Sign in
Sign in
Recover your password.
A password will be e-mailed to you.
ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାୟପୁରଠାରେ ବିଦାୟ ସମ୍ବର୍ଦ୍ଧନା
ଝାରବନ୍ଧ-ମନୋହର ଦାଶ: ଛତିଶଗଡ଼ର ବିଦାୟୀ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ରାୟପୁର ଠାରେ ଭବ୍ୟ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ଜଣାଯାଇଛି।ଏହି ଉପଲକ୍ଷେ ରାୟପୁର ବିମାନ ବନ୍ଦରର ମାନାସ୍ଥିତ ରାଜ୍ୟ ହ୍ୟାଙ୍ଗର ଠାରେ ଶ୍ରୀ ହରିଚନ୍ଦନଙ୍କର ସମାନାର୍ଥେ ଏକ ପ୍ରସ୍ଥାନ…
ବଡ଼ବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ବୃକ୍ଷ ରୋପଣ
ବଡବିଲ (ଶାସକ ପ୍ରଶାସକ) : ବଡବିଲ ପ୍ରେସ୍ କ୍ଲବ ଆନୁକୂଲ୍ୟରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରେସ କ୍ଲବର ସଭାପତି ସୁବୋଧ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ନଗରପାଳ ଲକ୍ଷ୍ମଣ ମହାନ୍ତ ମୁଖ୍ୟଅତିଥ୍ ଭାବେ ଯୋଗଦେଇ ସୁସ୍ଥ ମାନବ ସମାଜ ପାଇଁ ବୃକ୍ଷର ଅବଦାନ…
ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରୀକ୍ଷଣ ତାଲିମ୍ କାର୍ଯ୍ୟକ୍ରମ
ଜଗତସିଂହପୁର,ତା-୩୧.୦୭.୨୦୨୪/ସୁମନ୍ତ କୁମାର ଦାସ: ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ଠାରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ,ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ଶିଶୁଙ୍କ ଓଜନ ଏବଂ ଉଚ୍ଚତା ନିରିକ୍ଷଣ ତାଲିମ୍…
ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନର ଆଗୁଆ ପଦକ୍ଷେପ
ଜଗତସିଂହପୁର,ତା-୩୧.୦୭.୨୦୨୪/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ସମ୍ପର୍କରେ ଏକ ସମୀକ୍ଷା ବୈଠକ ସମସ୍ତ ବିଡ଼ିଓ, ତହସିଲଦାର, ନିର୍ବାହୀ ଅଧିକାରୀ ମାନଙ୍କୁ ନେଇ ଆଭାସୀ ମାଧ୍ୟମରେ…
ସୋଆ ଏସ୍ଏଚ୍ଏମ୍ ପକ୍ଷରୁ ‘ରେଣ୍ଡେଜଉସ୍ -୨୦୨୪’ପାଳିତ
ଭୁବନେଶ୍ୱର, ୩୧/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ (ଏସ୍ଏଚ୍ଏମ୍) ପକ୍ଷରୁ ବୁଧବାର ଦିନ ୧୨ତମ ବାର୍ଷିକ ଉତ୍ସବ ‘ରେଣ୍ଡେଜଉସ୍ -୨୦୨୪’ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ହୋଟେଲ ଆଣ୍ଡ ରେଷ୍ଟୁରାଂଟ ଆସୋସିଏସନ୍ (ଏଚ୍ଆର୍ଏଓ) ର ସେକ୍ରେଟାରୀ…
