ଦୁର୍ଘଟଣା ରେ ମୃତ୍ୟୁ ଘଟିଥିବା ପରିବାରକୁ ଠକି ଦେଲା ପ୍ରଶାସନ, ଗ୍ରାମବାସୀ ପକ୍ଷରୁ ବରଗଡ, ବିଜେପୁର ମୂଖ୍ୟ ରାସ୍ତା…

ବିଜେପୁର :- ବରଗଡ ଜିଲ୍ଲା ବିଜେପୁର ଏନ୍ ଏ ସି ଅଧୀନରେ ଥିବା ଏମ ଗଣ୍ଡପାଲି ଠାରେ ଗତ ଦୁଇ ମାସ ତଳେ ଏକ ଟ୍ରକ ଧକ୍କାରେ ଦୂର୍ବିନ ସାହୁଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଗ୍ରାମବାସୀ ଓ ପରିବାର ଲୋକେ କ୍ଷତିପୂରଣ ଦାବୀରେ ବରଗଡ ବିଜେପୁର ମୂଖ୍ୟ ରାସ୍ତା ଅବରୋଧ କରିଥିଲେ । ପରେ…

ଜିଲ୍ଲା ସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ଉଚ୍ଚ ବିଦ୍ୟାଳୟ ଠାରେ ଆସନ୍ତା ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରତିଯୋଗିତାରେ ଉଚ୍ଚପ୍ରାଥମିକ…

ଜିଲ୍ଲା ସ୍ତରୀୟ ହାକାଥନ୍ ପ୍ରତିଯୋଗିତା ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ହାକାଥନ୍ ପ୍ରତିଯୋଗିତା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଓଡିଶା ଆଦର୍ଶ ବିଦ୍ୟାଳୟ ଓ…

ବିଭିନ୍ନ ବିଦ୍ୟାଳୟରେ ସାମୂହିକ ଔଷଧ ସେବନ ସଚେତନତା କାର୍ଯ୍ୟକ୍ରମ

ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଚଳିତ ମାସ ଦଶ ତାରିଖରୁ ଓଡ଼ିଶା ସରକାରଙ୍କ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ସମଗ୍ର ରାଜ୍ୟରେ ଫାଇଲେରିଆ ନିରକାରଣ ଅଭିଯାନ ଆରମ୍ଭ ହେଉଥିବା ବେଳେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ ନିମନ୍ତେ ଗାଙ୍ଗପୁର ପଂଚାୟତର କୁମୁଣ୍ଡି…

ରୋଟାରି କ୍ଲବ ଭଞ୍ଜନଗର ର ବିଶ୍ୱ ସ୍ତନ୍ୟ ପାନ ସଚେତନ କାର୍ଯ୍ୟକ୍ରମ

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,ଅଗଷ୍ଟ ପହିଲାରୁ ସାତ ତାରିଖ ପର୍ଯ୍ୟନ୍ତ ବିଶ୍ୱ ସ୍ତନ୍ୟପାନ ସପ୍ତାହ ଭାବେ ପାଳନ କରାଯାଉଥିବାବେଳେ ଆଜି ଭଞ୍ଜନଗର ରୋଟାରି କ୍ଲବ ସଭାପତି ରୋଟାରିଆନ ବସନ୍ତ କୁମାର ପାତ୍ରଙ୍କ ଅଧ୍ୟକ୍ଷତା ଏକ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ ବେଲଗୁଣ୍ଠା ସରକାରୀ…

ସରକାର ଡ୍ରାଇଭର ମାନଙ୍କ ଦାବି ପ୍ରତି ସଚେତନ ଅଛନ୍ତି: ମନ୍ତ୍ରୀ

 ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ଭୁବନେଶ୍ୱର : ରାଜ୍ୟ ଡ୍ରାଇଭର ମହାସଂଘ ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୁତି ଜେନାଙ୍କୁ ସାକ୍ଷାତ କରି ସେମାନଙ୍କ ଦାବି ଓ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି | କାର୍ଯ୍ୟକ୍ରମରେ ପରିବହନ କମିଶନର ଶ୍ରୀ…

ଗ୍ରାମାଞ୍ଚଳରେ ଦୁର୍ଘଟଣା ହ୍ରାସ ଉପରେ ପ୍ରାଧାନ୍ୟ ଦେବ ବାଣିଜ୍ୟ ଓ ପରିବହନ ବିଭାଗ

ଆଇଆଇଟି ମାଡ୍ରାସ ଟିମ୍ ସହ ପ୍ରମୁଖ ଶାସନ ସଚିବ ଓ ପରିବହନ କମିସନରଙ୍କ ବୈଠକ ଭୁବନେଶ୍ୱର,:ରାଜ୍ୟରେ ଦୁର୍ଘଟଣା ଓ ତଦଜନିତ ମୃତୁ୍ୟସଂଖ୍ୟା ହ୍ରାସକୁ ପ୍ରାଧାନ୍ୟ ଦେଇଛି ବାଣିଜ୍ୟ ଓ ପରିବହନ ବିଭାଗା ବିଶେଷକରି ଗ୍ରାମାଞ୍ଚଳ ଓ ଅଧିକ ଦୁର୍ଘଟଣାପ୍ରବଣ ଜିଲ୍ଲା ଉପରେ ବିଶେଷ ଧ୍ୟାନ ଦିଆଯିବା ଏ…

ଜାପାନୀ ପ୍ରତିନିଧି ଦଳଙ୍କ ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆଲୋଚନା

https://youtu.be/hFXB9-ol2kw ଭୁବନେଶ୍ୱର,: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳା ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଧନ୍ଦାମୂଳକ ତାଲିମ୍…

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ୟୁଟ୍ୟୁବର ଗ୍ଲୋବାଲ୍ ସିଇଓ ନିଲ୍ ମୋହନ

ଗୁଣାତ୍ମକ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଦିଗରେ ୟୁଟ୍ୟୁବ୍ ଅନ୍ୟତମ ମାଧ୍ୟମ- ଧର୍ମେନ୍ଦ୍ର ପ୍ରଧାନ • ଭାରତର କ୍ରିଏଟର ଅର୍ଥନୀତି ଓ ଡିଜିଟାଲ କ୍ଷେତ୍ରରେ ଥିବା ବ୍ୟାପକ ସମ୍ଭାବନା ଉପରେ ଫଳପ୍ରଦ ଆଲୋଚନା • ଶିକ୍ଷା କ୍ଷେତ୍ରରେ ଡିଜିଟାଲ ସମ୍ବଳ ଏବଂ ବୈଷୟିକ ଜ୍ଞାନକୌଶଳର…

ଉନ୍ନୟନ କମିଶନର-ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ

 ସତର୍କ ଦୃଷ୍ଟି ରଖି ଜଳ ପରିଚାଳନା କରିବାକୁ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ । ଭୁବନେଶ୍ୱର ତା-୦୮.୦୮.୨୦୨୪: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଆଜି ପୂର୍ବାହ୍ନରେସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ…