ଭଞ୍ଜନଗର ରେ ସୋଲାର୍ ନିୟନ୍ତ୍ରୀତ ଶୀତଳ ଭଣ୍ଡାର ର ଶୁଭ ଉଦଘାଟନ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ପରିସରରେ ଆଜି ବୁଧବାର ଅକ୍ଟୋବର ମାସ ୨୩ ତାରିଖ ୨୦୨୪ ଦିନ ୧୨ : ୩୦ ମିନିଟ୍ ସମୟରେ, ୧୦ ମେଟ୍ରିକ୍ ଟନ୍ ବିଶିଷ୍ଟ ଏକ ସୋଲାର୍ ଚାଳିତ ଶୀତଳଭଣ୍ଡାର ଉଦଘାଟିତ ହୋଇଯାଇଛି। ନବନିର୍ମିତ ସୌର ଚାଳିତ ଶୀତଳଭଣ୍ଡାର କୁ ମାନ୍ୟବର…

ବାତ୍ୟା ଦାନା ପାଇଁ ପ୍ରସ୍ତୁତି :୧୪ ଟି ଜିଲ୍ଲାର ଆବାସିକ ବିଦ୍ୟାଳୟ ଓ ହଷ୍ଟେଲରେ ଅନ୍ତେବାସୀଙ୍କ ସୁରକ୍ଷାକୁ…

ଭୁବନେଶ୍ବର, ୨୩ ଅଗଷ୍ଟ ୨୦୨୪: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଅଧିନରେ ଥିବା ସମସ୍ତ ଆବାସିକ ବିଦ୍ୟାଳୟ, ହଷ୍ଟେଲ, ଅନ୍ବେଷା ହଷ୍ଟେଲ୍ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ…

ଅକ୍ଟୋବର ୨୪ ତାରିଖ ସନ୍ଧ୍ୟାରେ କେନ୍ଦ୍ରାପଡ଼ା-ଭଦ୍ରକ ଉପକୂଳ ଅତିକ୍ରମ କରିପାରେ ଘୂର୍ଣ୍ଣିବାତ୍ୟା଼ ‘ଦାନା’: ସୋଆ ସିଇସି

ଭୁବନେଶ୍ୱର, ଅକ୍ଟୋବର ୨୩: ବଙ୍ଗୋପସାଗରରେ ଘନୀଭୂତ ହୋଇଥିବା ଗଭୀର ଅବପାତ ଘୂର୍ଣ୍ଣିଝଡ଼ରେ ପରିଣତ ହୋଇସାରିଥିବା ବେଳେ ଏହା ଏବେ ଓଡ଼ିଶା ଉପକୂଳ ମୁହାଁ ହୋଇଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି । ବୁଧବାର ସକାଳେ…

ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଓ ପରବର୍ତ୍ତୀ ପୁନରୁଦ୍ଧାର ପ୍ରକ୍ରିୟା ପାଇଁ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ…

ଭୁବନେଶ୍ୱର, ୨୩-୧୦-୨୦୨୪: ସାମ୍ଭାବ୍ୟ ବାତ୍ୟା ‘ଦାନା’ର ମୁକାବିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ତ୍ଵରିତ ପୁନରୁଦ୍ଧାର କାର୍ଯ୍ୟ ପାଇଁ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି l ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କ ଶ୍ରୀ ସୁଶୀଲ କୁମାର ଲୋହାନୀଙ୍କ…

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ ବାଣିଜ୍ୟ ଓ ପରିବହନ ବିଭାଗର ସମୀକ୍ଷା

"ଯେ କୌଣସି ପ୍ରତିକୂଳ ପରିସ୍ଥିତି ପାଇଁ ତ୍ୱରିତ ପଦକ୍ଷେପ ନିଅ': ପ୍ରମୁଖ ଶାସନ ସଚିବ ଶ୍ରୀମତୀ ପାଢ଼ୀ ଭୁବନେଶ୍ୱର, ତା.୨୩/୧୦/୨୦୨୪:ସମ୍ଭାବ୍ୟ ବାତ୍ୟା "ଦାନା'କୁ ଦୃଷ୍ଟିରେ ରଖି ବାଣିଜ୍ୟ ଓ ପରିବହନ ବିଭାଗର ସମସ୍ତ ଅଧିକାରୀମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛିା ଯେ କୌଣସି…

କେଟି ଗ୍ଲୋବାଲ ସ୍କୁଲକୁ ‘ଲିଡର ଇନ ଗ୍ଲୋବାଲ ଏଜୁକେଶନ ଏଣ୍ଡ ଇଣ୍ଟିଗ୍ରେଟେଡ ସ୍ପୋର୍ଟସ ଏକ୍ସଲେନ୍ସ’ ପୁରସ୍କାର

