Sign in
Sign in
Recover your password.
A password will be e-mailed to you.
ନାଉଗାଁ ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର
ଜଗତସିଂହପୁର,ତା-୨୮.୧୦.୨୦୨୪/ସୁମନ୍ତ କୁମାର ଦାସ: ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମଜନ ଅଭିଯୋଗ ଶୁଣାଣି ଶିବିର ନାଉଗାଁ ବ୍ଳକ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏହି ଅଭିଯୋଗ ଶିବିର ରେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି…
ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ଶପଥପାଠ
ଜଗତସିଂହପୁର,ତା-୨୮.୧୦.୨୦୨୪/ସୁମନ୍ତ କୁମାର ଦାସ:ରାଜ୍ଯ ସ୍ତରରେ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାରା ଦୁର୍ନୀତି ନିବାରଣ ସଚେତନତା ଶପଥପାଠ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଦୁର୍ନୀତି ରୂପକ ରୋଗ କୁ ମଧୁମେହ ସହ ତୁଳନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ଏହାର…
ପୋଖରୀରୁ ଅଜଣା ବ୍ୟକ୍ତିର ସବ ଉଦ୍ଧାର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ଶାସନ ସାହି ସ୍ଥିତ ପୋଖରୀରୁ ଜଣେ ଅଜଣା ଯୁବକର ଶବ ଉଦ୍ଧାର ହେବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି I ଯୁବକଟିର ବୟସ 30 ରୁ 35 ବର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି I ସୂଚନା ପ୍ରକାରେ ଆଜି ସକାଳ ଛଅ ଘଣ୍ଟା ସମୟରେ…
କୁଡୁମୀ ସଂପ୍ରଦାୟର ସଂସ୍କୃତି ଓ ପରମ୍ପରା ବଞ୍ଚାଓ ଅଭିଯାନ
ମୟୁରଭଞ୍ଜ ସାରସକଣା ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ।(ଶାସକ ପ୍ରଶାସକ)ମୟୂରଭଞ୍ଜ ଜିଲ୍ଲା ରେ ପ୍ରାୟ ପଚିଶି ଶତକଡା କୁଡୁମୀ ସଂପ୍ରଦାୟ ବାସ ବାସ କରନ୍ତି। ଏହି ପରିପ୍ରେକ୍ଷୀରେ କୁଡୁମୀ ସେନା ପକ୍ଷରୁ ସପ୍ତମ ବର୍ଷ ବାନ୍ଦନା ପରବ ଭେଟଘାଟ ୧୦ ନଭେମ୍ବର ୨୦୨୪ ରିଖ ରବିବାର ଧାନଘୋରି…
ହୃଦଘାତ ରେ ବଳଭଦ୍ର ପଧାନ ଦେହାନ୍ତ
ବିଜେପୁର :-ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ମୂଳ ନିବାସୀ ବଳଭଦ୍ର ପଧାନ ଆଉ ନାହାନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ହେଉଥିଲା। ସେ ଜଣେ ଦକ୍ଷ ପୋଲିସ ଅଧିକାରୀ ଭାବେ ସୁନ୍ଦରଗଡ ଜିଲ୍ଲା ଏବଂ ବରଗଡ଼ ଜିଲ୍ଲାରେ ଚାକିରୀ କରି ଦିର୍ଘ ୯ ବର୍ଷ ହେବ ଅବସର ଗ୍ରହଣ କରି…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୪ ପାଳନ ଅବସରରେ ନବରଂଗପୁର ଜିଲ୍ଲାରେ ଶପଥ ପାଠ କାର୍ଯ୍ୟକ୍ରମ
