ଚଳିତ ବର୍ଷଠାରୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ

ଭୁବନେଶ୍‌ର ,୨୩/ ୮ - ଚଳିତ ବର୍ଷଠାରୁ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯିବ । ଏ ବାବଦରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଚଳିତ ମାସ ୩୧ ତାରିଖ ଦିନ ନିଖିଳ ଭାରତ…

ଭକ୍ତି ଅର୍ଘ୍ୟ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର : ଜଣାଶୁଣା ଲେଖକ ଶ୍ରୀ ପ୍ରଫୁଲ୍ଲ ମହାଲିକଙ୍କ ଦ୍ଵାରା ଲିଖିତ ଭକ୍ତି ପୁସ୍ତକ ' ଭକ୍ତି ଅର୍ଘ୍ୟ' ଆଜି ଓଡ଼ିଶା ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀଯୁକ୍ତ ବିଷ୍ଣୁପଦ ସେଠୀ ଙ୍କ କର କମଳରେ ଲୋକସେବା ଭବନ ନିଜ ପ୍ରକୋଷ୍ଠ ରେ ଉନ୍ମୋଚିତ ହୋଇ ଅଛି।…

ପରିବେଶ ଅନୁକୂଳ ଧୂପକାଠି ତିଆରି କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

ମହିଳା ସଶକ୍ତିକରଣ ଦିଗରେ ଆଉ ଏକ ପଦକ୍ଷେପ ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ୍ ରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଏକ ଧୂପକାଠି ତିଆରି କେନ୍ଦ୍ର ଉଦଘାଟିତ ହୋଇଛି। ଏହାର ନାମ ମଙ୍ଗଳମ୍ ଧୂପକାଠି ସେଣ୍ଟର । ଗ୍ରାମାଞ୍ଚଳ…

ବଜାଜ ଅଟୋ ପକ୍ଷରୁ ବ୍ରହ୍ମପୁରର ଶ୍ରୀରାମ ଅଟୋରେ ନୂଆ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ଉନ୍ମୋଚିତ: ‘ଟେକ୍ନୋଲୋଜି ନୟି,…

 ବଜାଜ ଆର୍‌ଇ ଇ-ଟେକ୍ ୯.୦ ଯାତ୍ରୀବାହୀ ଇଲେକ୍ଟ୍ରିକ୍ ତିନିଚକିଆ ଯାନରେ ୮.୯ କିଲୋୱାଟ୍ ବ୍ୟାଟେରି ରହିଛି ଯାହା ୧୭୮ କିମି ରେଂଜ୍ ପ୍ରଦାନ କରୁଛି(ଏଆର୍‌ଏଆଇ ସାର୍ଟିଫିକେସନ ଅନୁସାରେ) କାର୍ଗୋ ଇଲେକ୍ଟ୍ରିକ୍ ତିନିଚକିଆ ଯାନ ବଜାଜ ମାକ୍ସିମା କାର୍ଗୋ ଇ-ଟେକ୍ ୯.୦ରେ ୮.୯…

ମାତୃଜାତିର ଅସମ୍ମାନ ବିଜେଡିର ଚରିତ୍ର: ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ

 ଗଣତନ୍ତ୍ରର ପବିତ୍ର ଗୃହରେ ବିଜେଡି ବିଧାୟକଙ୍କ ବ୍ୟବହାର/ଆଚରଣ ଅତ୍ୟନ୍ତ ଲଜ୍ଜାଜନକ, ଦୁର୍ଭାଗ୍ୟଜନକ ଓ ଦୁଃଖଦାୟକ  ବିଜେଡି ସରକାର ସମୟରେ ମହିଳା ବିରୋଧୀ ଅପରାଧିକ କାର୍ଯ୍ୟକଳାପରେ ଓଡ଼ିଶା ଏକ ନମ୍ବର ଥିଲା  ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବିଜେଡି ବିଧାୟକମାନେ ଏଭଳି…

