Sign in
Sign in
Recover your password.
A password will be e-mailed to you.
ସମ୍ ହସ୍ପିଟାଲ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ
ଭୁବନେଶ୍ୱର ନଭେମ୍ବର,୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଜେନେରାଲ ମେଡିସିନ୍ ଓ ଏଣ୍ଡୋକ୍ରିନୋଲୋଜି ବିଭାଗ ପକ୍ଷରୁ ଗୁରୁବାର ଦିନ ହସ୍ପିଟାଲ ପରିସରରେ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇଯାଇଛି । ଚଳିତବର୍ଷ ବିଶ୍ୱ…
ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ l
ନବରଙ୍ଗପୁର ୧୪. ୧୧. ୨୪ :ନବରଙ୍ଗପୁର,ଅଶୋକ ସାହୁ,ଶାସକ ପ୍ରଶାସକ,ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁମ୍ମାଗୁଡା ର ସମ୍ମିଳନୀ କକ୍ଷରେ ସାପ କାମୁଡ଼ା ଏବଂ ବଜ୍ରାଘାତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗୁମ୍ମାଗୁଡା ସ୍ୱାସ୍ଥ୍ୟ…
ଭାଟିବାହାଲି ଦମ୍ପତିଙ୍କ ଅନଶନ ଚେତାବନୀ
ବିଜେପୁର /ସୁଶାନ୍ତ ସାହୁ ବରଗଡ଼ ଜିଲ୍ଲାର ବିଜେପୁର ବ୍ଳକର ଭଟିଗାଁ ପଂଚାୟତର ଭାଟିବାହାଲି ଗାଁର ଚାଷୀ ଡ଼ିଲେଶ୍ୱର ସାହୁ ଆଜିକୁ ୧୫ ବର୍ଷ ହେଲା ୩.୫୫ ଏକର ବିଶିଷ୍ଟ ସରକାରୀ ଗୋଚର ଜମିକୁ ଜବରଦଖଲରେ ରଖି ଧାନଚାଷ ସମେତ ପନିପରିବା ଚାଷକରି ଆସୁଛନ୍ତି। ସେଥିପାଇଁ ସେ ନିୟମିତ ଭାବେ ଖଜଣା,…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ।
ପଦ୍ମପୁର: ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ପଦ୍ମପୁରରେ ଶିଶୁ ଦିବସ ପାଳିତ ହୋଇଯାଇଛି। ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ସାରା ଦେଶରେ ଶିଶୁ ଦିବସ ରୂପେ ମହା ଆଡମ୍ବରରେ ପାଳନ କରାଯାଉଛି। ଏହି କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ…
ଗୋଷାଣୀ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ…
ଭଗବାନ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୈାରବ ଦିବସ ଭାବେ ପାଳନ କରିବ ବିଜେପି : ନିତ୍ୟାନନ୍ଦ ଗଣ୍ଡ
ବିହାରର ଜାମୁଇଠାରେ ଅନୁଷ୍ଠିତ ୧୫୦ତମ ଜନ୍ମଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ୱରଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ…
ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ୟା:ପ୍ରବଚନ, ଭଜନ ଓ ଓଡିଶୀନୃତ୍ଯରେ କମ୍ପିଲା ମଞ୍ଚ
ପୁରୀ (ଅନିମେଶ ପଟ୍ଟନାୟକ) : ପଞ୍ଚକ ମହୋତ୍ସବର ଦ୍ବିତୀୟ ସଂଧ୍ଯାରେ ପ୍ରବଚନ, ଭଜନ, ଓଡିଶୀନୃତ୍ଯରେ କମ୍ପିଲା ମଞ୍ଚ । ଶହଶହ ହବିଷିଆଳିମାନଙ୍କର ଭକ୍ତିରେ ଏକ ସୁନ୍ଦର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବଡ଼ଦାଣ୍ଡ ସ୍ଥିତ ମାଉସୀମାଆଙ୍କ ପୀଠରେ । ମୁଖ୍ଯ ଅତିଥି ଭାବେ ଶ୍ରୀମନ୍ଦିର ବରିଷ୍ଠ…
ମେଡିକାଲ କଲୋନୀ ପ୍ରବେଶ ରାସ୍ତାରେ ଦୂଷିତ ପାଣି ଜମି ରହୁଛି, ନାହିଁ ଡ୍ରେନେଜ ସୁବିଧା #
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୧୩/୧୧/୨୪ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସଦର ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମେଡିକାଲ କଲୋନୀ ପ୍ରବେଶ ଦ୍ଵାରରେ ଦୂଷିତ ପାଣି ଜମି ରହିଛି।ଦୂଷିତ ପାଣି ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନ ଥିବା ବେଳେ କଲୋନୀ ରେ ଡ୍ରେନେଜ…
ଶାନ୍ତି ନଗର ରେ ବଡ଼ ଏକାଦଶୀ ପୂଜା ଉଦଯାପିତ।
ଓଁ ଶ୍ରୀକୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେପ୍ରାତତଃ କଲେଶନାଶାୟ ଗୋବିନ୍ଦାୟ ନମୋନମଃ ।
ପଦ୍ମପୁର :- ଶାନ୍ତିନଗର ଅନନ୍ୟା ଏକାଦଶୀ ଗ୍ରୁପ ସଦସ୍ୟ ଙ୍କ ଦ୍ୱାରା ବଡ଼ ଏକାଦଶୀ ପୂଜା ଉଦଯାପିତ ହୋଇଯାଇଛି । ତା.୧୧.୧୧.୨୦୨୪ ସୋମବାର ସନ୍ଧ୍ୟା ରେ ଶାନ୍ତିନଗର ମାଁ ମାଉସୀ ଓ ଏକାଦଶୀ ଉପବାସ…
ପାଇକମାଳ ବ୍ଲକରେ ସରକାରଙ୍କ ନିର୍ଦ୍ଦେଶ ଚୁଲୀକୁ !
ସରକାରୀ କଟକଣାକୁ ବ୍ଲକ ପ୍ରଶାସନର ଫୁ : ମନରେଗା ଗାଡିର ହେଉଛି ଅସଦୁପଯୋଗ
ବରଗଡ :- କେନ୍ଦ୍ର ସରକାରଙ୍କ ମନରେଗା ଯୋଜନା ନିଶ୍ଚିତ ଭାବରେ ଏକ କଲ୍ୟାଣକାରୀ ଯୋଜନା ଏଥିରେ କୋଣସି ସନ୍ଦେହ କରିବାର କାରଣ ନାହିଁ । ମହାମାରୀ କୋରୋନା ର କଷ୍ଟକର ମୁହୂର୍ତ୍ତରେ , ଏହି ଯୋଜନା ଗ୍ରାମାଞ୍ଚଳର ର…