Sign in
Sign in
Recover your password.
A password will be e-mailed to you.
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ
ଭବାନୀପାଟଣା(ଶାସକ ପ୍ରଶାସକ) ତା 06/08/2024ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ପ୍ରତି ଦିନ ନିଜ ନିଜ ର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି | ଦୁଇ ଚକିଆ ଚଳେଇଲା…
ଯବାନଙ୍କ ପାଇଁ ଛାତ୍ରୀ ପଠାଇଲେ ଦୁଇହଜାର ରାକ୍ଷୀ
କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ/ଶାସକ ପ୍ରଶାସକ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରିଜୀ ମହିଳା ବିଦ୍ୟା ନିକେତନର ଛାତ୍ରୀମାନଙ୍କ ନିଆରା ପଦକ୍ଷେପ ଭାଇ ଏବଂ ଭଉଣୀ ମଧ୍ୟରେ ଯେଉଁ ନିଆରା ସମ୍ପର୍କକୁ ଆହୁରି ମଜବୁତ କରି ଗଢି ତୋଳେ ରାକ୍ଷୀର ବନ୍ଧନ। ଭଉଣୀ ହାତରୁ ରାକ୍ଷୀଟିଏ…
କଳାହାଣ୍ଡି ଜିଲ୍ଲାସ୍ତରୀୟ ହେକାଥନ ୨୦୨୩-୨୪
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର। ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ…
ଭଂଜନଗର ରେ ସ୍ଵାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ପ୍ରତିଯୋଗିତା ଆୟୋଜନ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆସନ୍ତା ୭୮ ତମ ସ୍ଵାଧୀନତା ଦିବସ ଉପଲକ୍ଷେ ଭଂଜନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନିଲ କୁମାର ସେଠୀ, ଭଂଜନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମନ୍ମଥ କୁମାର ନାୟକ ଓ ତହସିଲଦାର ଶ୍ରୀ ଉମାଶଙ୍କର ବେହେରାଙ୍କ ଦ୍ଵାରା ଆୟୋଜିତ ବିଭିନ୍ନ ପ୍ରକାରର ପ୍ରତିଯୋଗୀତା…
ଦିଲ୍ଲୀରେ ଗୁଣପୁର ସମସ୍ଯା ସମ୍ପର୍କରେ ଆଲୋଚନା: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଙ୍କୁ ଭେଟିଲେ ନବ ନିର୍ମାଣ ସମିତିର…
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସମସ୍ଯା ସମ୍ପର୍କରେ ଆଜି ଦିଲ୍ଲୀ ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ଗୁଣପୁର ନବ ନିର୍ମାଣ ସମିତି ର ପ୍ରତିନିଧି ଦଳ ଭେଟି ବିଶୃତ ଭାବେ ଆଲୋଚନା କରିଛନ୍ତି। ଗୁଣପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ହୋଇ…
ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ବିଭାଗୀୟ କାର୍ଯ୍ୟାବଳୀ ର ସମୀକ୍ଷା ବୈଠକ
ଜଗତସିଂହପୁର, ତା 07.08.24 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ର ସଦଭାବନା ସଭାଗୃହରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସ ଙ୍କ ଅଧ୍ୟକ୍ଷତାରେ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ବିଭାଗୀୟ କାର୍ଯ୍ୟାବଳୀ ସମ୍ପର୍କରେ ଏକ ସମୀକ୍ଷା ବୈଠକ…
ଜିଲ୍ଲାରେ ୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ଗ୍ରାମାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ଅଭିଯାନ ବ୍ୟାପକ…
https://youtu.be/UVmnJ9UMIFY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରେ ୯ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହେବା ପରେ ଗ୍ରାମାଞ୍ଚଳ ସ୍ତରରେ ମ୍ୟାଲେରିଆ , ଡେଙ୍ଗୁ ଓ ଡାଇରିଆ ଉପରେ ସଚେତନତା ଅଭିଯାନକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ…
ଲଗାଣ ବର୍ଷାରେ କହ୍ନେଇମୁଣ୍ଡା ବ୍ରିଜ ବାୟପାସ ରାସ୍ତା ଭାଙ୍ଗିଲା ଇନ୍ଦ୍ରାବତୀ – ନବରଙ୍ଗପୁର ସଡ଼କ ଯୋଗାଯୋଗ…
ଇନ୍ଦ୍ରାବତୀ, ନବରଙ୍ଗପୁର 07.08.2024,କୃପାନିଧି ରାଉତ: ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡ଼ା ପଞ୍ଚୟତ ଅନ୍ତର୍ଗତ କନ୍ନହେଇମୁଣ୍ଡା ଗ୍ରାମ ଠାରେ ବ୍ରିଜ ନିର୍ମାଣ ଚାଲିଛି, ଯାହାର ଖର୍ଚ୍ଚ ଅଟକଳ ମୂଲ୍ୟ ୪ କୋଟି ଟଙ୍କା ଧାର୍ଯ୍ୟକରା ଯାଇଛି । ବ୍ରିଜ ନିର୍ମାଣ ଚାଲିଥିବା…
କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମ
ଭବାନୀପାଟଣା(ଶାସକ ପ୍ରଶାସକ)ତା ୭.୮.୨୦୨୪: ଗତ କାଲି ସନ୍ଧ୍ୟା ୫.୦୦ ଘ ସମୟରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ରେ କଳାହାଣ୍ଡି ଜିଲ୍ଲା ରେ କୌଶଳ ରଥ କାର୍ଯ୍ୟକ୍ରମ ସମ୍ବନ୍ଧରେ ଏକ ବୈଠକ ଜିଲ୍ଲପାଳ ପି ଅନ୍ଵେଷା ରେଡ୍ଡୀଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇ ଯାଇଛି। ଏହି କୌଶଳ ରଥ ଜିଲ୍ଲା ରେ…
ପ୍ରତି ହୁଡାରେ ଗଛ କାର୍ଯ୍ୟକ୍ରମ
ଜଗତସିଂହପୁର ତା-07/08/2024 ସୁମନ୍ତ କୁମାର ଦାସ: କୁଜଙ୍ଗ ଅଗପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ପ୍ରତି ବିଲ ହୁଡାରେ ଗଛ ଲଗାଇବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ବିପିନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୃକ୍ଷରୋପଣ…