Sign in
Sign in
Recover your password.
A password will be e-mailed to you.
ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ
ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୫.୯.୨୦୨୪: ଆଜି ସହର ସ୍ଥିତ ସ୍ଥାନୀୟ ସାଇ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪ ଅନୁଷ୍ଠିତ ହୋଇଯାଇଛି।ଏହି ଉପଲକ୍ଷେ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଏବଂ…
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ୨୦୨୪: ୧୧୪୨ ଜଣ ଙ୍କୁ ମିଳିଲା…
ଜଗତସିଂହପୁର,ତା-୦୫.୦୯.୨୦୨୪/ସୁମନ୍ତ କୁମାର ଦାସ: ଗୁରୁ କେବଳ ବିଦ୍ୟାର୍ଥୀ ମାନଙ୍କ ଭବିଷ୍ୟତ ନିର୍ମାଣ କରନ୍ତି ନାହିଁ, ସମାଜ ର ଭବିଷ୍ୟତ ନିର୍ମାଣ କରନ୍ତି Iସେମାନେ ସମାଜର ମାର୍ଗଦର୍ଶକ । ଓଡିଶା ର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ହୃଦୟସ୍ପର୍ଶୀ ବାର୍ତ୍ତା ସହ ଜଗତସିଂହପୁର ରେ…
ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ରେ ଗୁରୁଦିବସ ରେ ଛାତ୍ର ଛାତ୍ରୀ ଙ୍କ ପାଇଁ ଆଵାକସ ପାଠ ପଢ଼ା ଆରମ୍ଭ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ନ୍ୟୁ ଡ୍ରିମ ଇଣ୍ଡିଆ ସ୍କୁଲ ପରିସରରେ ଆଜି ଗୁରୁଦିବସ ପାଳନ ସହ ନୂଆ କରି ଆବକସ ପାଠପଢ଼ା ଆରମ୍ଭ ହୋଇଛି. ଏହି ଶିକ୍ଷା ପିଲାଙ୍କ ମାନସିକ ଦକ୍ଷତା ବୃଦ୍ଧି କରିବାରେ ସହାୟକ ହୋଇପାରିବ. ଉକ୍ତ କାର୍ଯ୍ୟକ୍ରମ କୁ ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ…
ବୈଜୟନ୍ତଙ୍କ ଉଦ୍ୟମରେ ଆବୁଧାବିରୁ ଫେରିଲେ ଫସିଥିବା ଓଡିଆ ଯୁବକ
ଉଦ୍ଧାର ପାଇଁ ପରିବାର ଲୋକ ଶ୍ରୀ ପଣ୍ଡାଙ୍କୁ ଜଣାଇଲେ କୃତଜ୍ଞତା
ଭୁବନେଶ୍ବର, ୦୫|୦୯ - ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା କେନ୍ଦ୍ରାପଡ଼ା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଆବୁ ଧାବୀରେ ଫସିଥିବା ଓଡିଆ ଯୁବକ ରାଜୀବ କୁମାର ପରିଡା ଗତକାଲି ବିଳମ୍ବିତ ରାତିରେ ଘରକୁ…
ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଅବସରରେ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ
ରାୟଗଡା: ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ପାରୁଲ ପଟ।ୱରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। ଅତିରିକ୍ତ ଜିଲ୍ଳାପାଳ…
ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମିତ
ରାୟଗଡ: “ ଜଳ ହିଁ ଅମୂଲ୍ୟ ସମ୍ପଦ “ ଉକ୍ତିକୁ ସାକାର କରିବା ପାଇଁ ଇମ୍ଫାର ସାମାଜିକ ଦାୟିତ୍ଵବୋଧ କାର୍ଯ୍ୟ ନିର୍ବାହୀ ସଂସ୍ଥା ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ଵାରା କେଲିଗୁଡା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁମ୍ଭାରଗୁଡା ଗ୍ରାମ ଠାରେ ଏକ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟିତ…
କଳିଆପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସରରେ ଓ.ୟୁ.ଡବ୍ଲୁ. ଜେ ସାମ୍ବାଦିକ ସଂଘ ପକ୍ଷରୁ ବୃକ୍ଷରୋପଣ…
ରାଇଘର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୦୫/୦୯-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁରାବେଡା ପଂଚାୟତ ଅନ୍ତର୍ଗତ କଳିଆ ପଦର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଠାରେ ରାଇଘର ଓୟୁଡବ୍ଲୁଯେ ସଂଘ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |
ରାଇଘର ଓୟୁଡବ୍ଲୁଯେ ସଂଘର ସଭାପତି…
ଗୁରୁ ସଂସ୍କୃତିର ଅବକ୍ଷୟ ଘଟୁଛି
ପୁରୀ (ଅନିମେଶ ପଟ୍ଟନାୟକ): ଗୁରୁ ବା ଶିକ୍ଷକ ହେଉଛନ୍ତି ଏ ସମାଜର କର୍ଣ୍ଣଧାର। କାରଣ ସେମାନେ ହିଁ ଏ ସମାଜକୁ ଶୃଙ୍ଖଳିତ ତଥା ସୁସଂଯତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାନ୍ତି। ହେଲେ ଆଜି ସେହି ଗୁରୁ ସଂସ୍କୃତିର ଅବକ୍ଷୟ ଘଟୁଛି ବୋଲି ମତ ପ୍ରକାଶ ପାଇଛି ।
ଗୁରୁବାର ସ୍ଥାନୀୟ…
ମା ମାନଙ୍କ ବିଶ୍ୱାସ ସହ ବିଜେପି ଖେଳୁଛି, ମା ମାନେ ଉଚିତ ଜବାବ ଦେବେ : ନବୀନ ପଟନାୟକ
ମିଛ ବିଜେପି ର ବଡ ପରିଚୟ, ବିଜେପି ର ମିଛ କୁ ଏକ୍ସପୋଜ କରିବାକୁ ନବୀନ ପଟନାୟକଙ୍କ ଆହ୍ୱାନ.
ଶଙ୍ଖ ଭବନ ରେ ବିଜୁ ମହିଳା ଜନତା ଦଳ ଜିଲ୍ଲା କର୍ମକର୍ତ୍ତା ମାନଙ୍କ ସମାବେଶ.
ଦଳ ରେ ମହିଳା ମାନଙ୍କୁ ଅଧିକ ଦାୟିତ୍ୱ ଦିଆଯିବ.
ବିଜେଡି ମହିଳା ମାନଙ୍କ ସ୍ୱର ହୋଇ ରହିଛି ଓ…
ସର୍ବବ୍ୟାପୀ ଓ ସର୍ବସ୍ପର୍ଶୀ ଆଭିମୁଖ୍ୟରେ ଉଚ୍ଚଶିକ୍ଷାନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବା- ଧର୍ମେନ୍ଦ୍ର…
ଉଚ୍ଚଶିକ୍ଷାନୁଷ୍ଠାନ ଗୁଡିକ ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଉପରେ ୟୁଜିସିର କର୍ମଶାଳା
• ୟୁଜିସି ନିୟମାବଳୀ ସଂକଳନ (୧୯୫୭-୨୦୨୩) ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ • ଶିକ୍ଷାର୍ଥୀ କେନ୍ଦ୍ରୀତ ଓ ବହୁବିଭାଗୀୟ ଶିକ୍ଷାର ସୁବିଧା ପାଇଁ ‘ସଂସ୍ଥାଗତ ବିକାଶ ଯୋଜନା’ ଗୁରୁତ୍ୱ ଦେଉ • ବିକଶିତ…