ଟେକ୍ନୋ ଇଣ୍ଡିଆ ବିଶ୍ୱବଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ସମ୍ମାନସୂଚକ ଡକ୍ଟୋରେଟ୍‍

କୋଲକାତା,୧୨ ।୮: ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୋଲକାତାର ଏକ ପ୍ରମୁଖ ବିଶ୍ୱବିଦ୍ୟାଳୟ ଟେକ୍ନୋ ଇଣ୍ଡିଆ ୟୁନିଭରସିଟି (ଟିଆଇୟୁ)ପକ୍ଷରୁ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ପ୍ରଦାନ କରାଯାଇଛି । ଆଜି ବିଶ୍ୱବିଦ୍ୟାଳୟ ପକ୍ଷରୁ…

ନିଯୁକ୍ତି ପତ୍ର ଓ ୟୁନିଫର୍ମ ଦେଇ ଠକେଇ l

ଝାରବନ୍ଧ - ମନୋହର ଦାଶ: ବରଗଡ଼ ଜିଲ୍ଲା ଅଞ୍ଚଳ ରି ଯୁବକଙ୍କୁ ଚାକିରୀ ପ୍ରଲୋଭନ ଦେଇ ଠକେଇ ଅଭିଯୋଗ ରେ ଜଣେ ଯୁବକ ଗିରଫ ହୋଇଛି lବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅଞ୍ଚଳର ନିତେଇ ଗୌର ବାରିକ ନକଲି ନିଯୁକ୍ତି ପତ୍ର ଓ ୟୁନିଫର୍ମ ମଧ୍ୟ୍ୟ ଦେଇ ବେକାର ଯୁବକ ଙ୍କ ଠାରୁ ଟଙ୍କା ଠକିନେଇଥିବା l…

ଗୁଣପୁର ରୁ ଥେରୁବାଲି ପ୍ରକଳ୍ପ ଅନୁମୋଦନ ପରେ ବାଣ ଫୁଟାଇ ମିଠା ଖୁଆଇ ଖୁସି ମନାଇଲେ ଲୋକେ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଲମ୍ବା ସମୟ ଧରି ଦାବି ହୋଇ ଆସୁଥିବା ଗୁଣପୁର ଥେରୁବାଲି ରେଳପଥ ପ୍ରକଳ୍ପକୁ ଶୁକ୍ରବାର କେନ୍ଦ୍ର ସରକାର କ୍ଯାବିନେଟ୍ ରେ ଅନୁମୋଦନ କରିବା ପରେ ଗୁଣପୁର ଅଞ୍ଚଳରେ ଖୁସି ଦେଖା ଦେଇଛି। ଆଜି ସ୍ଥାନୀୟ ଷ୍ଟେସନ ଛକ ନିକଟ ରେ ଗୁଣପୁର ନବ ନିର୍ମାଣ ସମିତି…

ନୂଆପଡା ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶଙ୍କ ଯୋଗଦାନ

 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଲେ ନୂଆପଡ଼ା ଜିଲ୍ଲା ରୁ କଲିମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ମଧୁସୂଦନ ଦାଶ ଆଜି ଯୋଗଦାନ କରି ଦାୟିତ୍ୱ ଗ୍ରହଣ କରିଛନ୍ତି ! ଜିଲ୍ଲାପ୍ରଶାସନ ପକ୍ଷରୁ…

ଖଲ୍ଲିକୋଟ ଠାରୁ ଭୁବନେଶ୍ଵରକୁ ସଂଯୋଗକାରୀ ରାସ୍ତା ସଙ୍କଟାପନ୍ନ।

https://youtu.be/v55U4o7ELg4 (ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା।) ମନୁଷ୍ୟ ସଂକ୍ରମିତ ହେଲେ କିମ୍ବା ଶରୀରର କୋୖଣସି ଅଙ୍ଗପ୍ରତ୍ୟଙ୍ଗ କଟିଗଲେ ,ସାଙ୍ଗେ ସାଙ୍ଗେ ଚିକିତ୍ସାଳୟ କୁ ଧାଇଁ ଵାର ପରିଲକ୍ଷିତ ହୋଇଥାଏ । କିନ୍ତୁ ଏଅଵସରରେ କହିବାକୁ ଗଲେ, ଖଲ୍ଲିକୋଟ ଠାରୁ…

ଜିଲ୍ଲାପାଳଙ୍କୁ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ସ୍ଥିତ ସ୍ଥାନୀୟ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତା ରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ…

ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ପାରଳା ରେଳ ଷ୍ଟେସନ ଠାରେ ସ୍ଵଚ୍ଛ ଭାରତ ଅଭିଯାନ…

https://youtu.be/PM8vWwyYU90 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଆଜି ଗଜପତି ଜିଲ୍ଲା ବିଜେପି ପକ୍ଷରୁ ୭୭ ତମ ସ୍ବାଧିନତା ଦିବସ ଉପଲକ୍ଷେ ଆଜି ପାରଳାଖେମୁଣ୍ଡି ସ୍ଥିତ ରେଳ ଷ୍ଟେସନ ପରିସରରେ ସ୍ଵଚ୍ଛ ଭାରତ ଅଭିଯାନ…

ଜାତୀୟ ପତାକା ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

https://youtu.be/p_-9Ro2NM9Y  ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଭାରତର ସ୍ୱାଧୀନତାର ୭୮ତମ ପାଳନ ଉପଲକ୍ଷେ ଆଜାଦି କା ଅମ୍ରିତ ମହୋତ୍ସବ ପାଳନ ଅବସର ରେ ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ''ହର ଘର ତ୍ରିରଙ୍ଗା'' ଅଭିଯାନ ରେ ପ୍ରତ୍ୟେକ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ…

ସେପ୍ଟେମ୍ବର ୮ରେ ଗୁଣପୁର କଳିଙ୍ଗ ବୈଶ୍ୟ ସଂଘ କର୍ମକର୍ତ୍ତା ନିର୍ବାଚନ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ବହୁ ପ୍ରତିକ୍ଷିତ ସ୍ଥାନୀୟ କଳିଙ୍ଗ ବୈଶ୍ୟ ସଂଘର କର୍ମକର୍ତ୍ତା ନିର୍ବାଚନ ସେପ୍ଟେମ୍ବର ୮ ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଗୁରୁବାର ଦିନ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ କୁହାଯାଇଛିଯେ ଅଗଷ୍ଟ ୮ ରେ ଭୋଟର ତାଲିକା ପ୍ରକାଶ ପାଇବ।ଅଗଷ୍ଟ ୨୨…

ଠିକାଦାର ବିଆର୍ସି ର ଅବହେଳା, ପ୍ରଶାସନ ଚୁପ୍ ଓ କର୍ତ୍ତୃପକ୍ଷ ପାଲଟିଛି ଅନ୍ଧ ବାରମ୍ବାର ଦୁର୍ଘଟଣା ଶିକାର ଜନସାଧାରଣ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ସହରର ବାଇ ପାସ୍ ରାସ୍ତା ନିର୍ମାଣ ମନ୍ଥନ ଗତିରେ ଚାଲିଛି। ଫଳରେ ଯାନବାହାନ ଚଳାଚଳ ରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ପ୍ରତିଦିନ ଛୋଟ ବଡ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ରାତ୍ରି ସମୟରେ ଠିକ୍ ଭାବେ ରାସ୍ତା ଦେଖା…