Sign in
Sign in
Recover your password.
A password will be e-mailed to you.
ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଓଡିଶାରେ ୩ଟି ପ୍ରକଳ୍ପର ଶୁଭାରମ୍ଭ
ଭୁବନେଶ୍ୱରରେ ସେଣ୍ଟ୍ରାଲ ଡ୍ରଗ୍ସ ଟେଷ୍ଟିଙ୍ଗ ଲାବୋରେଟୋରୀର ଉଦ୍ଘାଟନ,
ଯୋଗ ଓ ପ୍ରାକୃତିକ ଚିକିତ୍ସା ଅନୁସନ୍ଧାନ ପ୍ରତିଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ବରଗଡରେ କ୍ରିଟିକାଲ୍ କେୟାର ସେଣ୍ଟରର ଉଦ୍ଘାଟନ
ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ…
କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସହ କଥା ହୋଇ ତ୍ୱରିତ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା
ଭୁବନେଶ୍ୱର: ଆଜି କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅଧୀନସ୍ଥ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ସ୍ନେହଲତା ସାହୁଙ୍କ ଅବହେଳା ପାଇଁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କ ୭ ମାସର ଗର୍ଭ ନଷ୍ଟ ହେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…
“ପ୍ରତି ଗାଁରେ ଗୋଟିଏ ଲେଖାଏଁ ପ୍ରାକୃତିକ ବିପର୍ଯ୍ୟୟ ରେସ୍ପନ୍ସ ଟିମ ଗଠନ କରାଯିବ”
ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ୨୦୨୪
ସୁଦୃଢ ପ୍ରାକପ୍ରସ୍ତୁତି ଏବଂ ଟିମ୍ ୱାର୍କ ଯୋଗୁ ବାତ୍ୟା ‘ଦାନା’ ମୁକାବିଲାରେ ‘ଶୂନ୍ୟ ଜୀବନହାନୀ’ ଲକ୍ଷ୍ୟ ହାସଲ
ଗୋଟିଏ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ନିର୍ମାଣ…
ଓୟୁଟିଆର ପରିସରରେ ସଫଳ ରକ୍ତଦାନ ଶିବିର ଆୟୋଜନ
ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୪ – ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ଓଡିଶା ୟୁନିଭର୍ସିଟି ଅଫ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚ (ଓ ୟୁ ଟି ଆର୍) ର ଏନ ଏସ ଏସ ବ୍ୟୁରୋ ଦ୍ୱାରା ଏକ ସଫଳ ଦିନିକିଆ "ରକ୍ତଦାନ ଶିବିର" ସକାଳ ୧୦ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ବିଶ୍ଵବିଦ୍ୟାଳୟ ପରିସର ରେ ଆୟୋଜନ…
“ଉତ୍କଳୀୟ କଂସା କଳାରେ ଆମ ଅସ୍ମିତା” ବିଷୟବସ୍ତୁ ଉପରେ ସଂସ୍କୃତି ଚର୍ଚ୍ଚା
ଭୁବନେଶ୍ୱର, (୨୯/୧୦) : ଭୁବନେଶ୍ୱର ସ୍ଥିତ ଓଡିଶା ରାଜ୍ୟ ଅଭିଲେଖାଗାରରେ ଆଜି ୭୯ତମ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଅବସରପ୍ରାପ୍ତ ଡେପୁଟି ରିଜଓନାଲ ମ୍ୟାନେଜର, ବିଶିଷ୍ଟ ଐତିହ୍ୟ ଗବେଷକ ଓ କଂସା ପିତ୍ତଳ…
