ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି:ପିଏମ୍-ଜନମନ ବ୍ୟାପକ ଜନସଚେତନତା କାର୍ଯ୍ୟକ୍ରମ କୁଲୁସିଂ ଗ୍ରାମ ପଞ୍ଚାୟତର କାଦାସି ଗାଁରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ୧୧ଟି ଗ୍ରାମର ଲୋକମାନେ, ଯଥା, କାଦାସି, ସିନ୍ଦ୍ରିଙ୍ଗ, ଗୁଡାସିନ, ଜୁମ୍ବୁଡାଲ, କୁମ୍ବାରିସିଂ,…

ବିଦେଶ ଗଲା ଉପମୁଖ୍ୟମନ୍ତ୍ରୀଙ୍କ ଫଳ

https://youtu.be/AYw8I5WG_bw ଓଡିଶାରୁ ପ୍ରଥମ ଥର ଲାଗି ଡ୍ରାଗନ୍‌ ଫଳର ରପ୍ତାନୀ, ପତାକା ଦେଖାଇ ପ୍ରକ୍ରିୟାର ଶୁଭାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଭୁବନେଶ୍ୱର, ୦୪/୦୯/୨୦୨୪: ଆଜି ସକାଳେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କାର୍ଗୋ ଟର୍ମିନାଲରୁ…

ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳୁ

ରାଜ୍ୟପାଳଙ୍କୁ ଭେଟି ଦାବି ଜଣାଇଲା ଭଞ୍ଜ ସେନା ଭୁବନେଶ୍ବର, ୪।୯: ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟକୁ ଏକ ପୂର୍ଣ୍ଣାଙ୍ଗ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରିବା ଓ ବିଶ୍ବବିଦ୍ୟାଳୟର ବହୁବିଧ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଭେଟିଛି ‘ଭଞ୍ଜ ସେନା’। ଏହି…

ମହିଳା ସ୍ନାତକ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗରେ ସ୍ଵାଗତ ସମାରୋହ ଅନୁଷ୍ଠିତ

ପଦ୍ମପୁର :-ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟରେ ଗୃହବିଜ୍ଞାନ ବିଭାଗରେ ନବାଗତା ପ୍ରଥମ ବାର୍ଷିକ ଛାତ୍ରୀମାନଙ୍କ ପାଇଁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥ ସଭାପତିତ୍ଵ କରି ମହାବିଦ୍ୟାଳୟର…

ଭୁବନେଶ୍ୱରର ହେଲ୍ଥଭିଲ୍ ଠାରେ ପ୍ରାକୃତିକ ଚିକିତ୍ସା ଓ ଏହାର ଉପକାରିତା ଉପରେ ବିଶିଷ୍ଟ ଆଲୋଚନାଚକ୍ର ଆୟୋଜିତ

ଭୁବନେଶ୍ୱର : ଭୁବନେଶ୍ୱରର ଭାଲୁଙ୍କା, ବାରଙ୍ଗରେ ସ୍ଥିତ ପୂର୍ବ ଭାରତର ଅଗ୍ରଣୀ ନେଚରୋପାଥି ସ୍ୱାସ୍ଥ୍ୟ କେନ୍ଦ୍ର ହେଲ୍ଥଭିଲ୍ ତଥା ୟୁ.ଏସ୍‌.ଏର ବିଶିଷ୍ଟ ନେଚରୋପାଥିକ୍ ସଂସ୍ଥା ୱେଲୋପାଥୀର ମିଳିତ ଆନୁକୁଲ୍ୟରେ ପ୍ରାକୃତିକ ଚିକିତ୍ସା ପ୍ରଣାଳୀ ଓ ତାର ଉପାଦେୟତା ସମ୍ବନ୍ଧରେ ଏକ ଭବ୍ୟ…

ଭଞ୍ଜନଗର ରେ ହେବ ପାଞ୍ଚଦିନ ବ୍ୟାପି ବିଶ୍ଵଶାନ୍ତି ମହାଯଜ୍ଞ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ହଜାର ହଜାର ସାଧୁ ସନ୍ଥ ସନ୍ନ୍ୟାସୀ ମାନଙ୍କୁ ଆମନ୍ତ୍ରଣ କରି ସାରା ବିଶ୍ବର କଲ୍ୟାଣ ନିମିତ୍ତ , ଭଞ୍ଜନଗର ସହରରେ ବିଶ୍ଵଶାନ୍ତି ମହାଯଜ୍ଞ ର ଆୟୋଜନ ସକାଶେ ଏକ ପ୍ରସ୍ତୁତି ବୈଠକ ଭଞ୍ଜନଗର ନିୟନ୍ତ୍ରଣ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

