ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ପଦ୍ମପୁର :- ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ପରିସର ମଧ୍ୟରେ ସହକାରୀ ଶିକ୍ଷୟତ୍ରୀ ଶ୍ରୀମତୀ ନନ୍ଦିନୀ ମିଶ୍ର ଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ସଭାପତିତ୍ବ କରିଥିଲେ ପ୍ରଧାନଶିକ୍ଷକ ଶ୍ରୀ ରେଣୁଧର ସାହୁ । ପୂର୍ବତନ ଶିକ୍ଷକ ଶ୍ରୀ ଟିକେଲାଲ୍ ସାହୁ,…

ସହରାଞ୍ଚଳରେ ଜଳବନ୍ଦୀ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ଵର, ୩୧/୦୭ - ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲବି)ରେ ଜଳବନ୍ଦୀ ସମସ୍ୟାର ବ୍ୟାପକ ସମୀକ୍ଷା ଆରମ୍ଭ କରାଯାଇଛି। ବୈଠକରେ ଶ୍ରୀମତୀ ପାଢ଼ୀ ବିଶେଷ କରି ମୌସୁମୀ ଋତୁରେ ଜଳବନ୍ଦୀ…

ବିକ୍ରମପୁର ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳିତ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ରାୟଗଡା ଜିଲ୍ଲା ଗୁଣୁପୁର ନିକଟସ୍ଥ ବିକ୍ରମପୁର ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଶିକ୍ଷା ସପ୍ତାହ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଛି । ସପ୍ତାହେ ବ୍ୟାପି ଚାଲିଥିବା ଏହି କାର୍ଯ୍ୟକ୍ରମ ରେ ଶିକ୍ଷଣ ସାମଗ୍ରୀ ଦିବସ, ଏଫ ଏଲ ଏନ ଦିବସ, କ୍ରୀଡା ଦିବସ,…

ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ ଅବସରରେ ରେଡ଼କ୍ରସ ପାଣ୍ଠିକୁ ଦାନ ।

 ନବରଙ୍ଗପୁର. ଅଶୋକ ସାହୁ, ଶାସକ ପ୍ରଶାସକ: ଗରିବ, ଅସହାୟ, ଦିବ୍ୟଅଙ୍ଗ ଅର୍ଥ ଅଭାବରୁ ରୋଗଶଯ୍ୟାରେ ପୀଡିତ,ଦୁର୍ଘଟଣା ଗ୍ରସ୍ତ ଲୋକମାନଙ୍କର ଜରୁରୀ କାଳୀନ ସେବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ରେଡ଼କ୍ରସ ପାଣ୍ଠି ରୁ ଆବଶ୍ୟକ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ । କହିବାକୁ ଗଲେ…

ଭଞ୍ଜନଗର ତହସିଲ ରେ ଅତିରିକ୍ତ ବନ୍ଦୋବସ୍ତ କମିସନର୍ ଙ୍କ ସମୀକ୍ଷା ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଭଞ୍ଜନଗର ତହସିଲ କାର୍ଯ୍ୟାଳୟ ପରିସରରେ ଆଜି ଅତିରିକ୍ତ ବନ୍ଦୋବସ୍ତ କବିସନର୍ ଶ୍ରୀ ବୀରସେନ ପ୍ରଧାନ ଜମିବାଡ଼ି ଓ ସମ୍ପତ୍ତିଗତ ମକଦ୍ଦମା ଗୁଡ଼ିକର ଶୁଣାଣୀ ଏବଂ ସ୍ଥିତାବସ୍ଥା ସମ୍ପର୍କିତ ସମୀକ୍ଷା କରିଛନ୍ତି। ଭଞ୍ଜନଗର ତହସିଲ ରେ ଆଗତ ପ୍ରାୟ ୧୭୩ ଟି…

ମୌସୁମୀ ଅଧିବେଶନ ରେ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ବିଧାୟିକା ବର୍ଷା।

