Sign in
Sign in
Recover your password.
A password will be e-mailed to you.
ଜାତୀୟ ସେବା ଯୋଜନା ପକ୍ଷରୁ ବୃକ୍ଷରୋପଣ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି…
ଚିକିଟି ବେଆଇନ ମଦ କାରବାର ନେଇ ରାଜ୍ୟ ସରକାରଙ୍କ କାର୍ଯ୍ୟନୁଷ୍ଠାନ
ଭୁବନେଶ୍ୱର :ବେଆଇନ ମଦ କାରବାର କାରବାର ଘଟଣାରେ ମାନ୍ୟବର ଅବକାରୀ ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ କମିଶନର ଆଜି ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି । ସେହିପରି ଅବକାରୀ ଅଧୀକ୍ଷକ, ବ୍ରହ୍ମପୁରଙ୍କୁ ତାଙ୍କ ସ୍ଥାନରୁ ଅପସାରଣ ନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି…
୧୦ ଦଫା ଦାବି ନେଇ ଓଡିଶା ନର୍ସିଂ କର୍ମଚାରୀ ସଂଘର ୨୭ ରୁ ଆନ୍ଦୋଳନ ଚେତାବନୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ଗୁଣପୁର ୧୦ ଦଫା ଦାବିରେ ରାଜ୍ୟର ସମସ୍ତ ନର୍ସିଂ କର୍ମଚାରୀ ଆସନ୍ତା ୨୭ରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଗତ ୧୪ ତାରିଖରୁ ରାୟଗଡା ଜିଲ୍ଲା ଓ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ନର୍ସିଂ କର୍ମଚାରୀ ୭ ଦିନ କଳା ପଟି ପରିଧାନ କରି…
ଦୁର୍ଘଟଣାଗ୍ରସ୍ତଙ୍କୁ ଭେଟିଲେ ପରିବହନ ମନ୍ତ୍ରୀ, ଗଞ୍ଜାମ ସଡ଼କ ଦୁର୍ଘଟଣାର ତଦନ୍ତ ହେବ
ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ସମରଝୋଳ ଛକରେ ଆଜି ଭୋରରୁ ସଂଘଟିତ ସଡ଼କ ଦୁର୍ଘଟଣାରେ ଆହତ ହୋଇ ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କୁ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଭେଟିଛନ୍ତିା ମନ୍ତ୍ରୀ ଶ୍ରୀ ଜେନା…
ଗଞ୍ଜାମରେ ‘ଅନୋଖା ଧାଗା’ କେନ୍ଦ୍ର ପ୍ରତିଷ୍ଠା କଲା ଟିପିଏସ୍ଓଡିଏଲ୍ : ମହିଳା ଦକ୍ଷତା ଓ ଉଦ୍ୟମିତାକୁ ଗୁରୁତ୍ୱ
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବାହାଦୂରପେଟା ଗ୍ରାମରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ‘ଅନୋଖା ଧାଗା’ କେନ୍ଦ୍ର ଉଦଘାଟିତ ହୋଇଛି । ଟାଟା ପାଓ୍ୱାରର ପରିକଳ୍ପନାରେ ସୃଷ୍ଟି ହୋଇଥିବା ଏହି ପଦକ୍ଷେପ ସଂପ୍ରତି ଟିପିଏସ୍ଓଡିଏଲରେ…
ଭାରତ ବନ୍ଦ ପାଳନ କାଶୀପୁର ବ୍ଲକ ରେ ଶାନ୍ତି ଶୃଙ୍ଖଳାରେ ଶେଷ।
