Sign in
Sign in
Recover your password.
A password will be e-mailed to you.
କେବେ ବଦଳିବ ଅମରେଶ୍ଵର ମନ୍ଦିର ନେଳିଆ ବନ୍ଧ ର ପରିବେଶ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) । ଖଲ୍ଲିକୋଟ: ମନ୍ଦିର ମାଳିନୀ ଖଲ୍ଲିକୋଟ ଗଡ଼ ସାଙ୍ଗକୁ ଘେରି ରହିଛନ୍ତି ଚତୁଃପାର୍ଶ୍ଵରେ ପୁଷ୍କରିଣୀ । ଅମରେଶ୍ଵର ମନ୍ଦିର ର ନବୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ମନ୍ଦିର ର ଦ୍ଵାର ଦେଶର କିଛି ଦୂରରେ ଅବସ୍ଥିତ ନେଳିଆ ବନ୍ଧ। ଏହାର ପରିବେଶ…
ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କାର୍ଯ୍ୟକ୍ରମ ନେଇ ସମୀକ୍ଷା ବୈଠକ
ଭିନ୍ନକ୍ଷମମାନଙ୍କ ପାଇଁ ପ୍ରଚଳିତ ଥିବା ଯୋଜନାଗୁଡିକୁ ସହଜଲବ୍ଧ କରିବା ଉପରେ ଗୁରୁତ୍ୱ
ଭୁବନେଶ୍ୱର:ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଅଧ୍ୟକ୍ଷତାରେ ବିଭାଗର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେଇଯାଇଛିା "ସକ୍ଷମ' ଅନୁଷ୍ଠାନର…
କଲ୍ୟାଣସିଂ ହପୁର ରେ ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା
କଲ୍ୟାଣସିଂହପୁର-ରାୟଗଡା ଜିଲ୍ଲାକଲ୍ୟାଣସିଂ ହପୁରଠାରେ ସକାଳୁ ବର୍ଷା ଲାଗିରହିଥିବା ସତ୍ତ୍ୱେ ମହାଆଡମ୍ବର ଶ୍ରୀ ଜୀଉଙ୍କ ବାହୁଡା ଯାତ୍ରା ଶେଷହୋଇଛି ।ଆଜି ସେବାୟତ ମାନେ ସକାଳୁ ଜୀଉଙ୍କୁ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ଶ୍ରୀ ଜଗନ୍ନାଥ ଙ୍କୁ ବୌଦ୍ଧ ଅବତାରରେ ସୁସଜିତ କରି ଧୂପଦୀପ…
କୁଜଙ୍ଗ ବ୍ଲକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ ଶିଳ୍ପ ମନ୍ତ୍ରୀ ଏବଂ ସାଂସଦ
କୁଜଙ୍ଗ : କୁଜଙ୍ଗ ବ୍ଲକ ରେ ଆଉ ଚାଲିବନି ପିସି କାରବାର l ଯାହାକୁ ନେଇ ଆକ୍ସନ ମୋଡରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ l କୁଜଙ୍ଗ ବ୍ଲକରେ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଛନ୍ତି ଶିଳ୍ପ ମନ୍ତ୍ରୀ ତଥା ପାରାଦୀପ ବିଧାୟକ ସମ୍ପଦ ଚନ୍ଦ୍ର ସ୍ଵାଇଁ ଏବଂ ଜଗତସିଂହପୁର ସାଂସଦ ବିଭୂପ୍ରସାଦ…
ନୂଆଦିଲ୍ଲୀ ହଜଖାସ୍ ଶ୍ରୀଜଗନ୍ନାଥ ମନ୍ଦିରରେ ‘ବାହୁଡ଼ା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ
ବାହୁଡ଼ା ଯାତ୍ରାରେ ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ସେବା କରିବା ମୋର ସୌଭାଗ୍ୟ - ଧର୍ମେନ୍ଦ୍ର ପ୍ରଧାନ
• ଶ୍ରୀମନ୍ଦିରର ଚାରି ଦ୍ୱାର ସହ ରତ୍ନଭଣ୍ଡାର ଖୋଲାଯିବା ଚଳିତବର୍ଷର ରଥଯାତ୍ରା ଓ ବାହୁଡାଯାତ୍ରାକୁ ସ୍ୱତନ୍ତ୍ର କରିଛି • ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ…
ରାଜ୍ୟ କାର୍ଯ୍ୟାଳୟରେ ଜନ ଅଭିଯୋଗ ଶୁଣାଣୀ
ଜନତାଙ୍କ ସମସ୍ୟାର ସମାଧାନ ଆମର ପ୍ରାଥମିକତା : ମନମୋହନ ସାମଲ
ଲୋକଙ୍କ ଅଭିଯୋଗ ଶୁଣିଲେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବହନ ମନ୍ତ୍ରୀ
ପ୍ରତି ସୋମବାର ଦୁଇଜଣ ମନ୍ତ୍ରୀ ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ପାର୍ଟି କାର୍ଯ୍ୟକର୍ତା ପର୍ଯ୍ୟନ୍ତ ସମସ୍ତଙ୍କ ଅଭିଯୋଗ ଶୁଣିବେ
ଅଭିଯୋଗ…
କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ : ସନ୍ଧ୍ୟା ଆଳତୀ , ମୀନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର…
https://youtu.be/XR2pxKiOrA0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡ଼ି ଠାରେ କଲ୍ଲକୀ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜୀଉ। ଠାକୁରଙ୍କ କଲ୍ଲକୀ ଅବତାର ବେଶ ଦର୍ଶନ ଓ ଆଳତୀ ଦେଖିବା ପାଇଁ ସନ୍ଧ୍ୟାରେ ଭକ୍ତଙ୍କ…
ଜ୍ଞାନପ୍ରକାଶ ପରିବାର ତରଫରୁ ୮ମ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜ୍ଞାନପ୍ରକାଶ ପରିବାର ତରଫରୁ ୮ମ ଜାତୀୟ ସ୍ତରୀୟ ଆଲୋଚନା ଚକ୍ର ଜୟଦେବ ଭବନ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହୋଇଯାଇଛି। ବରେଣ୍ୟ ଅତିଥି ଡ. ଲକ୍ଷ୍ମୀଧର ବେହେରା , ନରେଶ ବାରାନା (ଆଡଭୋକେଟ, ନୂଆଦିଲ୍ଲୀ) ଡ. ଇତିରାଣି ସାମନ୍ତ , ଚିତ୍ତରଞ୍ଜନ…
ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନବୋଦୟ ବିଦ୍ୟାଳୟ ପରିଦର୍ଶନ।
ପଦ୍ମପୁର :- ସ୍କୁଲ ଓ ସାକ୍ଷରତା ବିଭାଗ ଭାରତ ସରକାରଙ୍କର ପ୍ରାୟୋଜିତ ଏବଂ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଆନୁକୁଲ୍ୟରେ ବିକଶିତ ଭାରତ ୨୦୪୭ କୁ ଆଖି ଆଗରେ ରଖି ଚାଲିଥିବା ପ୍ରେରଣା କାର୍ଯ୍ୟକ୍ରମ ଯାହାକି ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଛାତ୍ରଛାତ୍ରୀଙ୍କର ଅନ୍ତର୍ନିହିତ…
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜରାଉ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ…