ଓରମାସ, ଜଗତସିଂହପୁର ପକ୍ଷରୁ ହାତ ତିଆରି ନିଆରା ରାକ୍ଷୀ ଷ୍ଟଲ ଉଦଘାଟିତ

ଜଗତସିଂହପୁର -ତା 13.8.24 ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ମ୍ୟୁନିସିପାଲିଟି ସମ୍ମୁଖରେ ଜିଲ୍ଲାପରିଷଦ ଓ ଓରମାସ ପକ୍ଷରୁ ପ୍ରଡ୍ୟୁସର ଗ୍ରୁପ ଦ୍ୱାରା ହାତ ତିଆରି ଟେରାକୋଟା ର ଏକ ନିଆରା ରାକ୍ଷୀ ଷ୍ଟଲ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ଏହି…

ଯୋଗାଣ ବିଭାଗ ତରଫରୁ ଡାବୁଗାଁ ରେ ରିହାତି ଦରରେ ଆଳୁ ବିକ୍ରି ଆରମ୍ଭ

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୧୨/୦୮/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଯୋଗାଣ ବିଭାଗ ତରଫରୁ ରିହାତି ଦରରେ ଆଳୁ ବିକ୍ରି ଆରମ୍ଭ କରାଯାଇଛି। କିଛି ଦିନ ହେବ ଓଡ଼ିଶାରେ ଆଳୁ ସଙ୍କଟ ଲାଗି ରହିଥିବା ବେଳେ…

ଅଂଚଳ ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ଓ ନିଶା ମୁକ୍ତ ସଚେତନତା ସଭା ଅନୁଷ୍ଠିତ

ପଦ୍ମପୁର:- ସ୍ଥାନୀୟ ଅଂଚଳ ମହାବିଦ୍ୟାଳୟ ଠାରେ ଅଧ୍ୟକ୍ଷ ଶ୍ରୀ ଲଳିତ ମୋହନ ପଣ୍ଡା ଙ୍କ ସଭାପତିତ୍ୱ ରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳନ ହେବା ସଙ୍ଗେ ସଙ୍ଗେ ନିଶା ମୁକ୍ତ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।ଶ୍ରୀ ପଣ୍ଡା ନିଶା ମୁକ୍ତ ଭାରତ ଗଠନ ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇବା ସହ ଏକ…

ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ-୨୦୨୦ରେ ଆବଶ୍ୟକ ସଂଶୋଧନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ…

• ପୂର୍ବ ରାଜ୍ୟ ସରକାର ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଆଇନ ୨୦୨୦ପ୍ରଣୟନ କରିଥିଲେ, ଯାହା ମୂଳ ଆଇନ ୧୯୮୯ରେ ଅନେକ ବ୍ୟାପକ ପରିବର୍ତ୍ତନ ଆଣିଥିଲା • ଏହି ଆଇନଟି ଶିକ୍ଷାନୁଷ୍ଠାନର ସ୍ୱାୟତତା, ଶିକ୍ଷାବିତ ମାନଙ୍କର ସ୍ୱାଧୀନତା ଓ ବିଶ୍ୱସନୀୟତାକୁ କ୍ଷୁର୍ଣ୍ଣ…

ମହିଳା ସ୍ନାତକ ମହାବିଦ୍ୟାଳୟରେ ‘‘ନିଶାମୁକ୍ତ ଭାରତ ଅଭିଯାନ ତଥା ଏକ୍ ପେଡ୍ ମାଁ କେ ନାମ୍” କାର୍ଯ୍ୟକ୍ରମ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ''ନିଶାମୁକ୍ତ ଭାରତ ଅଭିଯାନ'' ସଭାର ଆୟୋଜନ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନର ସହଯୋଗରେ ମହାବିଦ୍ୟାଳୟର…

ଦେଶର ସମସ୍ତ ୫୮,୦୦୦ ଉଚ୍ଚ ଶିକ୍ଷାନୁଷ୍ଠାନକୁ ରାଙ୍କିଂ ଓ ରେଟିଂ ଫ୍ରେମଓ୍ୱାର୍କରେ ସାମିଲ କରିବା ଜରୁରୀ –…

