Sign in
Sign in
Recover your password.
A password will be e-mailed to you.
ବିଡ଼ିଓ ଙ୍କ ଅଜାଣତରେ କଲ୍ୟାଣ ମଣ୍ଡପ ଉଦଘାଟନ
ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଧୋଡ଼ିପାଣି ଗ୍ରାମ ପଂଚାୟତ ରେ ତା. 10-11-2024 ରିଖ ରବିବାର ଛୁଟି ଦିନରେ ସରକାରୀ କଲ୍ୟାଣମଣ୍ଡପ ବିଡ଼ିଓ ଙ୍କ ଅଜାଣତରେ ଉଟଘାଟନ କରାଯାଇଛି /ସରକାର ଙ୍କ ଦ୍ୱାରା ନିର୍ମିତ ଏହି କଲ୍ୟାଣମଣ୍ଡପ କୁ ବ୍ଲକ…
ଚେକ୍ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ଯୁବକ ମୃତ
ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା :ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଧୋଡ଼ିପାଣି ପଞ୍ଚାୟତ ସଦର ଗ୍ରାମର ଜଣେ ଯୁବକ ଚେକ ଡ୍ୟାମରେ ଗାଧୋଉ ଥିବା ବେଳେ ଗୋଡ଼ ଖସି ମୃତ୍ୟୁ ଘଟିଛି। ସେ ହେଉଛନ୍ତି ଭବାନୀ ଶଙ୍କର ନାୟକ (୨୧) ଧୋଡ଼ିପାଣି ଗ୍ରାମର ପ୍ରେମଲାଲ ନାୟକଙ୍କ ପୁଅ ଭବାନୀ ଶଙ୍କର ରବିବାର…
ସୁରଟର ଜୈନ ବିଶ୍ୱଭାରତୀ ଅନୁଷ୍ଠାନର ସମାବର୍ତ୍ତନ ସମାରୋହରେ କେନ୍ଦ୍ରମନ୍ତ୍ରୀ
ଚରିତ୍ର ନିର୍ମାଣ ଓ ଦକ୍ଷତା ବୃଦ୍ଧି ଶିକ୍ଷାର ମୂଳ ଉଦ୍ଦେଶ୍ୟ - ଧର୍ମେନ୍ଦ୍ର ପ୍ରଧାନ
• ପରମ ପୂଜ୍ୟ ଆଚାର୍ଯ୍ୟ ଶ୍ରୀ ମହାଶ୍ରମଣଜୀଙ୍କ ଆଶୀର୍ବାଦ ଦେଲେ କେନ୍ଦ୍ରମନ୍ତ୍ରୀ • ବିଶ୍ୱଭାରତୀ ଇନଷ୍ଟିଚ୍ୟୁଟ୍ ଅନୁଭୂତିମୂଳକ ଶିକ୍ଷାର ବୃହତ ପ୍ରୟୋଗଶାଳା• ପ୍ରଧାନମନ୍ତ୍ରୀ ପ୍ରାକୃତ ଭାଷାକୁ…
ହ୍ୟାଟ୍ରିକ ଅପେକ୍ଷାରେ ବୈଜୟନ୍ତ
ବିଜେପିରେ ଯୋଗଦେଲେ ରାମ ନାରାୟଣ ଭାରଦ୍ଵାଜ, ବୈଜୟନ୍ତ ପଣ୍ଡାଙ୍କ ଦ୍ଵିତୀୟ ବଡ ସଫଳତା
ନୂଆଦିଲ୍ଲୀ/ଭୁବନେଶ୍ବର, ୧୧|୧୧ - ଗତକାଲି ଆପର ଗୋଟେ ଉଇକେଟ ପକେଇଥିଲେ, ଆଜି ଆଉ ଗୋଟେ ପକେଇଲେ | ହ୍ୟାଟ୍ରିକ ଅପେକ୍ଷାରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା | ଦିଲ୍ଲୀ ନିର୍ବାଚନ…
ତାଳପଦର ଗ୍ରାମର ସଞ୍ଜୁ ସଂଗଠନ ଓ ସଚେତନତା ପାଇଁ ସମର୍ପିତ
ବିଜେପୁର :- ସୁଶାନ୍ତ ସାହୁ ପାରିବାରିକ ବୋଝ ତଥା ବିଭିନ୍ନ ସମସ୍ୟା ସତ୍ତ୍ୱେ ସଂଗଠନ ଓ ସଚେତନତା ପାଇଁ ସମର୍ପିତ ନାରୀଟିଏ ହେଉଛନ୍ତି ସଞ୍ଜୁ ରଣା l ତାଙ୍କ ଘର ହେଉଛି ବିଜେପୁର ବ୍ଲକ ତାଳପଦର ଗ୍ରାମରେ l ମା'ମନୀଷା ସ୍ୱାୟଂସହାୟକ ଗୋଷ୍ଠୀର ସଦସ୍ୟା ସଂଜୁ ଜଣେ ମୋବିଲାଇଜର ଭାବରେ କାମ କରି…