ନବରଂଗପୁର ତା ୨୮.୧୦.୨୦୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଅବସ୍ଥିତ ଓସ୍ୱାନ୍ ହଲ୍ ଠାରେ ଜିଲ୍ଲାପାଳ ଡ଼ା ଶୁଭଂକର ମହାପାତ୍ର ଙ୍କ ଅଧକ୍ଷତା ରେ ରାଜ୍ୟସ୍ତରୀୟ କନଫରେନ୍ସ ମାଧ୍ୟମରେ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ନେଇ ସାଧୁତାର ଶପଥ ପାଠ…
ବେଦାନ୍ତ ଆଲୁମିନିୟମ୍ ଯୁବ ସ୍ନାତକମାନଙ୍କୁ ପ୍ରୋଜେକ୍ଟ ସକ୍ଷ୍ୟମ୍ ମାଧ୍ୟମରେ ଉନ୍ନତ ଶିଳ୍ପ ତାଲିମ ଦେବା ସହିତ ସଶକ୍ତ…
ଭୁବନେଶ୍ୱର, ଓଡିଶା, ଅକ୍ଟୋବର ୨୮, ୨୦୨୪: ବେଦାନ୍ତ ଆଲୁମିନିୟମ, ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ, ଏହାର ଫ୍ଲାଗସିପ୍ ଦକ୍ଷତା ବିକାଶ ପଦକ୍ଷେପ ପ୍ରୋଜେକ୍ଟ ସକ୍ଷ୍ୟମ୍ ମାଧ୍ୟମରେ ଝାରସୁଗୁଡା ତଥା ପଡୋଶୀ ସହର ଏବଂ ଗ୍ରାମରୁ ଆଇଟିଆଇ ସ୍ନାତକମାନଙ୍କୁ ପ୍ରତିଷ୍ଠିତ ବିଶ୍ୱ ଦକ୍ଷତା ବିକାଶ…
ଆଇଆଇଟି, ବିଏଚୟୁର ୧୩ତମ ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଚତୁର୍ଥ ଶିଳ୍ପ ବିପ୍ଳବରେ ବିଶ୍ୱ କଲ୍ୟାଣର ନେତୃତ୍ୱ ନେବ ଭାରତ- ଧର୍ମେନ୍ଦ୍ର ପ୍ରଧାନ
• ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ଶିକ୍ଷା ଯଜ୍ଞରୁ ତିଆରି ହେଉଥିବା ଛାତ୍ରଛାତ୍ରୀମାନେ ଜଣେ ଜଣେ ଅମୃତ • ସମ୍ମାନ, ଡିଗ୍ରୀ ଏବଂ ପଦକପ୍ରାପ୍ତ ବିଦ୍ୟାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ…
ଖୋଲା ଆଲୋଚନା ଓ କଡ଼ାକଡ଼ି ନିୟମ ଦ୍ୱାରା ଶିଶୁ ଚାଲାଣକୁ ରୋକିବାରେ ସକ୍ଷମ ହେବା – ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…
ବିକଶିତ ଓଡ଼ିଶା ସ୍ୱପ୍ନର ପ୍ରଥମ ଟାର୍ଗେଟ - ଶିଶୁ ଚାଲାଣର ଦମନ
ବିଭିନ୍ନ ଅଂଶୀଦାରମାନଙ୍କ ସହ ଖୋଲା ଆଲୋଚନାରେ ସାମିଲ ହେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଆଲୋଚନାରେ ଯୋଗଦେଲେ ବିଭିନ୍ନ ବିଭାଗର ଅଧିକାରୀ, ବିଭିନ୍ନ ଜିଲ୍ଲାର ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷବୃନ୍ଦ…
ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ମାସର ଆରମ୍ଭ
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ଅକ୍ଟୋବର ୨୮ରୁ ନଭେମ୍ବର ୨୭ ତାରିଖ ପର୍ଯ୍ୟନ୍ତ ଦୁର୍ନୀତି ନିବାରଣ ସଚେତନତା ମାସ ପାଳନ କରାଯାଉଛି। ଏଥିରେ କାର୍ଯ୍ୟକ୍ଷେତ୍ରରେ ସାଧୁତା, ସ୍ଵଚ୍ଛତା ଏବଂ ଦାୟିତ୍ଵନିଷ୍ଠା ବଜାୟ ରଖିବା ଉପରେ…