ଏସସିବି ନୂଆ କ୍ୟାମ୍ପସ୍ ନିର୍ମାଣ ଅଗ୍ରଗତି ନେଇ ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ

 ଆସନ୍ତା ଡିସେମ୍ବର ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ବୈଠକରେ ପ୍ରସ୍ତାବ  ପ୍ରତି ୧୫ ଦିନରେ କାର୍ଯ୍ୟର ଅଗ୍ରଗତି ନେଇ ରିପୋର୍ଟ ପ୍ରଦାନ ଲାଗି ନିର୍ଦ୍ଦେଶ ଭୁବନେଶ୍ୱର:ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲର ନୂତନ କୋଠା ନିର୍ମାଣର ଅଗ୍ରଗତି ନେଇ ଆଜି ପୂର୍ତ୍ତ…

ପିଟଣାପଲ୍ଲୀର ତିନି ଛକିଆରେ ଭିଣୋଇ-ଶଳାଙ୍କୁ ଆକ୍ରମଣ।

(ଶାସକ ପ୍ରଶାସକ/ଶିବରାମ ଜେନା)- ଖଲ୍ଲିକୋଟ ଥାନା ଅନ୍ତର୍ଗତ ପିଟଣା ପଲ୍ଲୀ, ନୂତନ ବ୍ରହ୍ମପୁର ଓ ମଥୁରା ଗ୍ରାମର ତିନି ଛକିଆ ରାସ୍ତା ରେ ଏକ ଅଭାବନୀୟ ଘଟଣା ଘଟିଛି। ଖବର ନେବାରୁ ଜଣାପଡିଛି ଯେ, ରାତ୍ରଘ ୮-୩୦ ମିନିଟ୍ ରେ ବାଇକ୍ ଯୋଗେ ଜ୍ୱାଇଁ ବୁଦ୍ଧି ରାମ ଜେନା ଓ ଶଳା ଦୟାନିଧି ରାଉଢ…

ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ଦ୍ୱାରା ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟର ସମୀକ୍ଷା

 ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ମାଧ୍ୟମ ହେବ ଗ୍ରାମ୍ୟ ଉନ୍ନୟନ ବିଭାଗ: ମନ୍ତ୍ରୀ ଶ୍ରୀ ନାଏକ  ପ୍ରତ୍ୟେକ ଡିଭିଜନ୍ ଓ ସର୍କଲର ପ୍ରତିଟି କାର୍ଯ୍ୟର ଗୁଣାତ୍ମକ ମାନ ଉପରେ ଜୋର ଦେବାକୁ ନିର୍ଦ୍ଦେଶ  ପିଏମ୍-ଜନମନ ଅଧିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ…

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ

 ନିଜେ ଟିକଟ କାଟି ଖାଦ୍ୟ ଖାଇଲେ   ଖାଦ୍ୟରେ ପରିବା କମ ଥିବା ଅନୁଭବ କଲେ ମନ୍ତ୍ରୀ  ଖାଦ୍ୟ ଖାଉଥିବା ଲୋକଙ୍କୁ ଭଲ ମନ୍ଦ ପଚାରି ବୁଝିଲେ  ଆହାର କେନ୍ଦ୍ରର ପରିସ୍କାର ପରିଚ୍ଛନତା ଓ ଖାଦ୍ୟର ଗୁଣବତା ଉପରେ ଗୁରୁତ୍ୱ  ବାସନ ସଫାକରିବା ଯନ୍ତ୍ର ତୁରନ୍ତ…

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଭାରତ ସରକାରଙ୍କ ‘ଏକ ପେଡ୍ ମା କେ ନାମ’ ଅଭିଯାନ ଅଧୀନରେ ବ୍ୟାପକ…

ଦେଶବ୍ୟାପୀ ବୃକ୍ଷରୋପଣ ଅଭିଯାନକୁ ସମର୍ଥନ କରି କମ୍ପାନି ପକ୍ଷରୁ ଝାରସୁଗୁଡ଼ାରେ 'ମାତୃ ବନ' ପ୍ରତିଷ୍ଠା ଝାରସୁଗୁଡ଼ା, ୧୭ ଜୁଲାଇ ୨୦୨୪: ଭାରତର ସର୍ବବୃହତ୍ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ପକ୍ଷରୁ ଝାରସୁଗୁଡ଼ାରେ ଭାରତ ସରକାରଙ୍କ 'ଏକ ପେଡ୍ ମା କେ ନାମ' ଅଭିଯାନର ଏକ ଅଂଶ…