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ‘ଏକତା ଦୌଡ’ର(Run For Unity) ଫ୍ଲାଗ୍ ଅଫ କଲେ ମୁଖ୍ୟମନ୍ତ୍ରୀ
ରାଷ୍ଟ୍ରୀୟ ଏକତା ପାଇଁ କରାଇଲେ ଶପଥ ପାଠ, ପ୍ରାୟ ୩୦୦୦ ପିଲାଙ୍କ ଯୋଗଦାନ
ସର୍ଦ୍ଦାର ପଟେଲଙ୍କ ଆଦର୍ଶରେ ଦେଶର ଏକତା ଓ ଅଖଣ୍ଡତା ପାଇଁ ଦେଶର ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ କାମ କରିବା ଆବଶ୍ୟକ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର: ରାଷ୍ଟ୍ରୀୟ ଏକତା ଦିବସ ଅବସରରେ…
ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସହଯୋଗରେ ଓଡ଼ିଆ ଦାଦାନ ଶ୍ରମିକଙ୍କ ମୃତଶରୀର ସ୍ଥାନାନ୍ତରଣ ; କେନ୍ଦୁଝର ସ୍ଥିତ…
ଭୁବନେଶ୍ୱର (୨୯/୧୦): ତାମିଲନାଡୁ କୋଇମ୍ବାଟୁରକୁ ଜଣେ ଓଡ଼ିଆ ଶ୍ରମିକ ଦାଦନ ଖଟିବାକୁ ଯାଉଥିବା ବେଳେ ତାଙ୍କର ରେଳ ଜନିତ ଦୁର୍ଘଟଣାରେ ମୃତ୍ୟୁ ହେlଇଥିବା ଖବର ପାଇ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଉକ୍ତ ଶ୍ରମିକଙ୍କ ମୃତ ଶରୀରକୁ ତାଙ୍କର ପୈତୃକ ଗ୍ରାମକୁ ସ୍ଥାନାନ୍ତରଣ କରି ଶେଷକୃତ୍ୟ…
ତେନ୍ତୁଳୀଖୁଣ୍ଟି ବ୍ଲକ ପଂଚାୟତ ସମିତି କାର୍ଯ୍ୟଳାୟ ଠାରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଅନୁଷ୍ଠିତ
ତେନ୍ତୁଳୀଖୁଣ୍ଟି/ କୃପାନିଧି ରାଉତ, ଶାସକ ପ୍ରଶାସକ: 28.10 2024 ରିଖ ଦିନ ନବରଙ୍ଗପୁର ଜିଲ୍ଲା ପାଳ ଡ଼କଟର ଶୁଭଙ୍କର ମହାପାତ୍ରଙ୍କ ଦ୍ୱାରା ଜନ ଶୁଣାଣି ଶିବିର,ତେନ୍ତୁଳୀଖୁଣ୍ଟି ପଂଚାୟତ ସମିତି କାର୍ଯ୍ୟାଳୟ ଠାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି. ଏଥିରେ ଜିଲ୍ଲା ମୁଖ୍ୟ ଅଧିକାରି…
ସୋଆ ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, ଅକ୍ଟୋବର ୨୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୨୦୨୪-୨୫ ଶିକ୍ଷା ବର୍ଷ ନିମନ୍ତେ ଡାକ୍ତରୀ ପାଠ୍ୟକ୍ରମରେ ନାମ ଲେଖାଇଥିବା ଏମ୍ବିବିଏସ୍ ଛାତ୍ରଛାତ୍ରୀଙ୍କ ହ୍ୱାଇଟ୍ କୋଟ ଉତ୍ସବ ଆୟୋଜିତ ହୋଇଯାଇଛି। ଗତ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସେସ…
ବାତ୍ୟା” ଦାନା” ବେଳେ ଅନେକଙ୍କ ପାଇଁ ସାହା ହେଲା ଓଡିଶା ପୋଲିସର ଇଆରଏସଏସ ଟିମ
ସହାୟତା ପାଇଁ 26 ତାରିଖ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଆସିଥିଲା ମୋଟ 3005ଟି ଫୋନ କଲ
ଭୁବନେଶ୍ୱର : ରାଜ୍ୟରେ ବାତ୍ୟା" ଦାନା" ର ପ୍ରକୋପ ସମୟରେ ଜରୁରୀ କାଳୀନ ସହାୟତା କେନ୍ଦ୍ର (ERSS) ଟିମ ମହତ୍ତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରିଥିଲା। ବାତ୍ୟା ପ୍ରଭାବିତ ଜିଲ୍ଲା ଗୁଡିକରେ ରାଜ୍ୟ ଜରୁରୀକାଳୀନ…