Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି ରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପାରଳାଖେମୁଣ୍ଡି ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଜନସଂପର୍କ ପଦଯାତ୍ରା ରେ ରାଜ୍ୟ ବିଜେଡି…
ଜିଲ୍ଲାସ୍ତରୀୟ ଜାତୀୟ ତମାଖୁ ନିୟନ୍ତ୍ରଣ ଅଭିଯାନ କାର୍ଯ୍ୟକ୍ରମ।
ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା: ୨୨. ୧୦. ୨୦୨୪ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ଅଧକ୍ଷତାରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦ୍ଵାରା ଆୟୋଜିତ…
ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜା ଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଓଡିଆ ବକୃତା , ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା , ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।…
ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଜନ ସାଧାରଣଙ୍କୁ…
ରାୟଗଡ: ନବ ଭାରତ ନିର୍ମାଣ ସେବା ପାର୍ଟିର ରାୟଗଡ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଆଗାମୀ ୨୩ ରୁ ୨୫ ତରଖରେ ଆସୁଥିବା ବାତ୍ୟା ପ୍ରଭାବିତ ଅଞ୍ଚଳରେ ବାସ କରୁଥିବା ଲୋକଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି ନବ ଭାରତ ନିର୍ମାଣ ସେବା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ…
ବିଜେପୁର ତହସିଲଦାରଙ୍କ ଦ୍ୱାରା ଓଏଏସ ପାଇଥିବା ଶ୍ରୀ କ୍ଲିଣ୍ଟନ ସାହୁ ସମ୍ବର୍ଦ୍ଧିତ
ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ଗତ ତାରିଖରେ ପ୍ରକାଶିତ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳାଫଳ ପ୍ରକାଶିତ ହୋଇଥିଲା। ଓଡ଼ିଶା ପ୍ରଶାସନିକ ସେବା କମିଶନ କଟକ ପକ୍ଷରୁ ପତ୍ର ସଂଖ୍ୟା୫୯୪୯ ତା ୧୯.୧୦.୨୦୨୪ରିଖରେ ପ୍ରକାଶିତ ନୋଟିସ ଅନୁସାରେ ତା ୨୫.୦୨.୨୦୨୪,ତା…
ଅକ୍ଟୋବର ମାସରେ କମ ବର୍ଷା ଚାଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି
ବିଜେପୁର :-ସୁଶାନ୍ତ ସାହୁ (ଶାସକ ପ୍ରଶାସକ )ବରଗଡ଼ ଜିଲ୍ଲା ଗୋଟିଏ ପଟେ ଜଳସେଚିତ ହୋଇଥିବା ବେଳେ ଅନ୍ୟ ପଟେ ଚିର ମରୁଡି ଅଞ୍ଚଳ ଭାବେ ପରିଚିତ। ପ୍ରତେକ ତିନି ବର୍ଷ ଅନ୍ତରାଳରେ ବର୍ଷା ର ଅଭାବୀ କାରଣରୁ ଅଣ ଜଳସେଚିତ ଅଂଚଳରେ ମରୁଡି ପଡିଥାଏ। ଚଳିତ ବର୍ଷା ପ୍ରଥମେ ଦୁଇ ମାସ କମ ବର୍ଷା ହେବା…
ବେଲଗୁଣ୍ଠାରେ ବ୍ଳକ୍ ସ୍ତରୀୟ ସୁରଭି ; ମନ କିଣିଲା ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସ୍ଥିତ ଘୁମୁସର ସରକାରୀ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2024 ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ବ୍ଳକ୍ ର ସମସ୍ତ ଏଗାରଟି କ୍ଳଷ୍ଟର୍ ରୁ ମନୋନୀତ ହୋଇ ଆସିଥିବା ଛାତ୍ରଛାତ୍ରୀଙ୍କ…
ପରଲୋକରେ ଶତାୟୁ ପୁରୁଷ ଗୌର ଚନ୍ଦ୍ର ପାଢ଼ୀ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ମଙ୍ଗଳବାର ଭୋର ସକାଳେ ସ୍ଥାନୀୟ ଶାନ୍ତି ନଗର ଧର୍ମ ପରାୟଣ ଶତାୟୁ ପୁରୁଷ ୧୦୪ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି।ପାରଳାଖେମୁଣ୍ଡି ହସ୍ପିଟାଲରେ ପରଲୋକ ହୋଇଯାଇଛି। ଗତକାଲି ସକାଳେ ଘରେ ବସିଥିବା ଅବସ୍ଥାରେ ଟଳି ପଡିବାରୁ ତାଙ୍କୁ ପ୍ରଥମେ ଗୁଣପୁର ଓ…
ପରିବେଶ ସୁରକ୍ଷା ନେଇ ସ୍କୁଲ ଛାତ୍ରଛାତ୍ରୀଙ୍କ ସଚେତନ ରାଲି
ରାୟଗଡ : ରାୟଗଡ ସହର ସାଇପ୍ରିୟା ନଗର ସ୍ଥିତ (ଏନଭିଆର) ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଶ ସୁରକ୍ଷା ନେଇ ଏକ ସଚେତନ ରାଲି ଅନୁଷ୍ଠିତ ହୋଇଯାଇଛି । ଦିନକୁ ଦିନ ରାୟଗଡ ସହର ଉତ୍ତପ୍ତ ହେଉଥିବା ବେଳେ ଅଧିକ କୁ ଅଧିକ ଗଛ ଲଗାଇବାର ଆବଶ୍ୟକ ରହିଛି । ବର୍ତମାନ ଅବାଧ୍ୟରେ ବୃକ୍ଷ କାଟୁଥିବା…
ଗୁଣପୁରରେ ସାମାଜିକ ନାଟକ “ସତଠୁ ସପନ ଅନେକ ଦୂର” ମଞ୍ଚସ୍ତ
ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ କଳାକାରମାନଙ୍କୁ ନେଇ ବିବିଏନ ପୂଜାକମିଟି ଦ୍ୱାରା ମାଁ ଗଜଲକ୍ଷ୍ମୀ ପୂସାମାଜିକ ନାଟକ "ସତଠୁ ସପନ ଅନେକ ଦୂର"ଜା ଅବସରରେ ମହାନ ସାମାଜିକ ନାଟକ "ସତଠୁ ସପନ ଅନେକ ଦୂର" ମଞ୍ଚସ୍ଥ ହୋଇଥିଲା । ନୃସିଂହ ନାଥ ଶତପଥି ନିର୍ଦ୍ଦେଶକ ,ସୀତାରାମ ପାତ୍ର…