Sign in
Sign in
Recover your password.
A password will be e-mailed to you.
ସୋହେଲା ରେ ବ୍ରାଉନ ସୁଗର : ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ସୋହେଲା ପୋଲିସ।
ପଦ୍ମପୁର :- ୪ ଗ୍ରାମ ୧୬୦ ମିଲିଗ୍ରାମ ବ୍ରାଉନ ସୁଗର ଜବତ କରିବା ସହିତ ୩ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ସୋହେଲା ପୋଲିସ। ପି.ଏସ୍. କେସ ନମ୍ବର 325 ତାରିଖ 22.08.2024 ଅନ୍ତର୍ଗତ NDPS ଆଇନର ଧାରା 21 (a) ଅନୁଯାୟୀ ମାମଲା ଦାୟର କରି ରୁକ୍ସାର ବେଗମ, ଆଫ୍ରୋଜା ବାନୁ @…
ଉତ୍କଳ ଆଲୁମିନା ଦ୍ୱାରା ସମୁଦାୟ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସଂପୂର୍ଣ୍ଣ ଡାଇରିଆ ସଚେତନତା ଅଭିଯାନ ସମାପ୍ତ
ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଉତ୍କଳ ଆଲୁମିନା ଦ୍ୱାରା ସମୁଦାୟ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ସଂପୂର୍ଣ୍ଣ ଡାଇରିଆ ସଚେତନତା ଅଭିଯାନ 21 ଅଗଷ୍ଟ 2024 ରେ ସମାପ୍ତ କରିଛି ଯାହା ଜୁଲାଇ ମାସରେ ଆରମ୍ଭ ହୋଇଥିଲା ଜନସ୍ୱାସ୍ଥ୍ୟ ବୃଦ୍ଧି ତଥା ଜଳପ୍ରବାହ ରୋଗର ମୁକାବିଲା ପାଇଁ। ।ଉତ୍କଳ ଆଲୁମିନାର…
ଜିଲ୍ଲାରେ ୯୨୫ ଜଣ ଛାତ୍ରଛାତ୍ରୀଙ୍କୁ ମିଳିବ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପବିତ୍ର ଗୁରୁ ଦିବସ ପାଳନ ଅବସରରେ ସେପ୍ଟେମ୍ବର ୫ରେ ଓଡ଼ିଶା ରାଜ୍ୟ ସରକାରଙ୍କ ଆନୁକୂଲ୍ୟରେ ରାଜ୍ୟସ୍ତରରେ ଓ ଜିଲ୍ଲାସ୍ତରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ…
ତାଲପଦର ଗଣେଶ ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ପଦ୍ମପୁର :- ବିଜେପୁର ବ୍ଲକ ଅନ୍ତର୍ଗତ ତାଳପଦର ଉପର ପଡା ଗଣେଶ ପୂଜା କମିଟି ର ଚୂଡାନ୍ତ ପ୍ରସ୍ତୁତି ବୈଠକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ l ଆଗାମୀ ଗଣେଶ ପୂଜା ମହୋତ୍ସବ କୁ ଶୃଙ୍ଖଳାର ସହ ଉନ୍ନତ ମାନର ତଥା ମନୋରଞ୍ଜନ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଇନ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମାନ୍ୟବର ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ , କଟକ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ଯକ୍ଷ-ତଥା-ଜିଲ୍ଲା ଦୌରାଜଜ୍ ଶ୍ରୀ ପ୍ରଣବ କୁମାର ରାଉତରାୟଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଆଜି ସ୍ଥାନୀୟ ଗାରାବନ୍ଧ…
