ଘୁ.ଉଦୟଗିରି “ପ୍ରେସ କ୍ଲବ”ର ମାସିକ ବୈଠକ ଅନୁଷ୍ଠିତ…

3

ଘୁ.ଉଦୟଗିରି(ଅବନୀ କୁମାର ପ୍ରଧାନ): “ପ୍ରେସ କ୍ଲବ”ର ସଭାପତି ଅରୁଣ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ସ୍ଥାନୀୟ ବ୍ୟବସାୟୀ ସଂଘ ସଭା ଗୃହ ଠାରେ ମାସିକ ବୈଠକ ରବିବାର ଅପରାହ୍ନ ଘ.12.30 ମିରେ ଅନୁଷ୍ଠିତ ହୋଇଯାଇଛି I ଆଜିର ଏହି ବୈଠକରେ ସାମ୍ବାଦିକଙ୍କ ମଧ୍ୟରେ ବିଭିନ୍ନ ବିଷୟରେ ନେଇ ଆଲୋଚନା ହୋଇଯାଇଛି I ଆଜିର ଏହି ମାସିକ ବୈଠକରେ ବରିଷ୍ଠ ସାମ୍ବାଦିକ ପତିତ ପାବନ ସାହୁ, ଦେବନାଥ ଦଳବେହେରା,ସମୀର କୁମାର ପାଢ଼ୀ, ରାମକୃଷ୍ଣ ଚୌଧୁରୀ,ବଟକୃଷ୍ଣ ଦାଶ, ଅନିଲ କୁମାର ଦଳବେହେରା, ଗଗନ କୁମାର ପ୍ରଧାନ, ସୁଜିତ କୁମାର ସାହୁ, ଏନ.ରାଜା ରାଓ, ଚନ୍ଦ୍ରଶେଖର ପାଢ଼ୀ,.ସାମନ୍ତ ଶେଖର ନାୟକ, ସଞ୍ଜୟ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଜିର ଏହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ I ବୈଠକ ଶେଷରେ ଗଗନ କୁମାର ପ୍ରଧାନ ସଭା ସାଙ୍ଗ କରି ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.