କେଉଁଟିପାଲି ଧାନମଣ୍ଡି ପରିଦର୍ଶନ କଲେ ବିଜେପୁର ବିଧାୟକ

0

ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ କେଉଁଟିପାଲି ଧାନମଣ୍ଡି ଶୁକ୍ରବାର ଦିନ ୧୧ଟା ପାଖାପାଖି ରେ ବିଜେପୁର ବିଧାୟକ ସନତ କୁମାର ଗଡତିଆ, ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ ବିଶ୍ୱାଳ, ଜ଼ିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡ଼ତିଆ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ଚାଷୀଙ୍କ ସହ ଆଲୋଚନା କରିଥିଲେ ଓ ସୁବିଧା ଅସୁବିଧା ବିଷୟରେ ପଚାରିଥିଲେ । ସେପଟେ ବିଧାୟକ କିଭଳି ଭାବେ ଏହି ମଣ୍ଡିରେ ସୁରୁଖୁରୁ ଭାବରେ ଚାଷୀ ଧାନ ବିକ୍ରୟ କରିପାରିବେ ତା ଉପରେ ସରକାରୀ କର୍ମଚାରୀ ମାନଙ୍କ ସହ ଆଲୋଚନା କରିଥିଲେ

Leave A Reply

Your email address will not be published.