ଟାଇମ୍ସ ବିଜନେସ ଆୱାର୍ଡସ ଉତ୍ସବରେ ମୁଖ୍ୟମନ୍ତ୍ରୀ କଲେ ସମ୍ମାନିତ ଭୁବନେଶ୍ୱର(୨୨/୧୦)- ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ନୂତନ ପ୍ରବର୍ତ୍ତନ ଏବଂ ଉଲ୍ଲେଖନୀୟ ଅବଦାନ ପାଇଁ ଭୁବନେଶ୍ୱରର ଅଗ୍ରଣୀ ଆବାସିକ ଓ ଡେ ବୋର୍ଡିଙ୍ଗ ବିଦ୍ୟାଳୟ କେଟି ଗ୍ଲୋବାଲ୍ ସ୍କୁଲ୍ (କେଟିଜିଏସ୍)କୁ ଟାଇମ୍ସ ବିଜନେସ୍…

ଅନୁଗୁଳରେ ଜିନ୍ଦଲ ପାନ୍ଥର୍ ସିମେଣ୍ଟର ୧.୫ ଏମଟିପିଏ ଗ୍ରାଇଣ୍ଡିଂ ୟୁନିଟର କାର୍ଯ୍ୟକ୍ଷମ

ସିମେଣ୍ଟ ପ୍ରସ୍ତୁତିରେ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସକୁ ଗୁରୁତ୍ୱ କମ୍ କାର୍ବନ ସିମେଣ୍ଟ ଉତ୍ପାଦନ ପ୍ରତି ନିଜର ପ୍ରତିବଦ୍ଧତାକୁ ଅଧିକ ଦୃଢ଼ କରି ଜିନ୍ଦଲ ପାନ୍ଥର୍ ସିମେଣ୍ଟ (ଜେପିସି) ଦ୍ବାରା ଓଡ଼ିଶାର ଅନୁଗୁଳଠାରେ ୧.୫ ଏମଟିପିଏ କ୍ଷମତା ବିଶିଷ୍ଟ ପ୍ରଥମ ସିମେଣ୍ଟ ଗ୍ରାଇଣ୍ଡିଂ…

ଅଷ୍ଟ୍ରେଲିଆରେ ପହଞ୍ଚିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଶିକ୍ଷା ଓ ଜ୍ଞାନ ଭାରତ-ଅଷ୍ଟ୍ରେଲିଆ ବନ୍ଧୁତ୍ୱକୁ ଆଗକୁ ନେବ - ଧର୍ମେନ୍ଦ୍ର ପ୍ରଧାନ • ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଭବ୍ୟ ସ୍ୱାଗତ • ପ୍ରବାସୀମାନେ ହେଉଛନ୍ତି ଭାରତର ସଭ୍ୟତାର ସବୁଠାରୁ ବଡ ଏମ୍ବାସେଡର • ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ…

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ର ପାଠକ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ କୃତକାର୍ଯ୍ୟ

ଭୁବନେଶ୍ୱର, ୨୨/୧୦: ହରେକୃଷ୍ଣ ମହତାବ ରାଜ୍ୟଗ୍ରନ୍ଥାଗାର ର ପାଠକ ଶ୍ରୀ ଦେବାଶିଷ କୁମାର ମିଶ୍ର ଓଡ଼ିଶା ସିଭିଲ୍ ସର୍ଭିସ୍‌ ପରୀକ୍ଷାରେ ୨୩୪ତମ ସ୍ଥାନ ହାସଲ କରି କୃତକାର୍ଯ୍ୟ ହୋଇଛନ୍ତି। ଦେବାଶିଷ ମିଶ୍ର ହେଉଛନ୍ତି ବରଗଡ଼ ଜିଲ୍ଲା ପଦ୍ମପୁରର ବାସିନ୍ଦା। ସେ ଭୁବନେଶ୍ୱର ରହି ଓଡ଼ିଶା…

ପି ଗଣ୍ଡପାଲି ଠାରେ ଗ୍ରୁପରେ ସାମିଲ ମହିଳାଙ୍କ ଠୁଁ ଲକ୍ଷାଧିକ ଟଙ୍କା ଚଲୁ ଘଟଣାରେ ଅଭିଯୁକ୍ତ ଥାନାରେ ଅଟକ ।

https://youtu.be/4sZ-Mr0UOTE ବିଜେପୁର: ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପି ଗଣ୍ଡପାଲି ଠାରେ ଗୀତାଞ୍ଜଳି ମାଝୀ ନାମକ ଜଣେ ଝିଅ ଅଙ୍ଗନୱାଡ଼ି ସହାୟିକା ଗାଁ ର ପ୍ରାୟ ୬୦ ରୁ ୭୦ ଜଣ ମହିଳାଙ୍କ ନାମରେ ବିଭିନ୍ନ ଘରୋଇ ଫାଇନାନ୍ସ କମ୍ପାନୀରୁ ଋଣ ଉଠାଇ ଗାଁରୁ ଫେରାର ଥିବା ଘଟଣାରେ…