ଓଡ଼ିଆରେ ଗୁଗୁଲ୍ ସର୍ଚ୍ଚ ପାଇଁ ଉଦ୍ୟମ କରାଯିବ: ମୁକେଶ ମହାଲିଙ୍ଗ

ବଲାଙ୍ଗୀର:- ସ୍ଥାନୀୟ ସାମ୍ବାଦିକ ଭବନଠାରେ ସ୍ମୃତିବିନ୍ଦୁ ଫାଉଣ୍ଡେସନ୍‌ ପକ୍ଷରୁ ଏକ ଆଲୋଚନାଚକ୍ର ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବୀରେନ୍ଦ୍ର କୁମାର ଝାଙ୍କରଙ୍କ ସଂଯୋଜନାରେ ପ୍ରଫେସର ନାରାୟଣ ପୃଷେଠଙ୍କ ‘ମୁଦ୍ରା ଓ ଅର୍ଥନୀତି' ପୁସ୍ତକ ଲୋକାର୍ପଣ ଉତ୍ସବରେ…

ଅଣସଂକ୍ରାମକ ରୋଗ ଉପରେ ଗୋଲଟେବୁଲ ଆଲୋଚନା: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା ଉପରେ ଗରୁତ୍ୱାରୋପ

ଭୁବନେଶ୍ୱର: ରିଚ୍ (ରିସୋର୍ସ ଗ୍ରୁପ୍ ଫର୍ ଏଜୁକେସନ୍ ଆଣ୍ଡ ଆଡଭୋକେସି ଫର କମ୍ୟୁନିଟି ହେଲ୍ଥ) ପକ୍ଷରୁ ଭୁବନେଶ୍ୱରର ହୋଟେଲ ସ୍ୱସ୍ତି ପ୍ରିମିୟମଠାରେ "ଅଣ ସଂକ୍ରାମକ ରୋଗ (ଏନସିଡି: ବିଜ୍ଞାନ ଓ ଗଣମାଧ୍ୟମକୁ ଏକାଠି କରିବା’ ଶୀର୍ଷକ ଏକ ଗଣମାଧ୍ୟମ ଗୋଲଟେବୁଲ ଆଲୋଚନା ଚକ୍ର ଅନୁଷ୍ଠିତ…

ବିଜେପୁର ରେ ଭାରତୀୟ ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ।

ପଦ୍ମପୁର :- ବିଜେପୁର S.H.G ଭବନ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜଣେ ମହିଳାଙ୍କ ସମେତ ମୋଟ୍ ୫୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଉକ୍ତ ଶିବିରକୁ ସ୍ଥାନୀୟ ବିଧାୟକ ତଥା ବିଜେପୁର ଜମିଦାର ସନତ କୁମାର ଗଡତିଆ…

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଲେ ଅରିନ୍ଦମ ଡାକୁଆ

ଅନୁପମ ଶାହା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତ ଭୁବନେଶ୍ୱର: କଟକ ଜିଲ୍ଲାପାଳ ଶ୍ରୀ ଅରିନ୍ଦମ ଡାକୁଆ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ଜଗତସିଂହପୁର ଜିଲ୍ଲାପାଳ ଶ୍ରୀ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଭାବେ…

ସୋଆ ଉତ୍କର୍ଷତାର ପ୍ରତୀକ, ଶିକ୍ଷା ଓ ସ୍ୱାସ୍ଥ୍ୟସେବାରେ ଅଗ୍ରଣୀ

ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ ଭୁବନେଶ୍ୱର, ୧୭/୦୭ : ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନ୍ୟତମ ଉତ୍କୃଷ୍ଟ ଶିକ୍ଷାନୁଷ୍ଠାନ ଭାବେ ଉଭା ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ ଡିମ୍‌ଡ ଟୁ ବି ୟୁନିଭର୍ସିଟି)କୁ ବୁଧବାର ଅନେକ ବିଶିଷ୍ଟ ଶିକ୍ଷାବିତ୍ ଉଚ୍ଚ ପ୍ରଶଂସା କରିବା ସହ ସମାଜ…