Sign in
Sign in
Recover your password.
A password will be e-mailed to you.
ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା: ମହିଳା ଫୁଟ୍ବଲ ହଷ୍ଟେଲରେ ପୁରୁଷ କୋଚ
ରାଉରକେଲା,(ବସନ୍ତ କୁମାର ଜେନା): ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରର ଏନ୍ତୁଡ଼ିଶାଳ ଭାବେ ବିବେଚନା କରାଯାଏ । କିନ୍ତୁ ଏବେ ଏହି ପଶ୍ଚିମ ଓଡିଶାକୁ କ୍ରୀଡ଼ା କ୍ଷେତ୍ରରେ ଅବହେଳା କରାଯାଉଛି । କାରଣ ସୁନ୍ଦରଗଡ଼ରେ ଥିବା ମହିଳା ଫୁଟ୍ବଲ ହଷ୍ଟେଲରେ ପୁରୁଷ ଫୁଟ୍ବଲ କୋଚଙ୍କୁ ନିଯୁକ୍ତ କରାଯାଇଛି…
ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ: ମତ୍ସ୍ୟ ଓ ଓଡିଶା ଜୀବିକା ମିଶନ ବିଭାଗ ଉପରେ ବର୍ଷିଲେ ସାଂସଦ, ଦାଦନ ଚାଲାଣ ରୋକିବା…
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ଡାବୁଗାଁ ତା ୧୮/୦୭/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଆଜି ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ରେ ଯୋଗ ଦେଇଛନ୍ତି। ବିଡିଓ ଶରତ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସାଂସଦ ଙ୍କ ସମୀକ୍ଷା ବୈଠକ…
ଅହମ୍ମଦ ବକ୍ସ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଉଦ୍ଯାପିତ : ଡବଲ ଇଂଜିନ ସରକାରରେ ଶିକ୍ଷା ବ୍ୟବସ୍ଥାରେ…
(ନିଶ୍ଚିନ୍ତକୋଇଲି - ଶାସକ ପ୍ରଶାସକ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବ ଦୁଇଦିନ ହେବ ଚାଲି ଗୁରୁବାର ଉଦଯାପିତ ହୋଇଛି । ବିଦ୍ୟାଳୟର ଖେଳପଡ଼ିଆ ମିନି ଷ୍ଟାଡ଼ିୟମ୍ ରେ ଆୟୋଜିତ ଉତ୍ସବରେ ରାଜ୍ୟ ମୁଖ୍ୟମନ୍ତ୍ରୀ…
ଓଡ଼ଗାଁ ବ୍ଳକରେ ବାଚସ୍ପତି ଓ ସାଂସଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା,ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ବୈଠକ
ଓଡ଼ଗାଁ,୧୮।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ପଞ୍ଚାୟତ ସମିତିର ଷଷ୍ଠ ବୈଠକ ଗୁରୁବାର ଅପରାହ୍ନରେ ବ୍ଳକ ସଭା ଗ୍ରୃହରେ ଅନୁଷ୍ଠିତ ହୋଇଯାଇଛି। ରଣପୁର ବିଧାୟିକା ତଥା ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ ଓ ପୁରୀ ସାଂସଦ ଡା. ସମ୍ବିତ ପାତ୍ର କାର୍ଯ୍ୟକ୍ରମରେ…
ବରଗଡ଼ ଜିଲ୍ଲାରେ ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ବୈଠକ ଅନୁଷ୍ଠିତ।
