Sign in
Sign in
Recover your password.
A password will be e-mailed to you.
ହରଡ଼ଘଣାରେ ଖଲିକୋଟ ୩୩ କେଭି / ୧୧କେଭି ର ଟ୍ରାନସ୍ଫରମର ମେସିନ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା ): ଖଲ୍ଲିକୋଟ ର ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲର ସମ୍ମୁଖ ରେ ଅବସ୍ଥିତ "ପାୱାର ହାଉସ୍ " । ପୁଣି ପାର୍ଶ୍ୱରେ ଅଛି ଶ୍ରୀ ଅରୋଵିନ୍ଦ ପାଠଚକ୍ର। ଏସବୁକୁ ଆଚ୍ଛାଦିତ କରି ରଖିଛି ଫୁଡ୍ କୋର୍ଟ। ପ୍ରାୟ ଏକ ବର୍ଷ ରୁ ଉର୍ଦ୍ଧ୍ୱ ହେବ ତିଆରି ହୋଇଛି ଫୁଡ୍…
ବେଲଗୁଣ୍ଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ଫାଇଲେରିଆ ନିରକାରଣ ଅଭିଯାନ ଆରମ୍ଭ ହୋଇଥିବା ବେଲଗୁଣ୍ଠାରେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ସାମୂହିକ…
ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଇଁ ପ୍ରସ୍ତୁତି ବୈଠକ
ରାଉରକେଲା(ବସନ୍ତ କୁମାର ଜେନା) : ରାଉରକେଲା ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ ବିଭୁ ରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ମହାବିଦ୍ୟାଳୟର ଆସନ୍ତା ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ନିଷ୍ପତ୍ତି…
ପାଇକମାଳ ହାଇସ୍କୁଲ୍ ରେ ଅଭିଭାବକ ବୈଠକ ଅନୁଷ୍ଠିତ।
ପଦ୍ମପୁର :- ସରକାରୀ ଉଚ୍ଚ ବିଦ୍ୟାଳୟ ପାଇକମାଳ ରେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ନବମ ଓ ଦଶମ ଶ୍ରେଣୀ ର ୬୬ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିଲେ। ବୈଠକରେ ଶିକ୍ଷା ସପ୍ତାହ ପାଳନ, ଶୈକ୍ଷିକ, ପରୀକ୍ଷା ଏବଂ ଅନୁଶାସନ ବିଷୟରେ…
ଜିଲ୍ଲା କୃଷକ ସଂଘ ସଭାପତି ସୂର୍ଯ୍ୟନାରାୟଣ ପଟ୍ଟନାୟକଙ୍କ ମାତୃ ବିୟୋଗ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି ଭୋର ସମୟରେ ଶ୍ରୀକରଣସାହି ନିବାସୀ ଜିଲ୍ଲା କୃଷକ ସଂଘ ସଭାପତିଙ୍କ ମାତା ପ୍ରମିଳା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି।ସେ ବିଶିଷ୍ଟ ସମାଜସେବୀ ସ୍ୱର୍ଗତ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପତ୍ନୀ ଥିଲେ। ଏକ ଶ୍ରଦ୍ଧାଳୁ ତଥା ନିଜର ଅମାୟିକ ବ୍ଯବହାର…
ବିକାଶ, ସୁଶାସନ ଓ ଓଡିଆ ଅସ୍ମିତା ଉପରେ ଆମର ପ୍ରତିଶ୍ରୁତି ନିଶ୍ଚୟ ପୂରଣ ହେବ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : "ନୂଆ ଓଡିଶା ଗଠନର ଆମର ଯେଉଁ ଚିନ୍ତାଧାରା ଅଛି, ୨୦୩୬ରେ ବିକଶିତ ଓଡିଶାର ସ୍ବପ୍ନ ପୂରଣ ପାଇଁ ଆମର ଯେଉଁ ଲକ୍ଷ୍ୟ ଅଛି, ସେଥିପାଇଁ ଜାତି, ଧର୍ମ,ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସନ୍ତୁ। ବିକାଶିତ ଭାରତରେ ଓଡିଶା ରହିବ ପ୍ରଥମ ସ୍ଥାନରେ। ଆମ ପାଖରେ ଯେଉଁ ୧୨ ବର୍ଷ ସମୟ…
ଛତିଶଗଡ଼ ଜନତାଙ୍କ ଭଲପାଇବା ଅତୁଳନୀୟ : ବିଶ୍ୱଭୂଷଣ
ଛତିଶଗଡ଼ ରାଜ୍ୟପାଳଙ୍କୁ ବିଦାୟକାଳୀନ ଅପୂର୍ବ ସମ୍ବର୍ଦ୍ଧନା
ରାୟପୁର : ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ରାଜ୍ୟପାଳ ଭାବେ କାର୍ଯ୍ୟକାଳ ସମାପ୍ତ ପରେ ଆଜି ଛତିଶଗଡ଼ ସରକାରଙ୍କ ତରଫରୁ ରାୟପୁର ବିମାନବନ୍ଦର ଠାରେ ତାଙ୍କୁ ବିଦାୟକାଳୀନ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଛି ।…
ବରିଷ୍ଠ ଆଇପିଏସ ଅଧିକାରୀ ହେଲେ ନିଲମ୍ବିତ
ପରକୀୟା ପ୍ରୀତି ଓ କ୍ଷମତାର ଦୁରୁପଯୋଗ ଅଭିଯୋଗ
ଭୁବନେଶ୍ୱର: ଗତ ଶନିବାର ରାତିରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ପଣ୍ଡିତ ରାଜେଶ ଉତ୍ତମରାଓ (ଆଇ. ପି. ଏସ) ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ମିଳିଥିଲା। ସେ ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ…
ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ ଆୱାର୍ଡ-୨୦୨୪ରେ ଟିପିଏସ୍ଓଡିଏଲ୍ ସମ୍ମାନିତ
କର୍ମଚାରୀ ସ୍ବେଚ୍ଛାସେବା କ୍ଷେତ୍ରରେ ଉତ୍କର୍ଷତା ପାଇଁ ମିଳିଛି ପୁରସ୍କାର
ବ୍ରହ୍ମପୁର : ଆସୋଚାମ୍ ଓଡ଼ିଶା ରାଜ୍ୟ ଉନ୍ନୟନ ପରିଷଦ ପକ୍ଷରୁ ଟିପି ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍)କୁ ସମ୍ମାନଜନକ ଓଡ଼ିଶା ସିଏସ୍ଆର୍ ଆଣ୍ଡ ସଷ୍ଟେନେବିଲିଟି ଏକ୍ସଲେନ୍ସ…
ବାଲିପାଟଣା ବ୍ଲକରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ
ଭୁବନେଶ୍ୱର- ତା.୨୯.୦୭.୨୦୨୪- ବାଲିପାଟଣା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୧୨୩ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୧୦୨ଟି ଅଭିଯୋଗ ବ୍ୟକ୍ତିଗତ ଥିବାବେଳେ ୨୧ଟି ଗୋଷ୍ଠୀଗତ ଅଭିଯୋଗ ଥିଲା ।…