Sign in
Sign in
Recover your password.
A password will be e-mailed to you.
ପିଏମ୍-ଜନମନ୍ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ବିଭିନ୍ନ ଗ୍ରାମ୍ୟ ପଞ୍ଚାୟତ ଓ ଗ୍ରାମ ଗୁଡିକରେ ପିଏମ୍-ଜନମନ୍ ସଚେତନତା କରାଯାଉଅଛି। ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ଯୋଜନାର ହିତାଧିକାରୀ ସଚେତନତା ଶିବିର ଅଜୟଗଡ…
ଗୁଣୁପୁର ବନାଞ୍ଚଳ ର ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଏକ ମାଈ ହାତୀ ର ମୃତ ଦେହ ଠାବ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି :ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ବନାଞ୍ଚଳ ଚି଼ମ୍ପାପୁର ର ଏକ କପା ବାଡ଼ ରୁ ଗତ କାଲି ଵିଳମ୍ବିତ ରାତ୍ରି ରେ ଏକ ମାଈ ହାତୀ ର ମୃତ ଦେହ ଠାବ କରାଯାଇଛି l ନିକଟ ରେ ଥିବା ବିଦ୍ୟୁତ ପୋଲ କୁ ହାତୀ ଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ…
ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଚକୋଟିଆ ଭୁଞ୍ଜିଆ ମାନଙ୍କ ଉନ୍ନତି ପାଇଁ ସୁନାବେଡା ରେ ଶିବିର ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲା ରୁ କଳୀମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ନୂଆପଡା ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ, ଜନମନ ଯୋଜନାରେ ଆଦିମ ଜନଜାତି ଚକୋଟିଆ ଭୁଞ୍ଜିଆ ଆଦିବାସୀ ମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି…
ଭଂଜନଗରରେ ବ୍ଳକ ସ୍ତରୀୟ “ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ” ଅନୁଷ୍ଠିତ
ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଆଜି ସେପ୍ଟେମ୍ବର ମାସ ୪ ତାରିଖ ବୁଧବାର ଦିନ ଭଂଜନଗର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ଭଞ୍ଜନଗର ର ପୂରାତନ ଶିକ୍ଷାନୁଷ୍ଠାନ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ "ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ - ୨୦୨୪"…
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟ।
ଖଇରା/ ବୁଲୁ ଲେଙ୍କା/ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ସାରକୋଣା ଗାଁରେ ପୋଖରୀରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ହୋଇଛି।ମୃତ ଯୁବକ ହେଲେ ଗୌରାଙ୍ଗ ଦାସଙ୍କ ୨୮ବର୍ଷୀୟ ପୁଅ ରମେଶ ଦାସ।ରମେଶ ଆଜି ଗାଁର ଜୈନିକ ବ୍ୟକ୍ତିଙ୍କ ପୋଖରୀରେ ଚୂନ ପକାଉ ଥିଲେ।ଚୂନ ପକାଇସାରି ଗାଧୋଇବା ସମୟରେ…
ଦୁଇ ଅନ୍ତର୍ଜାତୀୟ ଖେଳାଳି ଙ୍କୁ ଆଜି କାଶୀପୁର ନିଜ ଗାଁ ମାଟିରେ ସ୍ୱାଗତ ସମ୍ବର୍ଦ୍ଧନା ହେଇଯାଇଛି।
କାଶୀପୁର ରୁ ବୈକୁଣ୍ଠ ଦୁରିଆ -ରାୟଗଡା ଜିଲ୍ଲା କାଶୀପୁର ସଦର ମହକୁମା ଠାରେ ସ୍ଥାନୀୟ ମାଟିର ଦୁଇ ଯୁବକ ଅନ୍ତର୍ଜାତୀୟ କାବାଡି ଖେଳି ଦେଶ ପାଇଁ ସୁନାମ ଅର୍ଜନ କରିଥିବା ରୁ ବିଭିନ୍ନ ଗୋଷ୍ଟି ପକ୍ଷରୁ ଆଜି ବଡ଼ ଆଡମ୍ବର ସହକାରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା ।…
ବେଲଗୁଣ୍ଠା ବ୍ଲକ ରେ ଏମ୍ ଜି ଏନ ଆର ଜି ଏ, ଯୋଜନାରେ ଜନଶୁଣାଣୀ ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ପଞ୍ଚାୟତ ସମିତିରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ବ୍ଲକ୍ ସ୍ଥରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ପଟେଲ ଓ ଜିଲ୍ଲା ସାମାଜିକ…
ବେଲଗୁଣ୍ଠା ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଆଲୋଚନା ଚକ୍ର
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଓ ଭାଷା ସାହିତ୍ୟ ବିଭାଗର ଆଲୋଚନା ଚକ୍ର ଅଧ୍ୟକ୍ଷ ଅଜିତ୍ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ…
ଆର ପାରିରେ ସମସ୍ତଙ୍କ ପ୍ରିୟ ରାମ ସାର୍; ଅଞ୍ଚଳରେ ଶୋକର ଛାୟା
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ ), ଆଉ ନାହାଁନ୍ତି ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଡିଗ୍ରୀ ମହାବିଦ୍ୟାଳୟର ଇଁରାଜୀ ବିଭାଗ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ତଥା ଛାତ୍ର ଛାତ୍ରୀଙ୍କ ପ୍ରିୟ ରାମ ସାର୍ I ଆଜି ଭୋର୍ ସମୟରେ ତାଙ୍କର ମାତ୍ର 50 ବର୍ଷ ବୟସରେ ହୃଦଘାତରେ ପରଲୋକ ଘଟିଛି I ଗୁରୁ…
ଜିଲ୍ଲା ସଂସ୍କୃତି ପରିଷଦର ପ୍ରଥମ ବୈଠକ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଂସ୍କୃତି ପରିଷଦ ପ୍ରଥମ ବୈଠକର ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ଲୋକ କଳା , ସଂସ୍କୃତି ଓ ଶିଳ୍ପର ପୁନରୁଦ୍ଧାର…