ବରଗଡ଼ :- ବରଗଡ଼ରେ ଷଷ୍ଠ ଜିଲ୍ଲା ପରିଷଦର ୫ମ ବୈଠକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନରେ ମାନ୍ୟବର ସାଂସଦ ବରଗଡ଼ ଲୋକସଭା ମଣ୍ଡଳୀ ଶ୍ରୀଯୁକ୍ତ ପ୍ରଦୀପ ପୁରୋହିତଙ୍କର ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲାପାଳ ବରଗଡ଼ ଶ୍ରୀଯୁକ୍ତ ଆଦିତ୍ୟ ଗୋୟଲ, ମାନ୍ୟବର…
କୁଲାଡରେ ସୁବର୍ଣ୍ଣ ନଥାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଶହ ଶହ ଭରଣ ଜମିର ମାଲିକ କୁଲାଡ ଶ୍ରୀମନ୍ଦିରର ଜଗନ୍ନାଥ ମହାପ୍ରଭୁଙ୍କ ଆଜି ସୁବର୍ଣ୍ଣ ହିନ ସୁନାବେଶ ଧାରଣ କରିଥିଲେ। ଏହା ଦେଖି ଶହ ଶହ ଶ୍ରଦ୍ଧାଳୁ ଜନସାଧାରଣଙ୍କ ମନରେ ଗଭୀର ଆଘାତ ଲାଗିଛି। ଘୁମୁସର ଗଡର ତତ୍କାଳୀନ ରାଜଧାନୀ କୁଲାଡରେ ଶ୍ରୀଜିଉମାନଙ୍କ…
ଗୁରୁ ଦେବପ୍ରସାଦ ଦାସ ନୃତ୍ୟ ରତ୍ନ ଉପାଧିରେ ରାଜ୍ୟପାଳ ଶ୍ରୀ ରଘୁବର ଦାସଙ୍କ ଦ୍ବାରା ସମ୍ମାନୀତ ହେଲେ ଡି.ପ୍ରିୟଙ୍କା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ତ୍ରିଧାରା ଓ ହେଲଥ୍ ଅନ୍ ଟପ୍ ର ମିଳିତ ଆନୁକୂଲ୍ୟରେ ଭୁବନେଶ୍ଵର ସ୍ଥିତ ରବୀନ୍ଦ୍ର ମଣ୍ଡପ ଠାରେ ଓଡ଼ିଶୀ ନୃତ୍ୟର ମହାଗୁରୁ ସ୍ବର୍ଗତ ଗୁରୁ ଡକ୍ଟର ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳୀ ସମାରୋହ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏହି…
ରଥଯାତ୍ରାରେ ଜେଏସପି ଫାଉଣ୍ଡେସନ ଦ୍ବାରା ଭକ୍ତମାନଙ୍କୁ ବିଭିନ୍ନ ସେବା ପ୍ରଦାନ
- ଭକ୍ତମାନଙ୍କ ମଧ୍ୟରେ ୧୪ ଲକ୍ଷରୁ ଅଧିକ ଗରମ ରନ୍ଧା ଖାଦ୍ୟ ମିଲ୍ ବଣ୍ଟନ
- ଶ୍ରଦ୍ଧାଳୁଙ୍କୁ ପାନୀୟ ଜଳ ଓ ଓଆରଏସ୍ ଯୋଗାଣ
ଭୁବନେଶ୍ଵର,: ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ…
କିଶୋର ଚନ୍ଦ୍ରାନନ୍ଦ ଚମ୍ପୂର ଇଂରାଜୀ ଅନୁବାଦ ପୁସ୍ତକ ଉନ୍ମୋଚିତ
ରାଜ୍ୟ ସଂଗ୍ରହାଳୟର ପ୍ରାଚୀନ ତାଳପତ୍ର ପୋଥିର ଅଧ୍ୟୟନ ଓ ଗବେଷଣା ଆବଶ୍ୟକ | ଜ୍ଞାନ ଆଧାରିତ ସମାଜ ଗଢିବାକୁ ହେଲେ ଜ୍ଞାନୀଗୁଣୀମାନଙ୍କୁ ଏକପ୍ରାଣ ଏକମନ ହୋଇ କାର୍ଯ୍ୟ କରିବାକୁ ପଡିବ | ପୁରୁଣା ଏବଂ ପ୍ରାସଙ୍ଗିକ ଓଡ଼ିଆ ପୁସ୍ତକକୁ ବିଶ୍ୱ ଦରବାରରେ ଲୋକାଦୃତ କରାଇବା - ଧର୍ମେନ୍ଦ୍ର ପ୍ରଧାନ…
ଉପମୁଖ୍ୟମନ୍ତ୍ରୀଙ୍କ ସହ ସିଙ୍ଗାପୁର ହାଇକମିଶନରଙ୍କ ବୈଠକ
ଓଡ଼ିଶାରେ ପୁଞ୍ଜିନିବେଶ ନେଇ ସିଙ୍ଗାପୁରର ସହଯୋଗ କାମନା କଲେ ମନ୍ତ୍ରୀ ଶ୍ରୀ ସିଂହଦେଓ
ଭୁବନେଶ୍ୱର:ଆଜି ସନ୍ଧ୍ୟାରେ ସିଙ୍ଗାପୁର ସାଧାରଣତନ୍ତ୍ରର ହାଇକମିଶନର ମିଃ ସାଇମନ୍ ଓ୍ୱାଙ୍ଗ୍ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ…