Sign in
Sign in
Recover your password.
A password will be e-mailed to you.
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ-୨୦୨୪ ଆଜି (ଶନିବାର) ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ଯୋଗଦେଇ ଉପସ୍ଥିତ ଥିବା ଜିଲ୍ଲାର…
ଜନ୍ମମାଟି ପାଇଁ ଗୌରବ ଆଣିଲେ ଜିତେନ୍ଦ୍ର
ବିଜେପୁର :-ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ତିନୋଟି ଭାଷାରେ ସର୍ବାଧିକ ଗୀତ ରଚନା କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ଼ ରେ ସ୍ଥାନ ପାଇଛନ୍ତି ଗୀତିକାର ଜିତେନ୍ଦ୍ର ସେଠ । ବାପା ହେମକାନ୍ତ ସେଠ ଓ ମାଆ ରେବତୀ ସେଠ ଙ୍କର ସୁଯୋଗ୍ୟ ସନ୍ତାନ ବିଜେପୁର ବ୍ଲକ୍ ଅନ୍ତର୍ଗତ ତାଳପଦର ଗ୍ରାମରେ ଏକ ଗରିବ…
ଗଜପତି ମହୋତ୍ସବ-୨୦୨୪ ପ୍ରସ୍ତୁତି ବୈଠକ ଅନୁଷ୍ଠିତ : ଡ଼ିସେମ୍ବର ୧୮ ଠାରୁ ୨୨ ତାରିଖ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଗଜପତି ମହୋତ୍ସବ-୨୦୨୪ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଛି। ଗଜପତି ଜିଲ୍ଲାର ଲୋକ କଳା ସାଂସ୍କୃତିକ ଉତ୍ସବକୁ ସୁରୁଖୁରୁରେ ତୁଲାଇବା ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ…
କୁଲାଡ ଗ୍ରାମରେ ଗିରି ଗୋବର୍ଦ୍ଧନ ପୂଜା ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର ରୁ {ଉଦୟନାଥ ପଣ୍ଡା}: ଅଦ୍ୟ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥି ଶନିବାର ଦିନ ତଥା ନଭେମ୍ବର ମାସ ୨ ତାରିଖ ଦିନ କୀର୍ତ୍ତିମାନ ଶ୍ରୀକୃଷ୍ଣ ଚୈତନ୍ୟ ମିଶନ୍ ର ପ୍ରତିଷ୍ଠାତା ଆଚାର୍ଯ୍ୟ ଓ ଅଧ୍ୟକ୍ଷ ନିତ୍ୟାଲିଳା ପ୍ରଵିଷ୍ଟ ଗୈାରକୃପା ଶ୍ରୀମୂର୍ତ୍ତି ଏବଂ ବିଷ୍ଣୁପାଦ ଏକଶତ ଆଠ…
ମା ଶ୍ୟାମାକାଲିଙ୍କ ଆଶିଷ ଭିକ୍ଷା କଲେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ
ବିଜେପୁର :-ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବସଷ୍ଟାଣ୍ଡରେ ପାଳିତ ହେଉଥିବା ମାଁ ଶ୍ୟାମାକାଳୀ ପୂଜା ମହୋତ୍ସବ ପୂଜା କମିଟି ବିଜେପୁରଙ୍କ ନିମନ୍ତ୍ରଣ କ୍ରମେ ସଂଧ୍ୟା ୬ ଘଟିକା ସମୟରେ ବିଜେପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଅଶୋକ ପାଣିଗ୍ରାହୀ ପୂଜା ମଣ୍ଡପକୁ ଆସି…
