ବିଜେପୁର ସୁଶାନ୍ତ ସାହୁ (ସାଶକ ପ୍ରଶାସକ )ବରଗଡ ଜ଼ିଲ୍ଲା ବିଜେପୁର ଵାରଗୋଡା ଗ୍ରାମ ରେ ଏକ ପରିବାର ରେ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି l ଶଙ୍କର ବିଶି (୬୮)ତାଙ୍କ ସ୍ତ୍ରୀ ଶଯ୍ୟାଶାୟୀ ହୋଇ ପଡିରହିଥିବା ବେଳେ ଗତ ୨ ସପ୍ତାହ ହେବ ତାଙ୍କର ଏକ ମାତ୍ର ପୁତ୍ର ଭଗବାନ ବିଶି ଘରୁ କୁଆଡେ ଚାଲିଯାଇଛନ୍ତି l ସୂଚନା ଅନୁଯାୟୀ ତାଙ୍କର ମାନସିକ ସ୍ଥିତି ଭଲ ନ ଥିବା ଗାଁ ଲୋକେ କହୁଛନ୍ତି l ଭଗବାନ ଙ୍କ ପିତା ମାତା ଙ୍କ ପାଇଁ କିଛି ସରକାରୀ ବ୍ୟବସ୍ଥା କରିବା ସହ ନିଖୋଜ ପୁଅକୁ ଖୋଜିବା କୁ ପ୍ରଶାସନ ଆଗରେ ଆକୁଳ ନିବେଦନ କରିଛନ୍ତି l
Sign in
Sign in
Recover your password.
A password will be e-mailed to you.
Prev Post