ପଦ୍ମପୁର :- ବିଧାନସଭାରେ ମୌସୁମୀ ଅଧିବେଶନ ଚାଲିଥିବା ବେଳେ ନିଜ ଅଞ୍ଚଳର ସମସ୍ୟା କୁ ନେଇ ଗୃହରେ ବିଭାଗୀୟ ମନ୍ତ୍ରୀ ଙ୍କୁ ପ୍ରଶ୍ନ କରିଛନ୍ତି ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା । ନିଜ ନିର୍ବାଚନ ମଣ୍ଡଳୀ ରେ ପାନୀୟ ଜଳ ସମସ୍ୟାର ସମାଧାନ, କର୍ମ ନିଯୁକ୍ତି କାର୍ଯ୍ୟାଳୟ କୁ ପଦ୍ମପୁର ରେ…

ସମ୍ ଆନୁକୂଲ୍ୟରେ ଦୁଇ ଦିନିଆ ଆଭା ଆଇଡି ପଞ୍ଜିକରଣ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର, ୩୦/୦୭: ଆସନ୍ତା ଜୁଲାଇ ୩୧ ଓ ଅଗଷ୍ଟ ୧ ତାରିଖରେ ଜଟଣୀ ବ୍ଲକ ଅଧିନସ୍ଥ ଅରିସଲ ଓ ମଦନପୁର୍ ପଂଚାୟତରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟସେବା ଯୋଜନା ନିମନ୍ତେ ୨ ଦିନ ଧରି ଏକ ହେଲଥ ସର୍ଭେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି ସର୍ଭେ କାର୍ଯ୍ୟ ଅରିସଲ ପଂଚାୟତର ରାଜ କିଶୋର…

ଜାତୀୟ ଆପ୍ରେଣ୍ଟିସିପ୍ ପ୍ରଶିକ୍ଷଣ ଯୋଜନା ୨.୦ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ପ୍ରଶିକ୍ଷଣ ଦ୍ୱାରା ଯୁବପିଢ଼ିଙ୍କୁ ରୋଜଗାରକ୍ଷମ କରାଇବା ଲକ୍ଷ୍ୟ - ଧର୍ମେନ୍ଦ୍ର ପ୍ରଧାନ • ଡିବିଟି ମାଧ୍ୟମରେ ଛାତ୍ରବୃତ୍ତି ଆକାରରେ ୧୦୦ କୋଟି ଟଙ୍କା ଜାରି • ନାଟ୍ସ ଯୋଜନାରେ ସୁବିଧା ପାଇଥିବା କେନ୍ଦୁଝରର ଦମୟନ୍ତୀ ମହାନ୍ତଙ୍କ ଅନୁଭୂତିକୁ କଲେ ପ୍ରଶଂସା • ଡିଗ୍ରୀ ସସହ ଦକ୍ଷତା ବିକାଶ…

ବେଦାନ୍ତ ଆଲୁମିନିୟମ ସିଆଇଆଇ ଏମଏସଏମଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣ ଝାରସୁଗୁଡାରେ ଆୟୋଜନ କରିଛି

ଝାରସୁଗୁଡା, ଓଡିଶା, ଜୁଲାଇ ୨୯, ୨୦୨୪: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡିଶାର ଝାରସୁଗୁଡାରେ 'ବ୍ୟବସାୟ ରାଶି ବିସ୍ତାର' ବିଷୟବସ୍ତୁକୁ କେନ୍ଦ୍ର କରି ସିଆଇଆଇ ଏମ୍ଏସ୍ଏମ୍ଇ ଭେଣ୍ଡର କନେକ୍ଟ ସିରିଜର ପ୍ରଥମ ସଂସ୍କରଣ ଆୟୋଜନ କରିଥିଲା । ଏହି କାର୍ଯ୍ୟକ୍ରମରେ…

ଜେଏସପିର କାସିଆ ଓ ଟେନ୍ସା ଖଣିକୁ ମିଳିଲା ସମ୍ମାନଜନକ ଖଣି ନିରାପତ୍ତା ପୁରସ୍କାର ୨୦୨୪

ନୂଆଦିଲ୍ଲୀ/ଭୁବନେଶ୍ଵର, ୩୦/୦୭/୨୦୨୪ - ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)କୁ ଓଡ଼ିଶାରେ ଥିବା ତାର ଖଣି ଗୁଡ଼ିକରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଖଣି ନିରାପତ୍ତା ମହାନିର୍ଦ୍ଦେଶକଙ୍କ ପକ୍ଷରୁ ସର୍ବଭାରତୀୟ ଖଣି ନିରାପତ୍ତା ପୁରସ୍କାର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି। ବଡ଼ ଓପନ୍…