ଭିଏତନାମ ବିଶ୍ୱବିଦ୍ୟାଳୟର ପ୍ରତିନିଧି ଦଳଙ୍କ ସୋଆ ବିଶ୍ୱବିଦ୍ୟାଳୟ ପରିଦର୍ଶନ
ଭୁବନେଶ୍ୱର, ୩୧/୭ : ଭିଏତନାମର ହୋ ଚି ମିନ ସିଟିରେ ଅବସ୍ଥିତ ସାଇଗନ୍ ଇଂଟରନ୍ୟାସ୍ନାଲ ୟୁନିଭର୍ସିଟିର ଏକ ୮- ଜଣିଆ ପ୍ରତିନିଧି ଦଳ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟକୁ ଏକ ୩ ଦିନିଆ ପରିଦର୍ଶନରେ ଆସି ପହଂଚିଛନ୍ତି ।ଏହା ପ୍ରତିନିଧି ଦଳ ଶିକ୍ଷା ସମ୍ବନ୍ଧୀୟ ଆଲୋଚନା…
ବଜେଟ୍ 2024-25 ବାବଦକୁ ବ୍ୟୟ ମଞ୍ଜୁରୀ ବିଧେୟକ ଉପସ୍ଥାପନ ଅବସରରେ ଆଲୋଚନା ଉପରେ ମୁଖ୍ୟ ମନ୍ତ୍ରୀଙ୍କ ଉତ୍ତର
"ମୁଁ ଏହି ପବିତ୍ର ଗୃହରେ ଚଳିତ ମାସ 25 ତାରିଖରେ ବର୍ଷ 2024-25ର ବଜେଟ୍ ଉପସ୍ଥାପନ କରିଥିଲି । 29 ଓ 30 ତାରିଖରେ ଏହି ବଜେଟ୍ ଉପରେ ସାଧାରଣ ଆଲୋଚନା ସରିଛି । ବଜେଟ ପ୍ରକ୍ରିୟା ସମ୍ପୂର୍ଣ ହୋଇ ବର୍ଷ 2024-25 ର ପୂର୍ଣାଙ୍ଗ ବ୍ୟୟ ମଞ୍ଜୁରୀ ବିଧେୟକ ଏହି ଗୃହରେ ଅନୁମୋଦନ ପାଇଁ…
ଯୁବ କଳାକାର ତଥା ଜଣାଶୁଣା ପୁରୋହିତଙ୍କ ପରଲୋକ
ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ଅଞ୍ଚଳର ଯୁବ କଳାକାର ବରିଷ୍ଠ ହାସ୍ୟ ଅଭିନେତା ତଥା ପ୍ରତିଷ୍ଠିତ ପୁରୋହିତ ପଞ୍ଚାନନ ପତିଙ୍କ ଅକାଳ ବିୟୋଗ ଘଟିଛି ।ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୦ ବର୍ଷ ବୟସ ହୋଇଥିଲା ।ସେ ଏକାଧାରରେ ଜଣେ ପୁର୍ବତନ ଯାତ୍ରା ହାସ୍ୟ ଅଭିନେତା, ପ୍ରତିଷ୍ଠିତ…
କାମ ରେ ଆସୁନି ଏଟିଏମ୍ ମେସିନ ଗ୍ରାହକ ହନ୍ତସନ୍ତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବର୍ତ୍ତମାନ ର ଭାରତ କୁ ଡିଜିଟାଲ ଭାରତ ବୋଲି କୁହାଯାଉଛି । ଡିଜିଟାଲ ଭାରତ ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ ଏହା ସଠିକ ଭାବରେ କାର୍ଯ୍ୟକାରୀ ହୋଇ ପାରୁନାହିଁ । ରାୟଗଡା ଜିଲ୍ଲା ଗୁଣୁପୁର ରେ ଏବେ ଦେଖା ଦେଇଛି ଭାରତୀୟ ଷ୍ଟେଟ…
ବିଦ୍ୟୁତ ଆଘାତରେ ଚାଷୀ ଆହତ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-: ବିଲରେ ଚାଷ କରିବା ସମୟରେ ତାର ସଂସ୍ପର୍ଶରେ ଆସି ଜଣେ ଚାଷୀ ଆହତ ହୋଇଥିବା ଜଣାପଡିଛି। ସୂଚନା ପ୍ରକାରେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ମାଟିଆ ସାହି ଗ୍ରାମର ସୁବାଷ ନାଇକ ନିଜ ବିଲରେ କାମ କରିବା ସମୟରେ ବିଲ ଉପର ଦେଇ ଯାଇଥିବା ୧୧କେଭି ତାର ଉପରେ ଚଢେଇ ପଲ…