Sign in
Sign in
Recover your password.
A password will be e-mailed to you.
ପ୍ରୟାଗ ରାଜ ମହାକୁମ୍ଭକୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ
ଭୁବନେଶ୍ୱର:ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଆସନ୍ତା ବର୍ଷ ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହା କୁମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି।
ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଉତ୍ତର ପ୍ରଦେଶର ଶ୍ରମ ଓ ନିୟୋଜନ ମନ୍ତ୍ରୀ…
ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର ସୃଷ୍ଟି କରୁଛି ଚମ୍ପିଅନ୍
ଭୁବନେଶ୍ୱର :-୨୦୨୪ ନଭେମ୍ବର ୨୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଉତ୍ତରପ୍ରଦେଶର ଆଲିଗଡ଼ଠାରେ ଅନୁଷ୍ଠିତ ଜୁନିୟର ଜାତୀୟ ଖୋ ଖୋ ଚମ୍ପିଅନଶିପ୍-୨୦୨୪ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଖୋ ଖୋ ହାଇ ପରଫର୍ମାନ୍ସ ସେଣ୍ଟର (ଏଚ୍ ପିସି)ର ୧୧ ଜଣ ଆଥଲେଟ୍ ଓଡ଼ିଶାର ପ୍ରତିନିଧିତ୍ଵ କରିଥିଲେ। ଏହି…
ନୋବେଲ ବିଜେତା ତଥା ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମରଙ୍କ କୃଷି ଭବନ ପରିଦର୍ଶନ
ଭୁବନେଶ୍ଵର: ୨୦୧୯ରେ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାରପ୍ରାପ୍ତ ଚିକାଗୋ ୟୁନିଭରସିଟି ପ୍ରଫେସର ଡ଼ ମାଇକେଲ କ୍ରେମର ଆଜି ଭୁବନେଶ୍ଵରସ୍ଥିତ କୃଷି ଭବନ ପରିଦର୍ଶନରେ ଆସି ଓଡ଼ିଶା କୃଷି କ୍ଷେତ୍ରର ଅଗ୍ରଗତି ବିଷୟରେ ଅବଗତ ହୋଇଥିଲେ l ଡ଼ କ୍ରେମର ବିଶ୍ବରେ ଦାରିଦ୍ର୍ୟ ହ୍ରାସ ଦିଗରେ କାର୍ଯ୍ୟ…
ଗୋଚର ଜାଗାକୁ ଯୋରଜବରଦସ୍ତ ହଡ଼ପ ଉଦ୍ୟମ
ଆର ଆଇ, ପୋଲିସ, ପଂଚାୟତବାସୀ ଙ୍କ ଉପସ୍ଥିତିରେ ଗୋଚର ଜମିକୁ ନୂତନ ଧାନମଣ୍ଡି ଭାବେ ଚି଼ହ୍ନଟ କରାଗଲା
ଜମନକିରା ( ଲିପନ ନାଏକ ) ଜମନକିରା ବ୍ଲକ ବଡ଼ମାଳ ପଞ୍ଚାୟତର ଗ୍ରାମ ସଂରକ୍ଷିତ ଅଂଚଳକୁ ଜଣେ ବାହାରି ଲୋକ ନିଜ ଜମି ବୋଲି ହଡପ ଉଦ୍ୟମ କରୁଥିବା ବେଳେ ଏହାକୁ ବିରୋଧ କରି ଆରଆଇ,ପୋଲିସ, ଓ…
ନିର୍ମାଣ ଶ୍ରମିକ ସଂଘର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି
କୁଚିଣ୍ଡା (ଲିପନ ନାଏକ )ସମ୍ବଲପୁର ଜିଲା କୁଚିଣ୍ଡା ସ୍ଥିତ ଶ୍ରମିକ ଭବନଠାରେ ଶୁକ୍ରବାର ପଶ୍ଚିମ ଓଡିଶା ନିର୍ମାଣ ଶ୍ରମିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶ୍ଚିମ ଓଡିଶା ନିର୍ମାଣ ଶ୍ରମିକ ସଂଘ ସଭାପତି ଗଜେନ୍ଦ୍ର ଭୋଇ ଅଧ୍ୟକ୍ଷତା କରିଥିବାବେଳେ। କାର୍ଯ୍ୟକ୍ରମରେ…