ଦୁର୍ଘଟଣାରେ ଚାଲିଗଲା ପୁଅ: ପରିବାର ଲୋକ ବଞ୍ଚାଇଦେଲେ ଆଉ ଏକ ଜୀବନ ।
ନୟାଗଡ : ଏ ଶିକ୍ଷିତ ସମାଜରେ ଏବେବି ରହିଛି ମଣିଷ ପଣିଆ। ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ପୁଅ ସିନା ଚାଲିଗଲା ପରିବାର ଲୋକ ଚିନ୍ତା କଲେ ଅନ୍ୟ ଏକ ଜୀବନ ବଞ୍ଚାଇବା ପାଇଁ। ପୁଅ ମୁତ୍ୟୁ ପରେ ପରିବାରଲୋକ ପୁଅର ଯକୃତକୁ ଦାନ କରିଛନ୍ତି । ଏଭଳି ଘଟଣା ଘଟିଛି ନୟାଗଡ଼ ପୁରୁଣା ସହର ଅଂଚଳରେ…
ପୋଲିସ୍ ପ୍ରଶାସନର ମିଳିତ ଚଢ଼ାଉ; 18 ଲିଟର୍ ଦେଶୀମଦ ଜବତ, ଦୁଇ ଗିରଫ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-,ଆଜି ଭଞ୍ଜନଗର ଅବାକାରୀ ବିଭାଗ ଏବଂ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ବିଭିନ୍ନ ଗ୍ରାମରେ ଚୋରା ମଦ ଆଡ୍ଡା ଉପରେ ଚଢାଉ କରିଥିଲେ I ଏହି ଚଢାଉରେ ଦୁଇ ଜଣଙ୍କ ଠାରୁ ଅଠର ଲିଟର୍ ଚୋରା ଦେଶୀମଦ ଜବତ କରିବା ସହ ସେମାନଙ୍କୁ ଅବକାରୀ ଏବଂ ପୋଲିସ୍ ପକ୍ଷରୁ…
ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝର ଭିତ୍ତିଭୂମି ବିକାଶ ତ୍ବରାନ୍ବିତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଆଗାମୀ ଦୁଇ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟକୁ ସ୍ବୟଂସମ୍ପୂର୍ଣ୍ଣ କରିବା ପାଇଁ ଯାହାସବୁ ଆବଶ୍ୟକତା ଅଛି, ତାହା ପୂରଣ କରାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସଭା ଭବନ ଠାରେ ଧରଣୀଧର ବିଶ୍ବବିଦ୍ୟାଳୟ, କେନ୍ଦୁଝରର ଭିତ୍ତିଭୂମି ବିକାଶ, ମାନବ…
ଚିକିଟି ମଦ ଘଟଣା ନେଇ ଏମକେସିଜି ମେଡିକାଲ ପରିଦର୍ଶନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ
ହିଞ୍ଜିଳିକାଟୁ ବସ୍ ଦୁର୍ଘଟଣାରେ ଆହତଙ୍କୁ ଭେଟିଲେ ମନ୍ତ୍ରୀ
ଅନଶନରତ ଷ୍ଟାଫ୍ ନର୍ସ ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟି ଦାବି ପୂରଣ ନେଇ ଦେଲେ ଆଶ୍ୱାସନା
ବ୍ରହ୍ମପୁର/ ଭୁବନେଶ୍ୱର: ଆଜି ଅପରାହ୍ନରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ…
ଲୁଟେରା ଓ ଦୁର୍ନୀତିଖୋରଙ୍କ ଆତ୍ମସୁରକ୍ଷା ଅଭିଯାନ କରୁଛି କଂଗ୍ରେସ: ମନୋଜ ମହାପାତ୍ର
ଇଡି ଅଫିସ୍ ଆଗରେ ଟେଂଟ୍ ପକାଇ, ଫଟୋ ଉଠାଇ କଂଗ୍ରେସର ନେତାମାନେ ‘ପଲିଟିକାଲ ଷ୍ଟଂଟ’ କରୁଛନ୍ତି
କଂଗ୍ରେସ ଦଳର ରାଜନୈତିକ କାର୍ଯ୍ୟକ୍ରମ ଲୋକଙ୍କ ସ୍ୱାର୍ଥ ପାଇଁ ନୁହେଁ, ବରଂ ନେତାମାନେ କରିଥିବା କଳାକାରନାମା ଉପରେ ପରଦା ପକାଇବା ପାଇଁ
ରାଜ୍ୟରେ କଂଗ୍ରେସ ଦଳ ତା’ର…