କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ତରଫ ରୁ କୃତିମ ଅଙ୍ଗ ବଣ୍ଟନ

ଭୁବନେଶ୍ୱର: କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍ ତରଫ ରୁ ଏମ୍ସ, ଭୁବନେଶ୍ବର ସହିତ ସମନ୍ଵୟ ରକ୍ଷା କରି ମଙ୍ଗଳବାର ଦିନ କର୍କଟ ପୀଡ଼ିତାଙ୍କୁ ଏମ୍ସ ଠାରେ କୃତିମ ଅଙ୍ଗ ଯୋଗାଇ ଦିଆଯାଇଛି। ସୂଚନାନୁସାରେ, କୋଣାର୍କ କ୍ୟାନ୍ସର ଫାଉଣ୍ଡେସନ୍, କର୍କଟ ପୀଡ଼ିତଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ଯୋଜନା ଏବଂ…

ମୟୂରଭଞ୍ଜ ଜିଲ୍ଲାରେ ଲଘୁଖଣିଜ ଦ୍ରବ୍ୟର ପରିଚାଳନା ପାଇଁ ଜିଲ୍ଲା ସର୍ଭେ ରିପୋର୍ଟ କୁ ତୃଟିପୁର୍ଣ୍ଣ ଦର୍ଶାଇ ଖଣିଜ…

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ତହସିଲ ଅନ୍ତର୍ଗତ ବୁଢାବଳଙ୍ଗ ବାଲିଶଯ୍ୟା-୧ର ଉତ୍ସକୁ ୫ବର୍ଷ ଲିଜ୍ ଦେବାପାଇଁ ପ୍ରକାଶିତ ୨୦ଜୁନ ୨୦୨୪ ର ବିଜ୍ଞପ୍ତିକୁ ବିରୋଧ କରି ପରିବେଶବିତ ବିବେକାନନ୍ଦ ପଟନାୟକଙ୍କ ଜାତୀୟ ଗ୍ରୀନ ଟ୍ରୀବ୍ୟୁନାଲ (ଏନଜିଟି) ରେ ମାମଲା ଦାୟର କରିଥିଲେ । ମାମଲାର…

ସୁଭଦ୍ରା ଯୋଜନା ପାଇଁ ଜିଲ୍ଲାପାଳଙ୍କ ମାଧ୍ୟମରେ ଫିଡ୍‌ବ୍ୟାକ ସଂଗ୍ରହ କରିବା ଏକ ପ୍ରହସନ: ବିଜେଡି

ରାଜ୍ୟର ଅଧିକାଂଶ ମହିଳା ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ଆୟ ପ୍ରମାଣପତ୍ର ଓ ଜାତିଗତ ପ୍ରମାଣପତ୍ର ପାଇଁ ଖର୍ଚ୍ଚାନ୍ତ ହୋଇଥିଲେ ରାଜ୍ୟର ଅଧିକାଂଶ ମହିଳା ଭୁବନେଶ୍ୱର, ୧୩/୦୮/୨୦୨୪: ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ…

ସାମାଜିକ ବିଶୃଙ୍ଖଳାରେ ବ୍ୟଥିତ ନବୀନ ଲୋକଙ୍କୁ କଲେ ଅପିଲ

ସବୁ ବର୍ଗର ଲୋକଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ କଲେ ଅନୁରୋଧ ଭୁବନେଶ୍ୱର ; ଏବେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସାମାଜିକ ବିଶୃଙ୍ଖଳା ଘଟୁଥିବାର ଖବରରେ ଚିନ୍ତା ପ୍ରକଟ କରଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ | ଏହି…

ଓଡିଶାକୁ ଦେଶର ସ୍ଵଚ୍ଛତମ ରାଜ୍ୟ କରିବାକୁ ଆହ୍ଵାନ

ଗୋପାଳପୁର; ଓଡ଼ିଶାକୁ ଦେଶର ସବୁଠାରୁ ପରିଷ୍କାର ରାଜ୍ୟ କରିବା ପାଇଁ ଉତ୍ସର୍ଗୀକୃତ ଭାବେ କାର୍ଯ୍ୟ କରିବାର ସମୟ ଆସିଛି । ଏହି ମାଇଲଖୁଣ୍ଟ ହାସଲ କରିବାକୁ ସମସ୍ତ ପୌରପାଳିକା ଗୁଡିକୁ ଯଥା ସମ୍ଭବ ଉଦ୍ୟମ କରିବାକୁ ପଡିବ | ଏହି ଲକ୍ଷ୍ୟ ହାସଲ ପାଇଁ ରାଜ୍ୟ ସରକାରଙ୍କ ଦ୍ଵାରା ପୌରପାଳିକା…

କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କ ସହ ଓଡିଶା ମୁଖ୍ୟମନ୍ତ୍ରୀଙ୍କ ବୈଠକ

ଜାତୀୟ ରାଜପଥ ର ପ୍ରକଳ୍ପ ଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ଓ ଭବିଷ୍ୟତର ଖସଡ଼ା ପ୍ରସ୍ତୁତ ଉପରେ ବୈଠକ ନୂଆଦିଲ୍ଲୀ: ୧୩ ଅଗଷ୍ଟ:  ମୁଖ୍ୟମନ୍ତ୍ରୀ ଓଡ଼ିଶା ଶ୍ରୀ ମୋହନ ଚରଣ ମାଝୀ, ଆଇନ, ପୂର୍ତ୍ତ, ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ଵୀରାଜ ହରିଚନ୍ଦନ, ଜାତୀୟ ରାଜପଥ ପ୍ରାଧିକରଣ (NHAI) ଏବଂ NH…

ସୁଦୃଢ ଶିକ୍ଷାନୀତିର ପ୍ରଣୟନ ଆଣିବ ଉଚ୍ଚଶିକ୍ଷା କ୍ଷେତ୍ରରେ ବିପ୍ଳବ : ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଆଲୋଚନା ଚକ୍ର ଭୁବନେଶ୍ୱର, ୧୩/୦୮ : ଆଜି ଲୋକସେବା ଭବନରେ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ, ଉଚ୍ଚଶିକ୍ଷା ବିଭାଗର ଆନୁକୂଲ୍ୟରେ ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ସ୍ନାତକ ସ୍ତରରେ ଜାତୀୟ ଶିକ୍ଷାନୀତି ୨୦୨୦ ପ୍ରଣୟନ…

ଭବାନୀପାଟଣା ଠାରେ “ଘରେ ଘରେ ତ୍ରିରଙ୍ଗା” ଅଭିଯାନ ମହା ଉଲ୍ଲାସ ରେ ପାଳିତ

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା ୧୩.୮.୨୦୨୪: ଆଜି ଜିଲ୍ଲା ସଦର ମହକୁମା ଭବାନପାଟଣା ଠାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ" ଘରେ ଘରେ ତ୍ରିରଙ୍ଗା "ମହା ଉଲ୍ଲାସ ରେ ପାଳିତ ହୋଇଯାଇଛି।ଏହି ଅବସରରେ ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଏକ ତ୍ରିରଙ୍ଗା…

ଘରେ ଘରେ ତ୍ରିରଙ୍ଗା ଅଭିଯାନ: ଜିଲ୍ଲା ସ୍ତରୀୟ ତ୍ରିରଙ୍ଗା ଶୋଭାଯାତ୍ରା

ବରଗଡ : - ୭୮ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଓଡିଶା ସରକାରଙ୍କ ନିର୍ଦେଶ କ୍ରମେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇଛି I ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ସମଗ୍ର ଭାରତର ନାଗରିକଙ୍କୁ ସାମିଲ କରି ବିଭିନ୍ନତା ମଧ୍ୟରେ…

ଜଗତସିଂହପୁର ଜିଲ୍ଲାରେ ଘରେ ଘରେ ତ୍ରିରଙ୍ଗା ଅଭିଯାନ ରେ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ

ଜଗତସିଂହପୁର, ତା୧୩.୮.୨୪ ସୁମନ୍ତ କୁମାର ଦାସ: ଆଜି ସକାଳ ୮ ଘଟିକା ସମୟରେ ସ୍ଥାନୀୟ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମ୍ ଠାରେ ଜଗତସିଂହପୁର ବିଧାୟକ ଶ୍ରୀ ଅମରେନ୍ଦ୍ର ଦାସଙ୍କ ଦ୍ଵାରା ତ୍ରିରଙ୍ଗା ଯାତ୍ରାର ଶୁଭାରମ୍ଭ ହୋଇଯାଇଛି। ପ୍ରକାଶ ଥାଉ କି, ସ୍ଵାଧୀନତାର ୭୭ ବର୍ଷ ପୂର୍ତ୍ତି ଉପଲକ୍ଷେ…