ପବିତ୍ର ଗଣ ପର୍ବ ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

https://youtu.be/oL0Xl6fYbng ବରଗଡ :- " ନୁଆଁଖାଇ " ପଶ୍ଚିମ ଓଡିଶା ବାସୀ ଙ୍କର ସବୁଠାରୁ ବଡ଼ ପର୍ବ । ଘର କିମ୍ବା ଗ୍ରାମର ଯିଏ ଯେଉଁଠି ବି ଥାଉ ନା କାହିଁକି ଏହି ମହାନ ଗଣପର୍ବ କୁ ପାଳନ କରିବା ପାଇଁ ଦେଶ ବିଦେଶରୁ ନିଜ ଘର ଓ ଗ୍ରାମକୁ ଛୁଟି ଆସିଥାନ୍ତି ଲୋକେ । ଘରର ସମସ୍ତେ ମିଶି…

ଲୟଲା ଇଣ୍ଟରନ୍ୟାସନାଲ ସ୍କୁଲ ସିଏସଏମ୍ ସିନାପ୍ସ ୩.୦ ସ୍କୁଲ କ୍ବିଜ୍ ବିଜେତା, ୟୁନିଟ୍-୮ ଡିଏଭି ରନର ଅପ୍

ଭୁବନେଶ୍ବର : ଓଡ଼ିଶାର ପ୍ରମୁଖ ଆନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ସିଏସ୍ଏମ୍ ସିନାପ୍ସର ତୃତୀୟ ସଂସ୍କରଣରେ ଲୟଲା ଇଣ୍ଟରନ୍ୟାସନାଲ୍ ସ୍କୁଲ ଚାମ୍ପିୟନ ହୋଇଛି। ଚଳିତ ବର୍ଷର ପ୍ରତିଯୋଗିତାରେ ଆହ୍ବାନମୂଳକ ପ୍ରଶ୍ନ, ଆକର୍ଷଣୀୟ ରୋମାଞ୍ଚଭରା ଖେଳ ଏବଂ ଆକର୍ଷଣୀୟ ପୁରସ୍କାରର ମିଶ୍ରଣ…

ସୋହେଲା ରେ ବ୍ରାଉନ ସୁଗର : ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ସୋହେଲା ପୋଲିସ।

ପଦ୍ମପୁର :- ୪ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସୋହେଲା ପୋଲିସ। ପି.ଏସ୍. କେସ ନମ୍ବର 325 ତାରିଖ 22.08.2024 ଅନ୍ତର୍ଗତ NDPS ଆଇନର ଧାରା 21 (a) ଅନୁଯାୟୀ ମାମଲା ଦାୟର କରି ରୁକ୍‌ସାର ବେଗମ, ଆଫ୍ରୋଜା ବାନୁ @…

ଉତ୍କଳ ଆଲୁମିନା ଦ୍ୱାରା ସମୁଦାୟ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସଂପୂର୍ଣ୍ଣ ଡାଇରିଆ ସଚେତନତା ଅଭିଯାନ ସମାପ୍ତ

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଉତ୍କଳ ଆଲୁମିନା ଦ୍ୱାରା ସମୁଦାୟ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସଂପୂର୍ଣ୍ଣ ଡାଇରିଆ ସଚେତନତା ଅଭିଯାନ 21 ଅଗଷ୍ଟ 2024 ରେ ସମାପ୍ତ କରିଛି ଯାହା ଜୁଲାଇ ମାସରେ ଆରମ୍ଭ ହୋଇଥିଲା ଜନସ୍ୱାସ୍ଥ୍ୟ ବୃଦ୍ଧି ତଥା ଜଳପ୍ରବାହ ରୋଗର ମୁକାବିଲା ପାଇଁ। ।ଉତ୍କଳ ଆଲୁମିନାର…

ଜିଲ୍ଲାରେ ୯୨୫ ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗୁରୁ ଦିବସ ପାଳନ ଅବସରରେ ସେପ୍ଟେମ୍ବର ୫ରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ…