Sign in
Sign in
Recover your password.
A password will be e-mailed to you.
ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ସମ୍ପ୍ରସାରଣ ନେଇ ସମନ୍ୱୟ ବୈଠକ
ବିମାନବନ୍ଦର ସମ୍ପ୍ରସାରଣ ପାଇଁ ଅଧିକ ୨୨୬ ଏକର ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି
ପ୍ରଭାବିତ ହେବାକୁ ଥିବା ବିଦ୍ୟୁତ୍, ଜଳ ଯୋଗାଣ ଏବଂ ରାସ୍ତାଘାଟର ସ୍ଥିତି ଅନୁଧ୍ୟାନ ପାଇଁ ଅଧିକାରୀଙ୍କୁ ପରାମର୍ଶ
-ଆସନ୍ତା ୧୦ ଦିନ ମଧ୍ୟରେ କ୍ଷେତ୍ର ପରିଦର୍ଶନ କରି ରିପୋର୍ଟ ପ୍ରଦାନ…
ଜେଣ୍ଡର କମ୍ୟୁନିଟି ରିଶୋର୍ସ ପର୍ଶନ ମାନଙ୍କ କେନ୍ଦୁଝର ସଖି କେନ୍ଦ୍ର ପରିଦର୍ଶନ
କେନ୍ଦୁଝର: ଆଜି ତା: ୧୫. ୦୫. ୨୦୨୬ ରିଖ ଶୁକ୍ରବାର ଦିନ ଜିଲ୍ଲା ସଂଯୋଜକ ତଥା କାଉନସେଲର ୟୁଶରାୟ କଇସର ଙ୍କ ନେତୃତ୍ୱରେ ୧୮ ଜଣ ଜେଣ୍ଡର କମ୍ୟୁନିଟି ରିଶୋର୍ସ ପରସନ ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଅବସ୍ଥିତ ସ୍ବେଛାସେବୀ ଅନୁଷ୍ଠାନ ପ୍ରକଳ୍ପ ଦ୍ୱାରା ପରିଚାଳିତ ସଖି -ୱାନ…
ବିଜେଡିର ପ୍ରଶ୍ନ: ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପାଳନ କରିବେ କି ଝାରସୁଗୁଡା ବିଧାୟକ?
ଝାରସୁଗୁଡା, ୧୫/୫: ସମ୍ପ୍ରତି ଆନ୍ତର୍ଜାତୀୟ ପରିସ୍ଥିତି ଏବଂ ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତଣାଟଣି ପରିପ୍ରେକ୍ଷୀରେ ଦେଶରେ ତୈଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ତୈଳର ସଞ୍ଚୟମୂଳକ ବ୍ୟବହାର ପାଇଁ ଆହ୍ୱାନ କରିଥିବା କଥା କହିଛି…
ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗର ଶୁଭାରମ୍ଭ.
ସଞ୍ଜୁତା ଗାର୍ମେଣ୍ଟସ ପକ୍ଷରୁ ଖେଳାଳିଙ୍କୁ ଉତ୍ସାହ, ଯୁବ ନେତା ମନୋଜ ନାଏକଙ୍କ ପ୍ରଶଂସନୀୟ ପଦକ୍ଷେପ
କାଶୀପୁର,ତା ୧୫/୦୫ : କାଶୀପୁର ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ପଞ୍ଚାୟତର ଚାନ୍ଦଗିରି ଗ୍ରାମରେ “ଚାନ୍ଦଗିରି କ୍ରିକେଟ ପ୍ରିମିୟର ଲିଗ”ର ଶୁଭାରମ୍ଭ ହୋଇଯାଇଛି। ଗ୍ରାମୀଣ ଅଞ୍ଚଳରେ…
ଶିକ୍ଷା ଓ ବିଶ୍ୱ ମାନବିକ ନେତୃତ୍ୱ ବିକାଶ କ୍ଷେତ୍ର ଉଲ୍ଲେଖନୀୟ କାର୍ଯ୍ୟକୁ ପ୍ରଶଂସା
ଅଚ୍ୟୁତ ସାମନ୍ତ ଆମେରିକାରେ ସମ୍ମାନୀତ
ଭୁବନେଶ୍ୱର, ୧୪ ।୫: କିସ୍ ଜରିଆରେ ଜନଜାତି ସଶକ୍ତିକରଣ କ୍ଷେତ୍ରରେ ଉଲ୍ଳେଖନୀୟ କାର୍ଯ୍ୟ ପାଇଁ ମୋଣ୍ଟାନା ଷ୍ଟେଟ୍ ୟୁନିଭରସିଟିର ନେଟିଭ୍ ଆମେରିକାନ ଷ୍ଟଡିଜ୍ ବିଭାଗ ପକ୍ଷରୁ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ବିଶେଷ ସ୍ୱୀକୃତି…
