ପଦ୍ମପୁର /ଶିବାଶିଷ ପଟ୍ଟନାୟକ :- ମହିଳା ଆଇପିଏସ୍ ଅମ୍ରିତ ପାଲ୍ କୌର୍ (ଆର୍. ଆର୍ ୨୦୨୧) ଙ୍କୁ ପଦ୍ମପୁର ଏସଡିପିଓ ଦାୟିତ୍ଵ ମିଳିଥିବା ବେଳେ ପଦ୍ମପୁର ଏସଡିପିଓ ବିଭୂତି ଭୂଷଣ ଭୋଇ ଙ୍କୁ ବରଗଡ଼ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ କୁ ବଦଳି ହୋଇଛି। ପୂର୍ବରୁ ସେ ବଲାଙ୍ଗିର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟରତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post