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ସୁପ୍ରିମକୋର୍ଟଙ୍କ ଗତ ୦୧/ଅଗଷ୍ଟ ୨୦୨୪ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସାମ୍ବିଧାନିକ ଅଧିକାର ରେ ଯେଉଁ ସଂରକ୍ଷଣ ର ବ୍ୟବସ୍ଥା ଅଛି ତାହାକୁ ଉକ୍ତ ଜାତିଭିତରେ ସଂରକ୍ଷଣ ର ବର୍ଗୀକରଣ କରାଯାଇ ପାରିବ ବୋଲି ମାନ୍ୟବର ସୁପ୍ରିମକୋର୍ଟ ର ଏକ ୭ଜଣିଆ…
ଭାରତ ବନ୍ଦ ଆଂଶିକ ସଫଳ : ସଂରକ୍ଷଣ ବର୍ଗୀକରଣ ବନ୍ଦ ଦାବିରେ ଆଦିବାସୀ ହରିଜନ ସମନ୍ଵୟ ପରିଷଦ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଅନୁସୂଚିତ ଜାତି-ଜନଜାତିଙ୍କୁ ସଂରକ୍ଷଣରେ ଗତ ଅଗଷ୍ଟ ୧ ତାରିଖ ରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟ ନିଷ୍ପତ୍ତିକୁ ବିରୋଧ କରି ଆଦିବାସୀ ମହାସଂଘ ପକ୍ଷରୁ ଦିଆ ଯାଇଥିବା "ଭାରତ ବନ୍ଦ" ଡାକରା ଆଜି ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ…
ବର୍ଷେ ହେଲାଣି ଜିଲ୍ଲା ପରିଷଦ ବୈଠକ ବସି ପାରୁନି
ପୁରୀ, (ଅନିମେଶ ପଟ୍ଟନାୟକ): ପୁରୀ ଜିଲ୍ଲା ପରିଷଦ ବୈଠକ ଦୀର୍ଘ ଏକ ବର୍ଷ ହେଲାଣି ଅନୁଷ୍ଠିତ ହୋଇପାରୁନାହିଁ |ଯାହାଫଳରେ ଜିଲ୍ଲା ର ଉନ୍ନୟନ କାମ ଓ ଯୋଜନା ପ୍ରସ୍ତୁତ ହୋଇପାରୁନାହିଁ |ବର୍ଷକୁ ଚାରିଥର ବୈଠକ ବସିବା ନିୟମ ଥିବାବେଳେ ଗୋଟିଏ ବୈଠକ ବସିନପାରିବା ଘଟଣା ସଭ୍ୟ ମାନଙ୍କ ମନକୁ…
ନିଖିଳ ଉତ୍କଳ ଖଡୁରା ସମାଜର ପ୍ରଥମ ବାର୍ଷିକ ଉତ୍ସବ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ନିଖିଳ ଉତ୍କଳ ଖଡୁରା ସମାଜର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ବଣିକ ସଂଘ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି I ନିଖିଳ ଉତ୍କଳ ଖଡୁରା ସମାଜର ସଭାପତି ସୁରେନ୍ଦ୍ର କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହୀ କାର୍ଯ୍ୟକ୍ରମରେ ଅତିଥି ରୂପେ…
ଏସ ଟି /ଏସ ସି ସଂରକ୍ଷଣକୁ ନେଇ ସୁପ୍ରିମ କୋର୍ଟ ଙ୍କ ରାୟ ବିରୁଦ୍ଧରେ ଡାବୁଗାଁ ରେ ୧୨ ଘଣ୍ଟିଆ ବନ୍ଦ ପାଳନ
ଡାବୁଗାଁ (ଶାସକ ପ୍ରଶାସକ )ତା ୨୧/୦୮/୨୪ ନିକଟରେ ଏସ ଟି/ଏସ ସି ସଂରକ୍ଷଣରେ କ୍ରୀମି ସ୍ଥର ଓ ଉପ ବର୍ଗୀକରଣ ସୃଷ୍ଟି କରିବାକୁ ସୁପ୍ରିମକୋର୍ଟ ଙ୍କ ନିଷ୍ପତ୍ତି କୁ ବିରୋଧ କରି ଆଜି ଏସ ଟି / ଏସ ସି ମିଳିତ ସଂଘ ତରଫରୁ ଭାରତ ବନ୍ଦ ଡାକରା ଦିଆ ଯାଇଥିଲା। ଏହି କ୍ରମରେ ଆଜି ଡାବୁଗାଁ ରେ ମଧ୍ୟ…