Sign in
Sign in
Recover your password.
A password will be e-mailed to you.
ଉନ୍ନୟନ କମିଶନର-ତଥା ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବନ୍ୟା ନିୟନ୍ତ୍ରଣ କକ୍ଷ ପରିଦର୍ଶନ
ସତର୍କ ଦୃଷ୍ଟି ରଖି ଜଳ ପରିଚାଳନା କରିବାକୁ ଯନ୍ତ୍ରୀ ଏବଂ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ।
ଭୁବନେଶ୍ୱର ତା-୦୮.୦୮.୨୦୨୪: ରାଜ୍ୟ ଉନ୍ନୟନ କମିଶନର-ତଥା -ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଆଜି ପୂର୍ବାହ୍ନରେସେଚ ସଦନସ୍ଥିତ ବନ୍ୟା ନିୟନ୍ତ୍ରଣ କକ୍ଷ…
ସରିଲା ପିଏମ୍-ପୋଷଣ ସମ୍ପର୍କିତ ପ୍ରଶିକ୍ଷଣ ଶିବିର, ଭାଗ ନେଲେ ୮୦୦ ପାଚିକା ତଥା ସହାୟିକା
ଭୁବନେଶ୍ୱର, ୦୭/୦୮/୨୦୨୪: ଶେଷ ହୋଇଛି ପାଚିକା ତଥା ସହାୟିକାଙ୍କ ପ୍ରଶିକ୍ଷଣ ଶିବିରା ଜୁଲାଇ ୭ ରେ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ…
ଅନିୟମିତତା ଅଭିଯୋଗରେ ସବ୍ରେଜିଷ୍ଟ୍ରାର ନିଲମ୍ବିତ
ଭୁବନେଶ୍ୱର, ୦୭/୦୮/୨୦୨୪: ଜମି ବିକ୍ରିରେ ବେଆଇନ୍ କାରବାର ନେଇ ଜଗତପୁରରେ କାର୍ଯ୍ୟରତ ସବ୍ରେଜିଷ୍ଟ୍ରାର୍ ଆର୍ଯ୍ୟଦୀପ୍ତ ଅରଣ୍ୟକ ସାମନ୍ତରାୟ ନିଲମ୍ବିତ ହୋଇଛନ୍ତିା ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ତାଙ୍କ ବିରୋଧରେ ଏହି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ…
ରାଜପଥ ସଂପ୍ରସାରଣ ପାଇଁ ଗଡକରୀଙ୍କ ପାଖରେ ଦାବି
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି-ବିଭିନ୍ନ ରାଜପଥକୁ ସଂପ୍ରସାରଣ କରି ଗୁଣପୁର ରାୟଗଡା ଓ ଭବାନୀପାଟଣା ସହ ଯୋଡିବାକୁ ଦାବି କରିଛି ଗୁଣପୁର ନବ ନିର୍ମାଣ ସମିତି । ସମିତିର କର୍ମକର୍ତ୍ତା ମାନେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ନିର୍ମାଣ ମନ୍ତ୍ରୀ ନିତିନ ଗଡକରୀ ଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ…
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟରେ ବାଣିଜ୍ଯ ଦିବସ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ବାଣିଜ୍ୟ ବିଭାଗ ଆନୁକୁଲ୍ୟରେ ବାଣିଜ୍ୟ ଦିବସ ଅନୁଷ୍ଠିତ ହୋଇଯାଇଛି।ବାଣିଜ୍ୟ ବିଭାଗର ମୁଖ୍ୟ ଶିବପ୍ରସାଦ ସେଠୀଙ୍କ ସଭାପତିତ୍ୱରେ…
ପୁରାତନ ଛାତ୍ର ଡ.ପ୍ରଫୁଲ୍ଲ କୁମାର ରଥଙ୍କର ଛାତ୍ରଛାତ୍ରୀଙ୍କୁ ପ୍ରେରଣାର ବାର୍ତ୍ତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହିଂଜିଳିକାଟୁ (ସ୍ୱୟଂଶାସିତ) ବିଜ୍ଞାନ ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ବିଦ୍ୟାଳୟର ପୁରାତନ ଛାତ୍ର ଡ. ପ୍ରଫୁଲ୍ଲ କୁମାର ରଥ ନବମ ଓ ଦଶମ ଶ୍ରେଣୀ…
ଗୋବରା ଅଞ୍ଚଳରେ ସାମୂହିକ ଔଷଧ ସେବନ ନିମନ୍ତେ ସଚେତନତା କାର୍ଯ୍ୟକ୍ରମ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ଫାଇଲେରିଆ ନିରାକରଣ ନିମନ୍ତେ ଚଳିତ ମାସ ଦଶ ତାରିଖରୁ 19 ତାରିଖ ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ I ଏହି ଅବସରରେ ଗୋବରା ଅଞ୍ଚଳରେ ସ୍ଵେଚ୍ଛାସେବୀ ଶିବରାମ ରାଊତଙ୍କ ସଂଯୋଜନାରେ ସାମୂହିକ ଔଷଧ ସେବନ ନିମନ୍ତେ ସଚେତନତା…
ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ
ଭବାନୀପାଟଣା(ଶାସକ ପ୍ରଶାସକ) ତା 06/08/2024ରିଖ ସ୍ଥାନୀୟ ତାରିଣୀ ମନ୍ଦିର ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ ସଡ଼କ ସୁରକ୍ଷା ଜୀବନ ରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି | ପ୍ରତି ଦିନ ନିଜ ନିଜ ର ଅସାବଧାନତା ଯୋଗୁଁ ହଜାର ହଜାର ଅମୂଲ୍ୟ ଜୀବନ ଯାଉଛି | ଦୁଇ ଚକିଆ ଚଳେଇଲା…
ଯବାନଙ୍କ ପାଇଁ ଛାତ୍ରୀ ପଠାଇଲେ ଦୁଇହଜାର ରାକ୍ଷୀ
କଳାହାଣ୍ଡି ଜିଲ୍ଲା ରୁ ରୋହିତ କୁମାର ନାଏକ/ଶାସକ ପ୍ରଶାସକ: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଶାସ୍ତ୍ରିଜୀ ମହିଳା ବିଦ୍ୟା ନିକେତନର ଛାତ୍ରୀମାନଙ୍କ ନିଆରା ପଦକ୍ଷେପ ଭାଇ ଏବଂ ଭଉଣୀ ମଧ୍ୟରେ ଯେଉଁ ନିଆରା ସମ୍ପର୍କକୁ ଆହୁରି ମଜବୁତ କରି ଗଢି ତୋଳେ ରାକ୍ଷୀର ବନ୍ଧନ। ଭଉଣୀ ହାତରୁ ରାକ୍ଷୀଟିଏ…
କଳାହାଣ୍ଡି ଜିଲ୍ଲାସ୍ତରୀୟ ହେକାଥନ ୨୦୨୩-୨୪
ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ ): ସଂଘର୍ଷ ହିଁ ଜୀବନର ମୂଳମନ୍ତ୍ର। ଯିଏ ନିଜକୁ ଯେତେ ପରିମାର୍ଜିତ କରିବ, ସିଏ ଜୀବନରେ ସେତେ ସଫଳତାର ଶୀର୍ଷକୁ ଛୁଇଁପାରିବ। ଏଥିପାଇଁ କଠିନ ପରିଶ୍ରମ ଓ ଡିଜିଟାଲି ଆମକୁ ଅଧିକ ସକ୍ଷମ ହେବାକୁ ପଡ଼ିବ ବୋଲି ଅତିଥିମାନେ ଜିଲ୍ଲାସ୍ତରୀୟ…