ଗୁଣପୁରରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା ,ରାୟଗଡା ଜିଲ୍ଲା ବିଜେଡି ସଭାପତି ଅନୁପସ୍ଥିତକୁ ନେଇ ଚର୍ଚ୍ଚା

ଗୁଣପୁର: () ବିଜୁ ଜନତା ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଦ୍ବିତୀୟ ପର୍ଯ୍ୟାୟରେ ଗୁଣପୁର ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ସାରକା , ପୂର୍ବତନ ଜିଲ୍ଲା ବିଜେଡି…

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ: ” ମିନିମାରାଥନ ଯୋଗଦେଲେ ଯୁବକ ଯୁବତୀ

ରାୟଗଡ:-ତା ୨୯.୧୦.୨୦୨୪ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତାରେ ଓଡିଶା ବିପର୍ଯ୍ୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯୟ ପ୍ରଶମନ ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ…

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ

* ସମ୍ଭାବ୍ୟ ଭୋଟରଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ * ୱାକେଥନରେ ସାମିଲ ହେଲେ ଜିଲ୍ଳାବାସୀ ।* ସାଂସ୍କୃତିକ କାର୍ଯ୍ୟକ୍ରମ ମୋହିଲା ଭୋଟରଙ୍କ ମନ। ରାୟଗଡା: ମଙ୍ଗଳବାର ସକାଳ ରାୟଗଡା ସହର ହେଲା ଉତ୍ସବ ମୁଖର। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟ୍ଟାୱରୀଙ୍କ…

ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ l

ରାୟଗଡ:--ତା.୦୩/୧୧--ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି। ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ଥରୀୟ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତଙ୍କ ଅଧ୍ୟକ୍ଷତlରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ…

ସାମ୍ବାଦିକଙ୍କ ଭାତୃ ବିୟୋଗ

ରାୟଗଡ: ବରିଷ୍ଠ ସାମ୍ବାଦିକ ଦୟାନନ୍ଦ ଖାଡ଼ଙ୍ଗାଙ୍କ ଦ୍ୱତୀୟ ଜ୍ୟଷ୍ଠ ଭ୍ରାତା ଶିବ ପ୍ରସାଦ ଖାଡ଼ଙ୍ଗା (୬୫)ଙ୍କ ସ୍ଥାନୀୟ ମୂଖ୍ୟ ଚିକିତ୍ସାଳୟରେ ହୃଦଘାତରେ ମୃତ୍ୟୁ ଘଟିଛି l ସେ କିଛି ଦିନ ହେଲା ଅସୁସ୍ଥ ହୋଇ ଚିକିତ୍ସାଧୀନ ଥିଲେ l ସେ ଜଣେ ଛାତ୍ରବତ୍ସଳ ଓ ଜଣେ ଉତ୍ତମ ଶିକ୍ଷକ ଭାବରେ ପରିଚିତ…

ନବରଂଗପୁର ଠାରେ ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ

ଅନ୍ତର୍ଗତ ପଥ ଉତ୍ସବ, ୱାକାଥନ୍ ,ସାଂସ୍କୃତିକ କାର୍ଯ୍ୟକ୍ରମ ସଚେତନତା ମହାସମାରୋହରେ ଅନୁଷ୍ଠିତ। ନବରଂଗପୁର ତା ୨୯.୧୦.୨୨୪:ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ସହରର ସ୍ଥାନୀୟ ପୌରପାଳିକା କାର୍ଯ୍ୟଳୟ ସମ୍ମୁଖରୁ ଜିଲ୍ଲା ପ୍ରଶାସନ ଦ୍ବାରା ଭୋଟର ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ…

ଜିଲ୍ଲାସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ

କଟକ ତା ୨୯.୧୦.୨୦୨୪ ରିଖ – ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ସମୟରେ ଶୂନ୍ୟ ଜୀବନହାନୀ ଓ କ୍ଷୟକ୍ଷତି ହ୍ରାସ ଉପରେ ଗୁରୁତ୍ୱ ଦେବା ଆବଶ୍ୟକ । ଧୈର୍ଯ୍ୟ ଓ ସାହସର ସହ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବା ଓ ବିପର୍ଯ୍ୟୟ ସମୟରେ ନିଜକୁ ସୁରକ୍ଷିତ ରଖିବା ତଥା ଯଥାସମ୍ଭବ ଅନ୍ୟର ସାହାଯ୍ୟ…

ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ନିମନ୍ତେ ପଥଉତ୍ସବ, ୱ।କଥନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ।

ଗୁଣପୁର : ତା:୨୯.୧୦.୨୦୨୪ରିଖ ଦିନ ଉପଖଣ୍ଡ ସ୍ତରୀୟ ପଥ ଉତ୍ସବ, ୱ।କାଥନ ଓ ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ-୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୦୧.୦୧.୨୦୨୫ସୁଦ୍ଧା ଯେଉଁ ମାନଙ୍କ ବୟସ ୧୮ ବର୍ଷ ହେଉଥିବ ସେମାନଙ୍କ ନାମ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ କରିବା, ଭୋଟର ତାଲିକାରେ ନାମ…

ଭଞ୍ଜନଗରରେ ଭୋଟର ସଚେତନତା ନିମନ୍ତେ ରାଲି ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }:ଭୋଟର ପଞ୍ଜିକରଣ ଓ ନିର୍ଭୁଲ ଭୋଟର ତାଲିକା ସଂଶୋଧନ ସହ ସଚେତନତା ଏବଂ ଯୁବଗୋଷ୍ଠୀ ମଧ୍ୟରେ ଗଣତାନ୍ତ୍ରିକ ମୁଲ୍ୟବୋଧକୁ ପ୍ରଜ୍ବଳିତ କରିବା ପାଇଁ ଆଜି ଅକ୍ଟୋବର ମାସ ୨୯ ତାରିଖ ମଙ୍ଗଳ ବାର ୨୦୨୪ ଦିନ ଏକ ଓ୍ବାକାଥନ୍ ଓ ପଥତ୍ସୋବ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ…

ଜିଲ୍ଲା ସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଓ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ।

ନବରଙ୍ଗପୁର ୨୯.୧୦.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଠାରେ ଆଜି ମଙ୍ଗଳବାର ଦିନ ରାଜ୍ଯ ବିପର୍ଯ୍ୟୟ ପ୍ରସ୍ତୁତି ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସକାଳ ଆଠ ଘଣ୍ଟା ସମୟରେ ଏକ ଗଣଦୌଡ ସ୍ଥାନୀୟ ପୌରପାଳିକା କାର୍ଯାଳୟ…