ଶିଶୁଯତ୍ନ ଅନୁଷ୍ଠାନର ଶିଶୁଙ୍କ ପ୍ରତିଭା ବିକାଶ ନିମନ୍ତେ “ଉତ୍ସାହ” ଓ “ମହକ” କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ , ଗଜପତି ତରଫରୁ ଜିଲ୍ଲାରେ ଥିବା ୫ ଗୋଟି ଶିଶୁ ଯତ୍ନ ଅନୁଷ୍ଠାନରେ ରହୁଥିବା ଶିଶୁ ମାନଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ନିମନ୍ତେ ଗଜପତି ଷ୍ଟାଡ଼ିଅମ୍ ଠାରେ ବିଭିନ୍ନ ଖେଳ ପ୍ରତିଯୋଗିତା “ଉତ୍ସାହ” ଅନୁଷ୍ଠିତ…

ଛାତ୍ରଛାତ୍ରୀଙ୍କ ପୋଷାକ ବଣ୍ଟନକୁ ନେଇ ସାଧାରଣରେ ଅସନ୍ତୋଷ |

ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ ତା ୨୨/୧୦-ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କ ପାଇଁ ମାଗଣା ପୋଷାକ ବଣ୍ଟନର ବ୍ୟବସ୍ଥା କରିଛନ୍ତି |ପ୍ରତିବର୍ଷ ଜୁନ ରୁ ଅଗଷ୍ଟ ମାସ ମଧ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପୋଷାକ ବଣ୍ଟନ କରାଯାଉଥିଲା, ହେଲେ ଚଳିତ ବର୍ଷ ସେଥିରେ…

ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗରେ ସଂପାନ୍ନ କାର୍ଯ୍ଯକ୍ରମ ଅନୁଷ୍ଠିତ।

ପଦ୍ମପୁର:- ଅର୍ଥନୀତି ବିଭାଗର ସମ୍ମିଳନୀ ପ୍ରକୋଷ୍ଠରେ ଏକ ସଂପାନ୍ନ ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଡଃ ବିରଞ୍ଚି ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ସଂପାନ୍ନ ଶୀର୍ଷକ "ଅର୍ଥଶାସ୍ତ୍ର ର ମୁଖ୍ୟ ନୀତି" ଉପରେ ପ୍ରଥମ ସେମିଷ୍ଟର ର ଛାତ୍ରଛାତ୍ରୀ ମାନେ ତାଙ୍କର ନିବନ୍ଧ ଉପସ୍ଥାପନା…

ନବରଙ୍ଗପୁରଠାରେ ଜିଲ୍ଲା ସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ।

ନବରଂଗପୁର ତା ୨୩.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ.ସ୍ଥାନୀୟ ଜିଲ୍ଲାପାଳଙ୍କ ଅଶୋକ ମେହେଟା ସମ୍ମିଳନୀ ଗୃହ ରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ବଟକୃଷ୍ଣ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ…

ମିଛ କହିବା ପରିବର୍ତ୍ତେ ନିଜ ନିର୍ବାଚନୀ ପ୍ରତିଶୃତି ରକ୍ଷା କରନ୍ତୁ ଡବଲ ଇଞ୍ଜିନ ସରକାର:: ବର୍ଷା

ସାଧାରଣ ନିର୍ବାଚନ ପରେ ବିଜେଡି ର ବିରାଟ ପଦଯାତ୍ରା ବରଗଡ :-ପ୍ରତି ବର୍ଷ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଜି ଙ୍କର ଜୟନ୍ତୀ ଦିନରୁ ପ୍ରାୟ ଏକ ମାସ ପର୍ଯନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଥାଏ । ବିଜୁ ଜନତା ଦଳ ରାଜ୍ୟରେ ସରକାର ରେ ଥିବା…

ପଦମପୁରରେ କାନାରା ବ୍ୟାଙ୍କ ର ନୂତନ ଶାଖା ଉଦଘାଟିତ

ପଦ୍ମପୁର :- ଗ୍ରାହକ ମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦେବାକୁ ଲକ୍ଷ୍ୟ ରଖି କାନାରା ବ୍ୟାଙ୍କ ପକ୍ଷରୁ ପଦ୍ମପୁର ଠାରେ ତାର ନୂତନ ଶାଖା ଉଦଘାଟିତ ହୋଇଯାଇଛି I ଏହା ହେଉଛି ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ୫୩ତମ ଶାଖା I ଏହି ଉଦ୍ଘାଟନୀ ଉତ୍ସବରେ କାନାରା ବ୍ୟାଙ୍କର ଓଡିଶା…

ବାତ୍ୟା ଦାନା କୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ବାସୁଦେବପୁର ପ୍ରଶାସନ।

  ବାସୁଦେବପୁର - ବାତ୍ୟା ଦାନା କୁ ନେଇ ବାସୁଦେବପୁର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ମିଳିଛି। ବିଡିଓ ସଞ୍ଜୀବ କୁମାର ସାହୁ ଙ୍କ ସଂଯୋଜନା ରେ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପ୍ରଶାସନ ପକ୍ଷରୁ ଘନ ଘନ ଗସ୍ତ ସମୁଦ୍ର କୂଳିଆ ଅଞ୍ଚଳ କୁ ଜାରି ରହିଛି। ଲୋକ ମାନଙ୍କୁ…

ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରାହାଳୟ, ଓଡ଼ିଶା ରାଜ୍ୟ…

ଭୁବନେଶ୍ୱର: ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ଅକ୍ଟୋବର ୨୪ ଏବଂ ୨୫ ତାରିଖରେ ସର୍ବସାଧାରଣଙ୍କ ପରିଦର୍ଶନ ନିମନ୍ତେ ଓଡ଼ିଶା ରାଜ୍ୟ ସଂଗ୍ରାହାଳୟ, ଓଡ଼ିଶା ରାଜ୍ୟ ଅଭିଲେଖାଗାର ଓ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ବନ୍ଦ ରହିବ। ଏଥିସହ ଓଡ଼ିଆ ଭାଷା,…

‘ଅଷ୍ଟ୍ରେଲିଆ ଅନ୍ତର୍ଜାତୀୟ ଶିକ୍ଷା ସମ୍ମିଳନୀ’କୁ ସମ୍ବୋଧିତ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଭାରତ ଓ ଅଷ୍ଟ୍ରେଲିଆର ମିଳିତ ସହଯୋଗ ବିଶ୍ୱ ଆହ୍ୱାନର ସମାଧାନ କରିବ- ଧର୍ମେନ୍ଦ୍ର ପ୍ରଧାନ • ମେଲବର୍ଣ୍ଣ ଠାରେ ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟାରଙ୍କ ସହ ଦ୍ୱିପାକ୍ଷିକ ବୈଠକ• ଭାରତରେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ ସ୍ଥାପନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ଭଞ୍ଜନଗର ସହର ଠାରେ ମହାଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ବିଶ୍ଵ କଲ୍ୟାଣାର୍ଥେ ହେବାକୁ ଥିବା ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆଜି ବୁଧବାର ୨୩ ଅକ୍ଟୋବର ରେ ତଥା ପବିତ୍ର କାର୍ତ୍ତିକ ମାସ କୃଷ୍ଣପକ୍ଷ ସପ୍ତମୀ ତିଥି ରେ ଭଞ୍ଜନଗରସ୍ଥ ନିୟନ୍ତ୍ରଣ ବଜାର କମିଟି ପଡ଼ିଆ ଠାରେ…