Sign in
Sign in
Recover your password.
A password will be e-mailed to you.
ପ୍ରତି ହୁଡାରେ ଗଛ କାର୍ଯ୍ୟକ୍ରମ
ଜଗତସିଂହପୁର ତା-07/08/2024 ସୁମନ୍ତ କୁମାର ଦାସ: କୁଜଙ୍ଗ ଅଗପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ପ୍ରତି ବିଲ ହୁଡାରେ ଗଛ ଲଗାଇବା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ଅଗପାଳ ପଞ୍ଚାୟତର ସରପଞ୍ଚ ଶ୍ରୀ ବିପିନ କୁମାର ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୃକ୍ଷରୋପଣ…
ଚିକିତ୍ସାଧୀନ ଅବସ୍ଥାରେ କାଉଡିଆ ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ : ସମଗ୍ର ଅଞ୍ଚଳରେ ଶୋକର ଛାୟା l
(ନିଶ୍ଚିନ୍ତକୋଇଲି -ଶାସକ ପ୍ରଶାସକ): ଗତ ଜୁଲାଇ ୨୮ ତାରିଖ ବିଳମ୍ବିତ ରାତିରେ କଟକ-ଚାନ୍ଦବାଲି ରାସ୍ତାର ନିଶ୍ଚିନ୍ତକୋଇଲି ତହସିଲ ଛକ ନିକଟରେ ଛିଡ଼ା ହୋଇଥିବା କାଉଡ଼ିଆ ଦଳ ଉପରକୁ ଦ୍ରୁତ ଗତିରେ ଏକ କାର ଆସି ମାଡ଼ିଯାଇଥିଲା । ଘଟଣା ସ୍ଥଳରେ ୨୨ ବର୍ଷୀୟା ଯୁବତୀ ଚିନ୍ମୟୀ ବେହେରାଙ୍କର…
ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୭/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ସରସ୍ଵତୀ ଶିଶୁ ମନ୍ଦିର ରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ଶିଶୁ ମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ସତ୍ୟ ନାରାୟଣ ଚୌଧୁରୀ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ…
ଭଞ୍ଜନଗର ଥାନାରେ ମେଗା ରକ୍ତଦାନ ଶିବିର ରେ ୧୪୦ ୟୁନିଟ୍ ସଂଗ୍ରହ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଆଜି ଅଗଷ୍ଟ ମାସ ୭ ତାରିଖ ୨୦୨୪ ବୁଧବାର ଦିନ ଭଞ୍ଜନଗର ଥାନା ପରିସରରେ ଭଞ୍ଜନଗର ପୋଲିସ୍ ସମିତି ପକ୍ଷରୁ ଏକ ମେଗା ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏଥିରେ ରେର୍କଡ ସଂଖ୍ୟକ ୧୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି। ଏମାନଙ୍କ ମଧ୍ୟରେ ୪ ଜଣ…
ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ
ରାଉରକେଲା(ବସନ୍ତ କୁମାର ଜେନା): ରୋଟାରୀ କ୍ଲବ ଅଫ୍ ରୋଟାରୀ ଭାଇବ୍ରାଣ୍ଟ ର ତୃତୀୟ ଅଧିଷ୍ଠାନ ଦିବସ ରାଉରକେଲା କ୍ଲବ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ରୋଟ୍ରାକ୍ଟ ରିମ୍ ଝିମ୍ ନାୟକ, ଲିପ୍ସା ସିଂ ଓ ରିୟା ମୁଖାର୍ଜୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୨୬୧ ର ଡିଜି…
ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ୱାଟକୋ କାର୍ଯ୍ୟକଳାପ ସମୀକ୍ଷା
ସୁରକ୍ଷିତ ଏବଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ସହିତ ସଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ ଉପରେ ଗୁରୁତ୍ୱ
ଭୁବନେଶ୍ଵର, ୦୭/୦୮/୨୦୨୪ : ଓଡ଼ିଶା ଜଳ ନିଗମ (ୱାଟକୋ)ର କାର୍ଯ୍ୟକଳାପ ଓ ଅଗ୍ରଗତି ଆକଳନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଗଭୀର ସମୀକ୍ଷା…
ଚାଷରେ ବିବିଧତା ବା ଏକକାଳୀନ ଏକାଧିକ ଫସଲ ଉତ୍ପାଦନ ଦ୍ୱାରା ବିଶ୍ୱ କ୍ଷୁଧାମୁକ୍ତ ହୋଇପାରିବ: କେ ଭି
ଏମ.ଏସ୍. ସ୍ୱାମୀନାଥନ୍ ରିସର୍ଚ୍ଚ ଫାଉଣ୍ଡେସନ ଦ୍ୱାରା ଅନ୍ତର୍ଜାତୀୟ ସମ୍ମିଳନୀ "କ୍ଷୁଧାମୁକ୍ତ ବିଶ୍ୱ : ପ୍ରଫେସର ଏମ୍. ଏସ୍. ସ୍ୱାମୀନାଥନଙ୍କ ଦୃଷ୍ଟିରେ ଚିର ସବୁଜ କ୍ରାନ୍ତି'
ସମ୍ମିଳନୀରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ମୁଖ୍ୟ ଅତିଥି ରୂପେ…
ସମରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ
ଭୁବନେଶ୍ୱର, ୦୭/୦୮ : ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି ।ସମଗ୍ର ବିଶ୍ୱରେ ପ୍ରତିବର୍ଷ ଅଗଷ୍ଟ ମାସ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ଏକ ସପ୍ତାହ ବିଶ୍ୱ ସ୍ତନ୍ୟପାନ ସପ୍ତାହ…
ଆଇଏସ୍ପିଡି ସମ୍ମିଳନୀରେ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି” ପୁସ୍ତକ ଉନ୍ମୋଚିତ
ଭୁବନେଶ୍ୱର, ୦୬ ଅଗଷ୍ଟ : ଡାକ୍ତର ସନ୍ଦୀପନ୍ ଧର ଓ ଡାକ୍ତର ମୈତ୍ରୈୟୀ ପଣ୍ଡାଙ୍କ ଦ୍ୱାରା ଲିଖିତ ପୁସ୍ତକ “କଲର ଆଟଲାସ୍ ଅଫ୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି”ର ୫ମ ସଂସ୍କରଣ ନିକଟରେ ଚେନ୍ନାଇ ଠାରେ ଆୟୋଜିତ ଇଣ୍ଡିଆନ୍ ସୋସାଇଟି ଫର୍ ପେଡିଆଟ୍ରିକ୍ ଡର୍ମାଟୋଲୋଜି (ଆଇଏସ୍ପିଡି) ର ଜାତୀୟ…
ପୋଲାଭରମ ପ୍ରକଳ୍ପ: ବିଜେଡିର କୁମ୍ଭକର୍ଣ୍ଣ ନିଦ୍ରା ଏବେ ଭାଙ୍ଗିଲା କାହିଁକି? ବିଜେପି
ଓଡ଼ିଶାର ସ୍ୱାର୍ଥ ଅନୁସାରେ ପଦକ୍ଷେପ ନେବ ବିଜେପି
୨୪ବର୍ଷ ଧରି ସରକାରରେ ରହିବା ପରେ ପୋଲାଭରମ୍ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ଅଂଚଳବାସୀଙ୍କ ଉନ୍ନତି ପାଇଁ ବିଜେଡି କିଛି କରିନାହିଁ
ବିଜେଡିକୁ ଅଜଣା ଭୟ ଘାରିିଛି
ଲୋକଙ୍କୁ ଭୂଆଁ ବୁଲାଇବା ଉଦ୍ୟମ ସଫଳ ହେବ…