Sign in
Sign in
Recover your password.
A password will be e-mailed to you.
ଭିନ୍ନକ୍ଷମଙ୍କ ଆଶା ଓ ବିଶ୍ୱାସ ” ଶ୍ରଦ୍ଧା”: ମାନବ ଅଧିକାର ହିଁ ଭିନ୍ନକ୍ଷମଙ୍କ ଅଧିକାର
ରାଉରକେଲା,(ବସନ୍ତ କୁମାର ଜେନା): ଭିନ୍ନକ୍ଷମ ଓ ଅବହେଳିତ ନିଷ୍ପେସିତ ଙ୍କୁ ସାହାଯ୍ୟ, ସହଯୋଗ ତଥା ସେମାନଙ୍କୁ ଆର୍ଥିକ ସ୍ବାବଲମ୍ବୀ କରିଥିବା ସହରର କେତେକ ହାତଗଣତି ଅନୁଷ୍ଠାନ ମଧ୍ୟରେ ଶ୍ରଦ୍ଧା ର ନାମ ସର୍ବାଗ୍ରେ ରହିଛି। ଏହା ସମସ୍ତେ ଜାଣନ୍ତି। ସମାଜରେ ଥିବା ଦିବ୍ୟାଙ୍ଗ ବା ମାନସିକ…
ଘରେ ଘରେ ତ୍ରିରଙ୍ଗା ଅଭିଯାନ ଉପରେ ବିରାଟ ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/WjfCjf3job0
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ( ମଙ୍ଗଳବାର) ଘରେ ଘରେ ତ୍ରିରଙ୍ଗା ଅଭିଯାନ ସମ୍ପର୍କିତ ଏକ ବିରାଟ ଶୋଭାଯାତ୍ରା ସମେତ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ୱାଧୀନତା ଦିବସ ପାଳନ ଅବସରରେ…
ବିଶ୍ୱ ଯୁବ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜନଶିକ୍ଷା ସଂସ୍ଥାନ ତରଫରୁ ବିଶ୍ୱ ଯୁବ ଦିବସ ପାଳିତ ହୋଇଯାଇଛି।ଉକ୍ତ ସଂସ୍ଥାର ନିର୍ଦ୍ଦେଶକ ପି.ଜୀବନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଂସ୍ଥାର ଅଧ୍ୟକ୍ଷ ଏ.ଜଗନ୍ନାଥ ରାଜୁ ମୁଖ୍ୟଅତିଥି ରୂପେ ଯୋଗଦାନ କରିଥିଲେ। ଏହି…
ବିଜେପୁର ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ।
ପଦ୍ମପୁର :- ବରଗଡ ଜ଼ିଲ୍ଲା ବିଜେପୁର ଠାରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବିଜେପୁର ବିଡିଓ ସରୋଜ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମ ରେ ବିଜେପୁର ର ଶତାଧିକ ଛାତ୍ର ଛାତ୍ରୀ ଶୋଭାଯାତ୍ରା ରେ ସାମିଲ ହୋଇ ଥିଲେ। ଭାରତ ମାତା କି ଜୟ ସ୍ଲୋଗାନ…
ଘେଁସ ଠାରେ ବକେୟା ଫସଲ ବୀମା ପାଇଁ ଚାଷୀ ବୈଠକ ଅନୁଷ୍ଠିତ।
ପଦ୍ମପୁର :- ଚାଷୀ ବରଗଡ ଜ଼ିଲ୍ଲା ସହିଦ ମାଟି ଘେଁସ ମଣ୍ଡି ଠାରେ ମୁରଲୀ ଭୋଇ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସଭାରେ ଚାଷୀ ନେତା ରମେଶ ମହାପାତ୍ର ଉପସ୍ଥିତ ରହି ଚାଷୀ ମଣ୍ଡି ସମସ୍ୟା 2021ବର୍ଷ ର ବକେୟା ଫସଲାବୀମା. ବିଦ୍ୟୁତ ସମସ୍ୟା.ଓ ଅନେକ ଚାଷୀ ସମସ୍ୟା ଉପରେ ଆଲୋଚନା…