ମଣ୍ଡେଇ ମହୋତ୍ସବ -୨୦୨୪ ପାଇଁ ମଞ୍ଚ ନାଟକ କମିଟି ଓ ସାଂସ୍କୃତିକ ଦଳ ଉଦ୍ଘୋଷକ ଚୟନ କମିଟି ବୈଠକ
ନବରଂଗପୁର ତା ୨.୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ଆସନ୍ତା ଡ଼ିସେମ୍ବର ୬ ତାରିଖ ରୁ ୧୦ ତାରିଖ ପର୍ଯ୍ୟନ୍ତ ନବରଙ୍ଗପୁର ଠାରେ ଅନୁଷ୍ଠିତ ହେବାକୁ ଥିବା ମଣ୍ଡେଇ ମହୋତ୍ସବ ୨୦୨୪ ପାଳନ ଉପଲକ୍ଷେ ଗତ ୨୯.୧୦.୨୦୨୪ ତାରିଖ ରେ ଜିଲାପାଳ ଙ୍କ ଅଧ୍ୟକ୍ଷତା ରେ ବିଭିନ୍ନ କମିଟି ଗଠନ…
ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଏନ୍ଏସ୍ଏସ୍ କୋ ୟୁନିଟ୍ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ଏନ୍ଏସ୍ଏସ୍ କୋ ୟୁନିଟ୍ ବୃକ୍ଷ ରୋପଣ ଓ ସ୍ଵତନ୍ତ୍ର ସେବା ଶିବିର ଗୋଶାଳା ଠାରେ ଉଦ୍ଘାଟିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି…
ରାଉରକେଲା ର ବିକାଶ ପାଇଁ ଆଉଟଡୋର ରିଂରୋଡ ର ଆବଶ୍ୟକତା ରହିଛି : ଇଂ ବିଶି
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲା କୁ ଏକ ଆଉଟଡୋର ରିଂରୋଡ ର ଆବଶ୍ୟକତା ରହିଛି, ଯାହାକୁ ରାଉରକେଲା, କଲୁଙ୍ଗା, କାଂସବାହାଲ,ରାଜଗାଙ୍ଗପୁର, ଚାନ୍ଦିପୋଷ,ଜରେଇକେଲା, ନୁଆଗାଁ, ବିରମିତ୍ରପୁର କୁ ନେଇ ଏକ ଗ୍ରେଟର ରାଉରକେଲା କ୍ଷେତ୍ର ପ୍ରସ୍ତୁତ ହୋଇପାରିବ ବୋଲି ସଚେତନ ନାଗରିକ ମଞ୍ଚ…
ସାମ୍ବାଦିକ ଧିରେନ୍ଦ୍ର ଜାନୀ ଙ୍କୁ ଵିଡିଓ ଙ୍କ ଆକ୍ରମଣ ଓ ଗିରଫ୍ ଦାର ର ପ୍ରତିଵାଦ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା): ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ସାମ୍ବାଦିକ, ଆଜି ବିଭିନ୍ନ ସ୍ଥାନରେ ଅତର୍କିତ ଭାବେ ଆକ୍ରମଣର ଶିକାର ହେବାର ପରିଲକ୍ଷିତ ହେଉଛି । କିନ୍ତୁ ଏ ପର୍ଯ୍ୟନ୍ତ ସରକାର ଙ୍କ କୋୖଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲୋକଲୋଚନକୁ ଆସିବା ଜଣାପଡୁ…
ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୂଜନୋତ୍ସବ ଅନୁଷ୍ଠିତ ।
ପଦ୍ମପୁର :- ସ୍ଥାନୀୟ ନେହେରୁଗଳି ଛକ ସ୍ଥିତ ମା ଦକ୍ଷିଣେଶ୍ୱରୀ ମହାକାଳୀଙ୍କ ପୀଠରେ ମହସମାରୋହ ରେ ମା କାଳୀଙ୍କର ପୂଜା ଅନୁଷ୍ଠିତ ହେଉଛି। ଅକ୍ଟୋବର ୩୧ ରୁ କଳଶ ଯାତ୍ରା ସହ ମଧ୍ୟ ରାତ୍ର ଠାରୁ ମାଆଙ୍କର ଯଥା ରୀତି ପୂଜନୋତ୍ସବ ଆରମ୍ଭ ହୋଇଯାଇଛି। ଗତ କାଲି ସନ୍ଧ୍ୟାରେ ଏକ ଭବ୍ୟ…