୦ ୟୁନିଟ୍ ସଂଗୃହୀତ
ପଦ୍ମପୁର/ଶିବାଶିଷ ପଟ୍ଟନାୟକ :- ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠାନ "ସହଯୋଗ" ର ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି। ବାର୍ଷିକ ଉତ୍ସବ ପାଳନ ଅବସରରେ ଅନୁଷ୍ଠିତ ଏହି ସଭାରେ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ମୁଖ୍ୟ ଅତିଥି, ପଦ୍ମପୁର ଉପଜିଲ୍ଲାପାଳ ଆଲୋକ କୁମାର…
ଖଇରା ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ
ଖଇରା/ ବୁଲୁ ଲେଙ୍କା. ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପରିସରରେ ଖଇରା ପଞ୍ଚାୟତ ସମିତିର ୯ମ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଖଇରା ବ୍ଲକ ର ଅଧ୍ଯକ୍ଷା ଅଭିଲିପ୍ସା ସାହୁଙ୍କ ଅଧ୍ଯକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଭଦ୍ରକ ସାଂସଦ ଅଭିମନ୍ଯୁ ସେଠୀ, ବିଧାୟକ ପଦ୍ମଲୋଚନ…
ଡାବୁଗାଁ ମହେନ୍ଦ୍ରିି ରାସ୍ତା ମରଣଯନ୍ତା, ଶୀଘ୍ର ମରାମତି ଦାବୀ
ଡାବୁଗାଁ:ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସଦର ତାରିଣୀ ମନ୍ଦିର ଛକରୁ ମହେନ୍ଦ୍ରିି ଗ୍ରାମ ପର୍ଯ୍ୟନ୍ତ ରାସ୍ତା ମରଣଯନ୍ତା ପାଲଟିଛି। ପୂର୍ତ୍ତ ବିଭାଗ ଅଧିନରେ ଥିବା ଏହି ରାଜ୍ୟ ରାଜପଥ ମୁଖ୍ୟ ରାସ୍ତା ରେ ଖାଲ ଖମା ଥିବାରୁ ଯାତାୟତ ରେ ଅସୁବିଧା ଦେଖା ଦେଇଛି। ନବରଙ୍ଗପୁର ଜିଲ୍ଲା ର ମଧ୍ୟ ଭାଗରେ…
ବିଶ୍ୱ ଯୁବ ଦକ୍ଷତା ଦିବସ
ଭବାନୀପାଟଣା:(ଶାସକ ପ୍ରଶାସକ) ଲୋକାର୍ପଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ କର କମଳ ରେ ଆଭାସୀ ମାଧ୍ୟମ ରେ ହୋଇ ଯାଇଛି।ଉକ୍ତ କେନ୍ଦ୍ର ରେ ଚଳିତ ଆର୍ଥିକ ବର୍ଷ ରେ ୫୦୦ ପିଲାଙ୍କୁ ତାଲିମ ପ୍ରଦାନ ସହ ନିଯୁକ୍ତି ପ୍ରଦାନ କରିଯିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି ।…