ରାସ୍ତା ଉପରେ ଟ୍ରାନ୍ସଫର୍ମର ବିଦ୍ୟୁତ ବିଭାଗର ଦାୟିତ୍ୱହୀନତା କି ମନମାନୀ

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି– ରାୟଗଡା ଜିଲ୍ଲା ଗୁଣପୁର ସ୍ଥିତ ବୃନ୍ଦାବତୀ ନଗର ଅଞ୍ଚଳରେ ବିପଦ ସଂକୁଳ ଅବସ୍ଥାରେ ଟ୍ରାନ୍ସଫର୍ମରଟି ରହିଛି l ନାଁ ରହିଛି ବ୍ୟାରିକେଡ଼ ନା ଅଛି ସୁରକ୍ଷା l ତ୍ରୀକୋଣୀୟ ଛକ ସାଙ୍ଗକୁ ବ୍ୟସ୍ତ ବହୁଳ ରାସ୍ତା ହୋଇଥିବା ଯୋଗୁଁ ଏହି ସ୍ଥାନରେ…

ଜାପାନ ଅଡିଓ ସୋସାଇଟି ଦ୍ୱାରା ହାଇ-ରେସ୍ ପ୍ରମାଣପତ୍ର ପାଇବାରେ ପ୍ରଥମ ଭାରତୀୟ ବ୍ରାଣ୍ଡ୍ ମିଭି ଉନ୍ମୋଚନ କଲା…

ହାଇଦରାବାଦ: ଏକ ଅଗ୍ରଣୀ ଓୟାରଲେସ୍ ଅଡିଓ ସଲ୍ୟୁସନ୍ସ ନବୋନ୍ମେଷକାରୀ ମିଭି (ଏମ୍ଆଇଭିଆଇ) ଆନନ୍ଦର ସହିତ ଏହାର ଅଧୁନାତମ ଟ୍ରୁ ଓୟାଲେସ୍ ଷ୍ଟେରିଓ (ଟିଡବ୍ଲ୍ୟୁଏସ୍) ଇୟରବଡ୍ସ୍ ଓପେରା ଉନ୍ମୋଚନ ସମ୍ପର୍କରେ ଘୋଷଣା କରିଛି, ଯାହା ସୁପରପଡ୍ସ୍ ସିରିଜର ତୃତୀୟ ପିଢି ଏବଂ ଏହା ହାଇ-ଫିଡେଲିଟି…

ରୁନିପାନି ଗାଁ : ଏଠିକି ବାଟ ହୁଡ଼ିଛି ବିକାଶ

 ଭୋଟ ପାଇଁ ନେତାଙ୍କ ଅୟସ, ପ୍ରତାରଣା ପାଲଟୁଛି ଲୋକଙ୍କ ବିଶ୍ୱାସ ସୁନ୍ଦରଗଡ଼ :ବଣ ପାହାଡ ଘେରା ତଥା ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗାଁ ହେଉଛି " ରୁନିପାନି " ।ଗାଁ କୁ ଦେଖିଲେ ଲାଗେ ସତେ ଯେମିତି ପ୍ରକୃତି ରାଣୀ ବିଶ୍ଵର ସମସ୍ତ ଶୋଭାରାଜି କୁ ଏହି ଗାଁ ରେ ଅଜାଡ଼ି ଦେଇଛି।…

ଅରୁଗୁଳା ସ୍ନେହା ହେଲେ ପଦ୍ମପୁର ଉପଜିଲ୍ଲାପାଳ

ଭୁବନେଶ୍ୱର : ୨୦୨୨ ବ୍ୟାଚର ଆଇଏଏସ ଅଫିସର ଅରୁଗୁଳା ସ୍ନେହା ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡର ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି | ଦ୍ଵିତୀୟ ପର୍ଯ୍ୟାୟ ତାଲିମ ପରେ ରାଜ୍ୟ ସରକାର ୨୦୨୨ ବ୍ୟାଚର ଛ ଜଣ ଆଇଏଏସ ଅଫିସରଙ୍କୁ ଆଜି ବିଭିନ୍ନ ଉପଖଣ୍ଡରେ ଉପ ଜିଲ୍ଲାପାଳ ଭାବେ ନିଯୁକ୍ତି…