ରାଜ୍ୟରେ ଜାତୀୟ ରାଜପଥ ବିକାଶ ସକାଶେ ୨୧୬୫୦ କୋଟି ଟଙ୍କାର ଅନୁଦାନ
ରାଜ୍ୟରେ ଗମନାଗମନ କ୍ଷେତ୍ରରେ ସ୍ୱର୍ଣ୍ଣିମ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି: ମନମୋହନ ସାମଲ
ପ୍ରଧାନମନ୍ତ୍ରୀ, କେନ୍ଦ୍ର ସଡକ ଓ ପରିବହମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ରାଜ୍ୟ ସଭାପତି
ଭୁବନେଶ୍ୱର,ତା.୧୩/୦୮: କେନ୍ଦ୍ରରେ ମୋଦି ସରକାର ଏବଂ ରାଜ୍ୟରେ ପ୍ରଥମ ଥର…
ସନ୍ଦିଗ୍ଧ ବାଂଲାଦେଶୀ ଙ୍କ ଅନୁପ୍ରବେଶରେ ରୋକ ଲଗେଇବା ନେଇ ଅସ୍ତରଙ୍ଗ ଉପକୂଳରେ ହାଇ ଆଲର୍ଟ ।
ଅସ୍ତରଙ୍ଗ/ଦୁଃଶାସନ ନାୟକ: ବଙ୍ଗଲାଦେଶ ରେ ଲାଗିରହିଥିବା ଅସ୍ଥିରତା ଏବଂ ହିଂସା କାରଣ ରୁ ହଜାର ହଜାର ବାଂଲାଦେଶୀ ବର୍ତ୍ତମାନ ବିଭିନ୍ନ ଗଳା ବାଟ ଦେଇ ଓଡିଶା ଭିତର କୁ ପ୍ରବେଶ କରିବାକୁ ଅପେକ୍ଷା କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ଓଡିଶା ର ସମଗ୍ର ସମୁଦ୍ର ଉପକୂଳ ଅଞ୍ଚଳ ବର୍ତ୍ତମାନ…
‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ: ମିଶନ ଶକ୍ତି ମା’ ମାନେ ପ୍ରସ୍ତୁତ କଲେ ୫୪ ଲକ୍ଷ ତ୍ରିରଙ୍ଗା
ଭୁବନେଶ୍ୱର, ତା ୧୩/୦୮/୨୦୨୪ ରିଖ: ଚଳିତ ବର୍ଷ 'ଆଜାଦୀ କା ଅମୃତ ମହୋତ୍ସବ' ଅଧୀନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ଭାରତୀୟ ପରିବାରଙ୍କୁ ୦୯-୧୫ ଅଗଷ୍ଟ ମଧ୍ୟରେ ନିଜ ଘରେ…
ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦ୍ୱାରା ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର ଉଦ୍ଘାଟିତ
ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନରେ ନବ ର୍ନିମିତ ଇ-ଗଭର୍ଣ୍ଣାନ୍ସ କେନ୍ଦ୍ର (ଆଇଟି ସେଲ) ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛିା ଏହି ଅବସରରେ ପଞ୍ଚାୟତିରାଜ ଓ…
ପରଲୋକ ରେ କଳାକାର ଏବଂ ପୋଲିସ ଅଧିକାରୀ ଗୋପାଳ ସାହୁ (ଏଲି ) l
ଝାରବନ୍ଧ -ମନୋହର ଦାଶ: ବରଗଡ଼ ଧନୁଯାତ୍ରା ର ପରସିଦ୍ଧ କଂସ ଭୂମିକା ରେ ଅଭିନୟ କରିଥିବା ତଥା ଅବସରପ୍ରାପ୍ତ ପୋଲିସ ଅଧିକାରୀ ଗୋପାଳ ସାହୁ (ଏଲି ) ଦୀର୍ଘ 23 ବର୍ଷ ଧରି ଅଭିନୟ କରିଥିବା ଆଉ ଆମ ଗହଣ ରେ ନାହାନ୍ତି l ଝାରସୁଗୁଡା ଠାରେ ତାଙ୍କ ଦେହାନ୍ତ ଘଟିଛି ମଧୁମେୟ କାରଣ ରୁ ଅସୁସ୍ଥ ଥିଲେ…