ବିଦ୍ୟାଳୟ ସ୍ତରୀୟ ବାର୍ଷିକ କ୍ରୀଡା ଉଦଯାପିତ
ଅସ୍ତରଙ୍ଗ ୭/୧୨- :ଅସ୍ତରଙ୍ଗ ସ୍ଥିତ ସରସ୍ବତୀ ଶିଶୁମନ୍ଦିର ର ୨୮ ତମ ବାର୍ଷିକ କ୍ରୀଡା ଆଜି ଉଦଯାପିତ ହୋଇଛି, ଦୁଇ ଦିନ ଧରି ଭଣ୍ଡରପଦା କ୍ରୀଡା ପ୍ରାଙ୍ଗଣରେ ଏହି କ୍ରୀଡା ଅନୁଷ୍ଠିତ ହୋଇଥିଲା l ଏହି ବାର୍ଷିକ କ୍ରୀଡା ଉତ୍ସବ ରେ ୩୭୬ ଜଣ ଶିଶୁ ମୋଟ ୫୮ ଟି ବିଭାଗୀୟ କ୍ରୀଡା ରେ ଅଂଶଗ୍ରହଣ…
ଯୁବ କଂଗ୍ରେସ ପକ୍ଷ ରୁ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ
ବାସୁଦେବପୁର - ଅହେତୁକ ଦରଦାମ ବୃଦ୍ଧି, ଆଦାନୀ କୁ ଅହେତୁକ ଅନୁକମ୍ପା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ, ନିର୍ବାଚନ ରେ ମିଥ୍ୟା ପ୍ରତିଶ୍ରୁତି ଓ ଯୋଜନା ର ବିଫଳତା ଆଦି ପ୍ରସଙ୍ଗ କୁ ନେଇ ବାସୁଦେବପୁର ଯୁବ କଂଗ୍ରେସ ପକ୍ଷ ରୁ ଏକ ଦସ୍ତଖତ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି। ଯୁବ…
ସୋଆ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀଙ୍କ ହିମାଚଳରେ ତାଲିମ ଗ୍ରହଣ
ଭୁବନେଶ୍ୱର, ଡିସେମ୍ବର ୭: ସୋଆ ଡିମ୍ଡ ବିଶ୍ୱବିଦ୍ୟାଳୟର ୨ ଜଣ ଏନ୍ଏସ୍ଏସ୍ ସ୍ୱେଚ୍ଛାସେବୀ ଓ ଜଣେ ଏନ୍ଏସ୍ଏସ୍ ପ୍ରୋଗ୍ରାମ୍ ଅଫିସର ନିକଟରେ ହିମାଚଳ ପ୍ରଦେଶରେ ଆୟୋଜିତ ଏକ ୧୦ ଦିନିଆ ଟ୍ରେନିଂ, ରକ୍ କ୍ଲାଇମ୍ବିଂ ଓ ପ୍ରତିକୂଳ ପରିସ୍ଥିତିରେ କିପରି ନିଜକୁ ରକ୍ଷା କରିବାକୁ ହୁଏ ସେ ବିଷୟରେ…
କଳ୍ପନା, ସର୍ଜନା ଓ ପ୍ରଭାବକୁ ନେଇ କିଟରେ କେ-ଆଇ୩ ଫେଷ୍ଟ ଉଦ୍ଘାଟିତ
ଭୁବନେଶ୍ୱର,୬ । ୧୨: ପରିକଳ୍ପନା, ସର୍ଜନା ଓ ପ୍ରଭାବ (ଆଇଡିଆ, ଇନୋଭେସନ୍, ଇମ୍ପାକ୍ଟ)କୁ ନେଇ କିଟ୍ ବିଶ୍ୱବିଦ୍ୟାଳୟରେ କେ-ଆଇ୩ ଫେଷ୍ଟ ଉଦ୍ଘାଟିତ ହୋଇଯାଇଛି । କେ-ଆଇ୩ ଫେଷ୍ଟ ପ୍ରଥମ ସଂସ୍କରଣର ବିଷୟ ବସ୍ତୁ ରହିଛି ଫ୍ରଣ୍ଟିଅର ଟେକ୍ନୋଲୋଜି ଫର ବିକଶିତ ଭାରତ-୨୦୪୭ । କିଟ୍ ଡିନ୍…
ଉଦ୍ଘାଟନୀ ଖୋ ଖୋ ବିଶ୍ୱକପ୍ ଟିମରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି ପଶ୍ଚିମ ରେଳବାଇରେ କାର୍ଯ୍ୟରତ ଆଦିତ୍ୟ ଗଣପୁଲେ
ଭୁବନେଶ୍ୱର : ଖୋ ଖୋ ୱାର୍ଲ୍ଡ କପ୍ ୨୦୨୫ ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି, ଏବଂ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଐତିହାସିକ ଟୁର୍ଣ୍ଣାମେଂଟକୁ ଉତ୍କଣ୍ଠାସହ ଅପେକ୍ଷା କରିଛନ୍ତି । ଉଦୀୟମାନ ଖୋ ଖୋ ଖେଳାଳି ଆଦିତ୍ୟ ଗଣପୁଲେ ମଧ୍ୟ ବିଶ୍ୱବ୍ୟାପୀ ଖୋ ଖୋକୁ…