• ଦେଶର ଶ୍ରେଷ୍ଠ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକୁ ପୁରସ୍କୃତ କରିବା ସହ ଶୁଭେଚ୍ଛା ଜଣାଇଲେ• ଶିକ୍ଷାନୁଷ୍ଠାନର ଗୁଣବତ୍ତା, ପ୍ରଦର୍ଶନ ଓ ଶକ୍ତି ଜାଣିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଅଧିକାର• ନିଯୁକ୍ତି ଦକ୍ଷତାକୁ ଭାରତ ସରକାର ପ୍ରାଥମିକତା ଭାବେ ନେଇଛନ୍ତି • ଆମର ରାଙ୍କିଙ୍ଗ୍ ବ୍ୟବସ୍ଥାରେ…

ପାରଳାଖେମୁଣ୍ଡି ବନଖଣ୍ଡରେ “ବିଶ୍ୱ ହସ୍ତୀ ଦିବସ” ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ବନଖଣ୍ଡ ତରଫରୁ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ "ବିଶ୍ୱ ହସ୍ତୀ ଦିବସ" ପାଳିତ ହୋଇ ଯାଇଛି।ଏହି ଅବସରରେ ପାରଳାଖେମୁଣ୍ଡି ବନଖଣ୍ଡର ବନଖଣ୍ଡ ଅଧିକାରୀ ଶ୍ରୀ ଏସ୍.ଆନନ୍ଦ , ସହକାରୀ ବନ ସଂରକ୍ଷକ ଶ୍ରୀ…

ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର କାର୍ଯ୍ୟ ସମୀକ୍ଷା କଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ

https://youtu.be/e53tA2dn1WY ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ସହିତ ଜବରଦଖଲ ହଟାଇବାକୁ ନିର୍ଦ୍ଦେଶ ଭୁବନେଶ୍ୱର, ୧୨ । ୦୮ : ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଓଡିଶା ରାଜ୍ୟ ଗୃହ ନିର୍ମାଣ ବୋର୍ଡର ସମୀକ୍ଷା କରିଛନ୍ତି । ଖାରବେଳ…

ଅବ୍ୟବସ୍ଥା ଘେରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ଭଞ୍ଜନଗର ର ଜିଲ୍ଲା ମେଡ଼ିକାଲ ବୋର୍ଡ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:  ଆଜି ସୋମବାର ଅଗଷ୍ଟମାସ ୧୨ ତାରିଖ ୨୦୨୪ ଦିନ ଦେଖାଦେଇଛି ଭଞ୍ଜନଗର ସରକାରୀ ଡ଼ାକ୍ତରଖାନା ରେ ଦିବ୍ୟାଗଂ ଓ ଭିନ୍ନକ୍ଷମ ମାନଙ୍କ ଅଭାବନୀୟ ଦୃଶ୍ୟ। ଅନେକ ଭିନ୍ନକ୍ଷମ ନିଜ ନିଜ ର ଭିନ୍ନଭିନ୍ନ ଭିନ୍ନକ୍ଷମ ପ୍ରମାଣ ପତ୍ର ନିମନ୍ତେ ବହୁ ସମୟ ଠିଆ ହୋଇ ଥିବାର…

ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଜାତୀୟ ଏଣ୍ଟି ରେଗୀଙ୍ଗ ସଚେତନତା ଦିବସ ପାଳିତ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:  ଆଜି ଜାତୀୟ ଏଣ୍ଟି ରେଗିଙ୍ଗ ସଚେତନତା ଦିବସ।ଏହି ଅବସରରେ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ଜାତୀୟ ଏଣ୍ଟି ରେଗୀଙ୍ଗ ସଚେତନତ ଦିବସ ପାଳିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ଡ ଏ ଭି ଏନ ଏଲ ଶର୍ମା ଯୋଗ ଦେଇ ଆଜିର ଦିନରେ ସମସ୍ତେ…