ଆଦିତ୍ୟ ଆଲୁମିନିୟମ ସମ୍ପ୍ରସାରଣ ପ୍ରସ୍ତାବକୁ ଜନ ଶୁଣାଣୀରେ ବ୍ୟାପକ ସମର୍ଥନ
ଲପାଙ୍ଗା, ୧୫/୫: ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଆଦିତ୍ୟ ଆଲୁମିନିୟମ ପ୍ଲାଣ୍ଟ, ଲପାଙ୍ଗାର ପ୍ରସ୍ତାବିତ ସମ୍ପ୍ରସାରଣକୁ ନେଇ ମେ ୧୫ ରିଖରେ ଅନୁଷ୍ଠିତ ଜନ ଶୁଣାଣୀରେ ସ୍ଥାନୀୟ ଲୋକ ଓ ପଞ୍ଚାୟତିରାଜ ପ୍ରତିନିଧିମାନେ ପ୍ରବଳ ସମର୍ଥନ ପ୍ରକାଶ କରିଛନ୍ତି। ଅଞ୍ଚଳରେ ଅଧିକ ରୋଜଗାର…
ଝାରସୁଗୁଡା ପ୍ରିମିୟମ ଲିଗ୍ର ଆରମ୍ଭ ଆସନ୍ତା ୧୬ ରୁ : ଆଇପିଏଲ୍ ଢଂଗରେ ହେବ ଆୟୋଜନ
ଝାରସୁଗୁଡା, ୧୫ ମେ : ଝାରସୁଗୁଡାରେ ପ୍ରଥମଥର ପାଇଁ “ଝାରସୁଗୁଡା ପ୍ରିମିୟମ ଲିଗ୍” ନାମରେ ଏକ ବୃହତ୍ ଡେ-ନାଇଟ୍ କ୍ରିକେଟ୍ ପ୍ରତିଯୋଗିତାର ଆୟୋଜନ କରାଯାଉଛି। ଆଜି ସ୍ଥାନୀୟ ଏକ ହୋଟେଲରେ ଝାରସୁଗୁଡା ପ୍ରୀମୀୟର ଲିଗ୍ ଆୟାଜକ ତରଫରୁ ଏକ ସାମ୍ବାଦିକ ସମ୍କୁମଳନୀ ଅନୁଷ୍ଠିତ ହୋଇଯାଇଛି ।ଏଥରେ…
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ
ବାଲୁଗାଁ:(ସେକ୍ କୌସର):ଚଳିତବର୍ଷ ପ୍ରକାଶିତ ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାଫଳରେ ବାଲୁଗାଁ ପାଇଁ ଗୌରବ ଆଣିଛନ୍ତି ଛାତ୍ରୀ ଅଞ୍ଚିତା ନାୟକ | ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ INS ଚିଲିକାର ଛାତ୍ରୀ ଅଞ୍ଚିତା ବାଣିଜ୍ୟ ବିଭାଗରେ 500ରୁ 464…
ଜାତୀୟ ରାଜପଥରେ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର ଡାକ୍ତରଖାନାରେ ଭର୍ତ୍ତି।
ଗୋପାଳପୁର ଥାନା ଅର୍ନ୍ତଗତ ଜାତୀୟ ରାଜପଥ ଟାଟା ମୋଟର୍ସ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଜଣେ ଅଟୋ ଚାଳକ ବାବୁ ବେହେରା ମୃତ୍ୟୁ ବରଣ କରିଥିବା ବେଳେ କାର୍ ରେ ବସିଥିବା ଦୁଇ ଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଘଟଣାରୁ ପ୍ରକାଶ ଯେ କଟକରୁ ଆନ୍ଧ୍ର ଅଭିମୁଖେ…
ହତ୍ୟା ଅଭିଯୁକ୍ତ କୁ ଆଜୀବନ କାରାଦଣ୍ଡ ଆଦେଶ।
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅର୍ନ୍ତଗତ କମାନୀଳନାକ୍ଷୀ ପୁର ଗ୍ରାମରେ ଗତ ୨୦୧୩ ମସିହାରେ ଘଟିଥିବା ହତ୍ୟାକାଣ୍ଡ ର ଵିଚାରଣା କରି ମାନ୍ୟବର ଛତ୍ରପୁର ଅତିରିକ୍ତ ଜିଲ୍ଲାଜଜ୍ ଅଭିଯୁକ୍ତ ଶିବ ନାୟକକୁ ଆଜୀବନ କାରାଦଣ୍ଡ ଆଦେଶ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…