ମନସ୍ତତ୍ତ୍ୱ ବିଜ୍ଞାନରେ ସ୍ବର୍ଣ୍ଣ ପଦକ ହାସଲ l
ନବରଙ୍ଗପୁର ୧୧. ୧୧.୨୦୨୪: ଅଶୋକ ସାହୁ, ଶାସକ ପ୍ରଶାସକ,ନଫିସା ତୁରୁକ ରମାଦେବୀ ସ୍ୱୟଂଶାସିତ ମହିଳା ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ୧୪ ଟି ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀ ମାନଙ୍କ ମଧ୍ୟରୁ ଚଳିତ ବର୍ଷ ମନସ୍ତତ୍ତ୍ୱ ବିଜ୍ଞାନରେ ଶୀର୍ଷ ସ୍ଥାନ ଅଧିକାର କରି ସ୍ନାତକୋତ୍ତର ଡିଗ୍ରୀ ରେ…
ଜ଼ିଲ୍ଲା ଅଦାଲତ ନବରଙ୍ଗପୁର ଦ୍ୱାରା ଚିତ୍ରାଙ୍କନ ପ୍ରତିଯୋଗିତା
ନବରଙ୍ଗପୁର ତା ୧୦.୧୧.୨୦୨୪ଅଶୋକ ସାହୁ, ଶାସକ ପ୍ରଶାସକ,:ଓଡିଶା ଉଚ୍ଚ ନ୍ୟାୟାଳୟ କଟକଙ୍କ ଆଦେଶ କ୍ରମେ ନୂତନ ଜ଼ିଲ୍ଲା କୋର୍ଟ ପରିସରରେ ଜ଼ିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆସନ୍ତା ଶିଶୁ ଦିବସ-୨୦୨୪କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେଇଯାଇଛି। ଚଳିତ ବର୍ଷ…
ଜେନିଥ ଲାୟନ୍ସ ଗୁରୁକୁଲରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ଅନୁଷ୍ଠିତ।
ପଦ୍ମପୁର :- ସ୍ଥାନୀୟ ଲାୟନ୍ସ ଗୁରୁକୁଲରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜ୍ଞାନ ନିରିକ୍ଷକ ଶ୍ରୀଯୁକ୍ତ ଧୀରୋଜ କୁମାର ପଟ୍ଟନାୟକ ଯୋଗଦେଇ ମେଳାକୁ ଉଦ୍ଘାଟନ କରିଥିଲେ । ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର…
ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ ନୃତ୍ୟଭିତ୍ତିକ କାର୍ଯ୍ୟକ୍ରମ “ଆଜା ନାଚଲେ”
ରାଉରକେଲା,(ବସନ୍ତ କୁମାର ଜେନା): ରାଉରକେଲାର ଅନ୍ୟତମ ନୃତ୍ୟ ପ୍ରଶିକ୍ଷଣ କେନ୍ଦ୍ର ରୋଜା ନୃତ୍ୟାନୁଷ୍ଠାନ ପକ୍ଷରୁ କୋଏଲନଗର ସ୍ଥିତ ଅବସରପ୍ରାପ୍ତ ଇସ୍ପାତ କାରଖାନା କର୍ମଚାରୀ ସଂଘ ଠାରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ ସମ୍ମିଳନୀ ରେ ଅନୁଷ୍ଠାନ ପକ୍ଷରୁ ଏକ…
ବେଲଗୁଣ୍ଠାରେ 108 କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ସରସ୍ଵତୀ ଶିଶୁ ବିଦ୍ୟା ଭବନ ପରିସରରେ 108 କୁଣ୍ଡିୟ ବୈଦିକ ବିଶ୍ୱଶାନ୍ତି ମହାଯଜ୍ଞ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ଗୁରୁକୂଳ ହରିପୁର ଜି.ନୂଆଁପଡାର ଯଶସ୍ୱୀ ସଞ୍ଚାଳକ ତଥା ବିଶିଷ୍ଟ ବୈଦିକ ବିଦ୍ୱାନ ଆଚାର୍ଯ୍ୟ ଡ.ସୁଦର୍ଶନ ଦେବଙ୍କ…