Sign in
Sign in
Recover your password.
A password will be e-mailed to you.
ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ।
ବାସୁଦେବପୁର - ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର ର ସଭା ଗୃହ ରେ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ରେ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରୀ ଡ ସୁଶାନ୍ତ କୁମାର ସାମନ୍ତ ସଭାପତିତ୍ବ କରିଥିବା ବେଳେ ନବ ନିର୍ବାଚିତ…
ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ କାର୍ଯ୍ୟକ୍ରମର ସମୀକ୍ଷା
ଚଳିତ ବର୍ଷ ଅନ୍ୟୁନ ୧୦ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ପର୍ଯ୍ୟାୟକ୍ରମେ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲର ଉନ୍ନତିକରଣ କରାଯିବ
ବିଭାଗୀୟ ହଷ୍ଟେଲ ଗୁଡ଼ିକରେ ପିଲା ମାନଙ୍କ ଖାଦ୍ୟର ମାନ ବୃଦ୍ଧି,…
ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟ ସମୀକ୍ଷା
ସହର ଗୁଡିକର ପାରିପାର୍ଶ୍ୱିକ ଅଞ୍ଚଳର ବିକାଶକୁ ପ୍ରାଥମିକତା ଦିଆଯାଇ ଗରିବ ଲୋକଙ୍କ ପାଇଁ ସୁବିଧାର ବିକାଶ କରାଯିବ
ବିଭିନ୍ନ ଯୋଜନାରେ କର୍ମସଂସ୍ଥାନ କ୍ଷେତ୍ରରେ ଓଡିଶାର ଯୋଗ୍ୟ ଲୋକଙ୍କୁ ପ୍ରାଥମିକତା ଦେବା ଉପରେ…
ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର
https://youtu.be/9TPHpQjucmk
ମୁରଲୀଧରଙ୍କ ପତ୍ନୀ ଓ ଝିଅ ସହିତ ଫୋନରେ କଥାହେଲେ ମୁଖ୍ୟମନ୍ତ୍ରୀ,
ସମବେଦନା ଜଣାଇ କହିଲେ 'ଧର୍ଯ୍ୟ ରଖନ୍ତୁ, ମୁଁ ଆପଣଙ୍କ ସହିତ ଅଛି'
ଭୁବନେଶ୍ୱର: ବାଲେଶ୍ବର ଜିଲ୍ଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର…
“ରତ୍ନ ଭଣ୍ଡାରକୁ ନେଇ ରାଜ୍ୟ ସରକାର ଅସତ୍ୟ ଖବର ପ୍ରଚାରରୁ କ୍ଷାନ୍ତ ରୁହନ୍ତୁ”
୪୬ ବର୍ଷ ପରେ ରତ୍ନଭଣ୍ଡାର ଖୋଲା ଯାଇ ଥିବା କଥାର ପ୍ରଚାର ସତ କି?- ନିରଞ୍ଜନ ପଟ୍ଟନାୟକ
ଭୁବନେଶ୍ୱର - ୧୬.୭.୨୪:-ଓଡିଶାରେ ଭାରତୀୟ ଜନତା ପାର୍ଟିର ନୂଆ ସରକାର ଗଠନ ହେଲା ପରେ ରତ୍ନଭଣ୍ଡାର ଖୋଲିବା ପାଇଁ ସରକାର ଏକ ନୂଆ କମିଟି ଗଠନ କଲେ । ଓଡିଶା ହାଇକୋର୍ଟର ପୂର୍ବତନ ବିଚାରପତି ବିଶ୍ୱନାଥ…
ହରିୟାଣାରେ “ପଛୁଆ ବର୍ଗ ସମ୍ମାନ ସମ୍ମିଳନୀ” ଅନୁଷ୍ଠିତ
ଗରିବ ଏବଂ ପଛୁଆ ବର୍ଗଙ୍କୁ ସଶକ୍ତ କରୁଛନ୍ତି ମୋଦୀ - ଧର୍ମେନ୍ଦ୍ର ପ୍ରଧାନ
• ଗୃହମନ୍ତ୍ରୀ ଅମିତ ଶାହ ଓ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନୀ କାର୍ଯ୍ୟକ୍ରମରେ ଉପସ୍ଥିତ• କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, ସୈନିକ ସ୍କୁଲ ଏବଂ ନିଟ୍ ପରୀକ୍ଷାରେ ପଛୁଆ ବର୍ଗଙ୍କ ପାଇଁ ୨୭…
ଆସନ୍ତା ୧୯ ଓ ୨୦ରେ ପୁରୀଠାରେ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଓଡିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ : ବିରଂଚି ତ୍ରିପାଠୀ
୧୯ ତାରିଖ ସକାଳେ ପ୍ରଥମେ ଅନୁଷ୍ଠିତ ହେବ ରାଜ୍ୟ ପଦାଧିକାରୀ ବୈଠକ
ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ରାଷ୍ଟ୍ରୀୟ ସଭାପତି ଶ୍ରୀ ଜେ.ପି.ନଡ୍ଡା…
ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଲେ ମହାପ୍ରଭୁ
ଭୁବନେଶ୍ୱର, ୧୫ ।୭: ନବଦିନ ଯାତ୍ରା ସାରି ମହାପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାଆ ସୁଭଦ୍ରା ଆଜି ବାହୁଡ଼ାରେ ଶ୍ରୀବାଣୀକ୍ଷେତ୍ରକୁ ବାହୁଡ଼ିଛନ୍ତି । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଆଡ଼ମ୍ବରପୂର୍ଣ୍ଣ ଭାବେ ଶେଷ ହୋଇଛି । ପୂର୍ବାହ୍ନରେ ମଙ୍ଗଳ ଆରତୀ, ମଇଲମ, ତଡ଼ପଲାଗି, ରୋଷ ହୋମ, ଅବକାଶ,…
ସାମାନ୍ୟ ବର୍ଷାରେ ଉବୁଟୁବୁ ବୁଗୁଡା ନୁତନ ବସଷ୍ଟାଣ୍ଡ୍
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ବର୍ଷା ରୁତୁରେ ସାଧାରଣତଃ ସାମାନ୍ୟ ରୁ ଭିଷଣ ବର୍ଷା ହୋଇଥାଏ। ବର୍ତ୍ତମାନ ବର୍ଷାର ପ୍ରାରମ୍ଭ ହୋଇଥିବାରୁ ସାମାନ୍ୟ ଧରଣର ବର୍ଷା ଅନୁଭୂତ ହେଉଛି, ଆଗକୁ ଆଗକୁ ବର୍ଷା ର ରୁପ ଭିଷଣ ହୋଇପାରେ। କିନ୍ତୁ ଆଜିର ଅସରାଏ ବର୍ଷାରେ ଉବୁଟୁବୁ ହେଉଛି ଗଞ୍ଜାମ ଜିଲ୍ଲା…
ଅବ୍ୟବସ୍ଥା ମଧ୍ୟରେ ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶିକ୍ଷାର ପ୍ରଚାର ପ୍ରସାର ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୦ ମସିହାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ କେନ୍ଦ୍ରୀୟ ବିଦ୍ୟାଳୟ ଆରମ୍ଭ ହୋଇଥିଲା । ଉକ୍ତ ବିଦ୍ୟାଳୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ପରିସରରେ ଥିବା ଛାତ୍ରାବାସରେ ଏହାର ଶୁଭ…